ଦିଲ୍ଲୀ ସୀମାରେ ଗତବର୍ଷ ନଭେମ୍ବର ୨୬ରୁ ଆରମ୍ଭ ହୋଇଥିବାରୁ ଚାଷୀମାନଙ୍କର ଆନ୍ଦୋଳନ ୧୦୦ ଦିନରେ ପହଂଚିଛି । ୩ଟି କୃଷି ଆଇନକୁ ପ୍ରତ୍ୟାପାର କରିବା ପାଇଁ ଚାଷୀମାନେ ଜିଦ ଧରିଛନ୍ତି । ଏହି ଅବସରରେ
Category: Regional
ପଡ଼ିଆକୁ ଓହ୍ଲାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭିଡିଓ ହେଲା ଭାଇରାଲ
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପୁଣି ଥରେ କ୍ରିକେଟ ପଡ଼ିଆକୁ ଓହ୍ଲାଇଛନ୍ତି । ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ସଚିନ ପଡ଼ିଆରେ ବ୍ୟାଟିଂ କରୁଥିବା ବେଳେ ପ୍ରଶଂସକମାନେ ବହୁତ
ପୂଜା ଭୋଜି ଓ ଭୋଗ ଖାଇ ୧୫୦ ଅସୁସ୍ଥ, ବିଭିନ୍ନ ମେଡିକାଲରେ ଚିକିତ୍ସା ଜାରି
ବାଲେଶ୍ବରଜିଲ୍ଲାବସ୍ତାବ୍ଲକଗିଲାଜୁଡ଼ିଗାଁରେଭଗବତୀପୂଜାଭୋଜିଓଭୋଗଖାଇ୧୫୦ରୁଅଧିକଅସୁସ୍ଥହୋଇପଡିଛନ୍ତି।ପ୍ରସାଦଖାଇବାର୩ରୁ୪ଘଣ୍ଟାପରେକିଛିଲୋକଙ୍କଝାଡ଼ାବାନ୍ତିଆରମ୍ଭହୋଇଥିଲାûରାତିତମାମ୧୦ଟିଆମ୍ବୁଲାନ୍ସଯୋଗେସମସ୍ତଅସୁସ୍ଥମାନଙ୍କୁଚିକିତ୍ସାପାଇଁବସ୍ତାଓପାଉଁସକୁଲିଡ଼ାକ୍ତରଖାନାରେଭର୍ତ୍ତିକରାଯାଇଛି। ଖବରଅନୁଯାୟୀ, ଗିଲାଜୁଡିଗାଁରେଦୁଇଦିନଧରିଭଗବତୀପୂଜାହେଉଥିଲା।ତେବେପ୍ରସାଦଖାଇବାର୩ରୁ୪ଘଣ୍ଟାପରେକିଛିଲୋକଙ୍କଝାଡ଼ାବାନ୍ତିଆରମ୍ଭହୋଇଥିଲା। ପ୍ରଥମେଛୋଟଛୋଟପିଲାପରେଅନ୍ୟମାନେଏଥିରେଆକ୍ରାନ୍ତହୋଇଥିଲେ।ଆକ୍ରାନ୍ତଙ୍କୁପାଉଁସକୁଲିଏବଂବସ୍ତାମେଡିକାଲରେଭର୍ତ୍ତିକରାଯାଇଥିଲା।
ଭାରତର ୭୫ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କମିଟି
ସରକାର ଭାରତର ୭୫ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ୨୫୯ ଜଣ ସଦସ୍ୟଙ୍କୁ ସାମିଲ କରାଯାଇଛି ।
କର୍ଣ୍ଣାଟକର ବିଧାନସଭାରେ ନିଜ ସାର୍ଟ ଖୋଲିଦେଲେ କଂଗ୍ରେସ ବିଧାୟକ ବିକେ ସଂଗମେଶ୍ୱର-
କଂଗ୍ରେସ ବିଧାୟକ ବିକେ ସଂଗମେଶ୍ୱର ଗୁରୁବାର କର୍ଣ୍ଣାଟକ ବିଧାନସଭାରେ ପ୍ରଦର୍ଶନ କରିବା ବେଳେ ନିଜେ ପିନ୍ଧିଥିବା ସାର୍ଟକୁ କାଢ଼ି ଦେଇଛନ୍ତି । ଗଣମାଧ୍ୟମର ରିପୋର୍ଟରେ କୁହାଯାଉଛି ଯେ, ବିଧାୟକ ଭଦ୍ରାବତୀରେ ଆୟୋଜିତ ଏକ କାର୍ଯ୍ୟକ୍ରମର
ମିଆଁମାର ହିଂସା: ନିଜ ଜୀବନକୁ ବାଜି ଲଗାଇ ସମାଜକୁ ଏମିତି ବାର୍ତ୍ତା ଦେଲେ ୧୯ ବର୍ଷୀୟ ଯୁବତୀ
୧୯ ବର୍ଷୀୟ ଏଞ୍ଜେଲ ଯେତେବେଳେ ମିଆଁମାରର ସେନା ବିରୋଧରେ ବିରୋଧ-ପ୍ରଦର୍ଶନରେ ଶାମିଲ ହୋଇଥିଲେ, ସବୁକିଛି ଠିକ୍ଠାକ ଆଶା କରାଯାଉଥିଲା । ନୃତ୍ୟ ଶିଳ୍ପୀ ଓ ତାଇକୋଣ୍ଡୋ ଚାମ୍ପିଅନ ଏଞ୍ଜେଲ ଏକ କଳାରଂଗର ଟି-ସାର୍ଟ ପିନ୍ଧିଥିଲେ
ଆସାମରେ ୯୨ ଆସନରେ ପ୍ରାର୍ଥୀ ଦେବ ବିଜେପି! ପଶ୍ଚିମବଙ୍ଗରେ ୨ଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀଙ୍କ ନାଁରେ ଲାଗିଲା ମୋହର
ଆସାମ ଓ ପଶ୍ଚିମବଙ୍ଗରେ ସିଟ ଭାଗବଣ୍ଟା ଏବଂ ପ୍ରାର୍ଥୀଙ୍କ ନାଁ ଉପରେ ଚର୍ଚ୍ଚା ଲାଗି ଗୁରୁବାର ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିଷ୍ପତ୍ତି
ସମ୍ବଲପୁର ହୁମା ବକ୍ର ମନ୍ଦିରରେ ହେବନି ଶିବରାତ୍ରି ମେଳା
କରୋନା ଯୋଗୁଁ ଏବର୍ଷ ସମ୍ୱଲପୁର ଜିଲ୍ଲାର ହୁମା ବକ୍ର ମନ୍ଦିରରେ ଶିବରାତ୍ରି ମେଳା ହେବ ନାହିଁ । ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପୂର୍ବଭଳି ମନ୍ଦିରରେ ରୀତିନୀତି
କରୋନା କାଳରେ ଭାରତର ୨୫ କୋଟି ପିଲାଙ୍କ ଶିକ୍ଷା ଉପରେ ପ୍ରଭାବ ପଡ଼ିଛି: UNICEF
ମହାମାରୀ କୋଭିଡ୍ ସମୟରେ ସମସ୍ତ ପିଲାଙ୍କ ପାଖରେ ଶିକ୍ଷା ପହଞ୍ଚିଥିବା ସରକାର ଦାବି କରୁଛନ୍ତି । କିନ୍ତୁ ୟୁନିସେଫ୍ (UNICEF) ଜାରି କରିଥିବା ରିପୋର୍ଟ ଅନ୍ୟ କିଛି କହୁଛି । ରିପୋର୍ଟ ଅନୁସାରେ, ମହାମାରୀ
କଟକଣା ଭିତରେ ଏବର୍ଷ କପିଳାସ ଜାଗର ଯାତ୍ରା
ଚଳିତବର୍ଷ ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ଶୈବପୀଠ କପିଳାସରେ କୋଭିଡ୍ କଟକଣା ଭିତରେ ଅନୁଷ୍ଠିତ ହେବ ଜାଗତ ଯାତ୍ରା । ଜିଲ୍ଲା ଓ ରାଜ୍ୟ ବାହାର ଭକ୍ତଙ୍କୁ କପିଳାସ ଆସିବାକୁ ବାରଣ କରାଯାଇଛି । ଜିଲ୍ଲାର

