ଭୁବନେଶ୍ୱରରେ କରୋନା ସଂକ୍ରମଣ ଦୈନିକ ନୁଆ ନୁଆ ରେକର୍ଡ କରୁଛି ହେଲେ ଲୋକମାନେ କୋଭିଡ ଗାଇଡଲାଇନ ମାନିବାକୁ ନାରାଜ
Category: Regional
ଆଗାମି ୫ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା-
ର୍ବ ବିହାର ରୁ ଦକ୍ଷିଣ ଓଡିଶା ଉପକୂଳ ଯାଏଁ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳରେ ୧.୫କିମି ଯାଏଁ ଉତ୍ତର-ଦକ୍ଷିଣ ଦିଗରେ ଲମ୍ବିଥିବା ଟ୍ରଫ ଲାଇନ ପ୍ରଭାବରେ ରାଜ୍ୟରେ ଆଗାମି ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଲଗି ରହିବା ନେଇ ଆଚଂଳିକ ପାଣିପାଗ କନ୍ଦ୍ରେ ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି
ରାଜଧାନୀର ମାର୍କେଟ ବିଲ୍ଡିଂକୁ ୪ ଦିନ ପାଇଁ ବନ୍ଦ କରିଛି ବିଏମସି –
ଭୁବନେଶ୍ୱରରେ କରୋନା ସଂକ୍ରମଣ ଦୈନିକ ନୁଆ ନୁଆ ରେକର୍ଡ କରୁଛି ହେଲେ ଲୋକମାନେ କୋଭିଡ ଗାଇଡଲାଇନ ମାନିବାକୁ ନାରାଜ
କରୋନା ରୋଗୀ କୋଭିଡ ସେଣ୍ଟରରୁ ପଳାଇଲେ , ଜିଲ୍ଲାପାଳ କହିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ –
କଟକସ୍ଥିତ କୋଭିଡ କେୟାର ସେଣ୍ଟରରୁ ଜଣେ ମହିଳା କୌଣସି ମନୋମାଳିନ୍ୟ ପାଇଁ ରାଗିକି ପଳାଇଥିବା ଜଣାପଡିଛି
୩ ଲକ୍ଷ ଟଙ୍କାର ଗୁଟ୍ଖା ତେଜରାତି ଦୋକାନରୁ ଜବତ, ମାଲିକ ଗିରଫ-
ତେଜରାତି ଦୋକାନ ଉପରେ ଚଢାଉ କରି ୩ ଲକ୍ଷ ଟଙ୍କାର ଗୁଟ୍ଖା ଜବତ କରିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପୋଲିସ । ଏହା ସହ ଦୋକାନ ମାଲିକ ପ୍ରଭାକର ସାହୁଙ୍କୁ ଗିରଫ କରାଯାଇଛି
ସମ୍ପତି ଲୋଭ, ଭୁଲିଗଲା ମଣିଷ ପଣିଆ: ଦିଅର ଭାଉଜଙ୍କୁ ପିଟିପିଟି ମାରିଦେଲା
ସମ୍ପତି ଲୋଭରେ ଦିଅର ଭୁଲିଗଲା ନିଜର ମଣିଷ ପଣିଆ ଯାହାଫଳରେ ଭାଉଜକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ଦିଅର ।
ନକଲି ସାମଗ୍ରୀ ଅସଲି ବ୍ରାଣ୍ଡ ନାଁରେ ମିଳୁଛି , ପୁଣି ନକଲି ଘିଅ ଓ ତେଲ କାରଖାନାରେ : ଭଞ୍ଜନଗର ପୋଲିସର ଚଢାଉ
ସାରା ରାଜ୍ୟରେ ନକଲି ସାମଗ୍ରୀ ତିଆରିର ସାମ୍ରାଜ୍ୟ ବଢିବାରେ ଲାଗିଛି । ନକଲି ତେଲ, କୋଲ୍ଡ ଡ୍ରିଙ୍ସ, ଘିଅ ବଜାରରେ ବିକ୍ରି କରାଯାଉଛି
ଦିନ 2ଟାରୁ ସକାଳ 5 ଟା ଯାଏଁ ଗଞ୍ଜାମର ସହରାଞ୍ଚଳ ବନ୍ଦ ରହିବ ଦୋକାନ ବଜାର
ଞ୍ଜାମର ସହରାଞ୍ଚଳ ଏଣିକି ଦିନ 2ଟାରୁ ସକାଳ 5 ଟା ଯାଏଁ ବନ୍ଦ ରହିବ ଦୋକାନ ବଜାର । ଏହା ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ବ୍ୟବସାୟିକ ସଙ୍ଘ ଏବଂ ବୁଲାବିକାଳୀ ସଂଘ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।
ସାଙ୍ଘାତିକ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିରୁ ଆସିଲା , ଚିକିତ୍ସା ଅବହେଳାରୁ ରୋଗୀଙ୍କ ଜୀବନ ଚାଲିଗଲା –
କୋଭିଡ ନେଗେଟିଭ କହିଲା ପରେ ବି ଚିକିତ୍ସା କଲେନି ଡାକ୍ତର । ଚିକିତ୍ସା ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ
ଭଦ୍ରକ ଜିଲ୍ଳାରେ ଆଉ ୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ-
ଭଦ୍ରକ ଜିଲ୍ଲାରୁ ଆଉ ୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ହଜାର ୫୪୫ ହୋଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୭ହଜାର ୮୬୩ ।

