ସୋରଡା କଲେଜର ଅଧ୍ୟାପକ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ-

ଗଞ୍ଜାମ ସୋରଡା କଲେଜର ଇକୋନୋମିକ୍ସ ଅଧ୍ୟାପକ ଗିରଫ । ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆସିକା ପୋଲିସ ଅଧ୍ୟାପକଙ୍କୁ ଗିରଫ କରିଛି

ମୁଖ୍ୟମନ୍ତ୍ରୀଙ୍କ କୋଭିଡ଼ ସ୍ଥିତିର ସମୀକ୍ଷା: ପର୍ଯ୍ୟାପ୍ତ ଔଷଧ ଓ ଅକ୍ସିଜେନ ଯୋଗାଣ ଉପରେ ଗୁରୁତ୍ୱ-

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଆଇସିୟୁ, ବେଡ଼, ଔଷଧ ଉପରେ ଗୁରୁତ୍ୱ ଦେଇଛନ୍ତି

ସ୍ତ୍ରୀ କୁ ହତ୍ୟା କରି ସ୍ୱାମିର ଅତ୍ମହତ୍ୟା

ପାରିବାରକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଭଣ୍ଡିମାଲ ଗାଁ ରେ । କଳହର ପରିଣାମ ଏପରି ଥିଲା ଯେ ସ୍ୱାମି ଓ ସ୍ତ୍ରୀ ଦୁହିଁକୁ ମୃତ୍ୟୁ ବରଣ କରିଛନ୍ତି

ରାଜ୍ୟରେ ବଜ୍ରପାତ ସହ ଝଡବର୍ଷା ସମ୍ଭାବନା, ଅସହ୍ୟ ତାତିରୁ ମିଳିବ ନିସ୍ତାର-

ରାଜ୍ୟରେ ଅସହ୍ୟ ତାତିରୁ ମିଳିବ ସାମାନ୍ୟ ନିସ୍ତାର । ଆଜି ଓ ଆସନ୍ତାକାଲି ଘଡଘଡି, ବଜ୍ରପାତ ସହ ଝଡବର୍ଷା ସମ୍ଭାବନା ନେଇ ସତର୍କ ରହିବାକୁ ପରାମର୍ଶ

ଓଡିଶା ସରକାର ୧୨ ଓଏଏସ୍ ଅଫିସରଙ୍କୁ କରୋନା ମୁକାବିଲା କରିବା ଲାଗି ପଶ୍ଚିମ ଓଡିଶାରେ ନିଯୁକ୍ତ କଲେ-

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି । ଏଥିରୁ ପ୍ରାୟ ୫୦ ପ୍ରତିଶତ ସଂକ୍ରମିତ ପଶ୍ଚିମ ଓଡିଶାରୁ ଚିହ୍ନଟ ହେଉଛନ୍ତି

ଆଜିଠୁ କର୍ଣ୍ଣାଟକରେ ଲାଗୁ ହେବ ୧୪ ଦିନିଆ ଲକ୍‌ଡାଉନ୍‌, ନିୟମ ଉଲଘଂନକାରୀଙ୍କୁ ମିଳିବ କଡା ଦଣ୍ଡ

ଦେଶରେ କରୋନା ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଥିବା ବେଳେ କିଛି ରାଜ୍ୟରେ ସଂକ୍ରମଣ ଅଣାୟତ ହେବାରେ ଲାଗିଛି ଯାହା ପୁରା ଦେଶ ପାଇଁ ଭୟକୁ ଦ୍ୱିଗୁଣିତ କରିଛି ।

କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କରୋନା ସମୟରେ ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ ଦାବି କଲେ-

କରୋନା କାଳରେ ପିପିଲି ଉପନିର୍ବାଚନକୁ ଘୁଂଚେଇ ଦେବା ପାଇଁ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦାବି କରିଛନ୍ତି

1 75 76 77 78 79 121