ଗୋଟିଏ ପରେ ଗୋଟିଏ ସରକାରୀ ବାବୁ ଏବେ ଭିଜିଲାନ୍ସ ସ୍କାନରରେ । ଆୟ ବହିଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ବଲାଙ୍ଗିର ଡେପୁଟୀ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଡେପୁଟୀ ରେଞ୍ଜର
Category: KHABAR AAJIRA
ସାମୟିକ ଭାବେ ବନ୍ଦ ହେଲା କଟକ ସନ୍ ହସ୍ପିଟାଲ, ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ ରହିବ ଟ୍ରିଟମେଣ୍ଟ ଓ ଟେଷ୍ଟିଂ
ସାମୟିକ ଭାବେ ବନ୍ଦ ହେଲା କଟକ ସନ୍ ହସ୍ପିଟାଲ । ଅଗ୍ନିକାଣ୍ଡ ଘଟଣାରେ ସନ୍ ହସ୍ପିଟାଲ ସନ୍ତୋଷଜନକ ଉତ୍ତର ରଖି ନଥିବାରୁ ହସ୍ପିଟାଲ ବନ୍ଦ କରିବାକୁ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ପରବର୍ତ୍ତୀ ନିର୍ଦ୍ଦେଶ
2 ନାବାଳକଙ୍କ ମୃତଦେହ କୋଏଲ ନଦୀରୁ ଉଦ୍ଧାର
କୋଏଲ ନଦୀରେ ଭାସୁଛି 2 ନାବାଳକଙ୍କ ମୃତଦେହ । ଆଜି 2 ନାବାଳକ ନଦୀରେ ମୃତ୍ୟୁ ବରଣ କରିଛନ୍ତି । ସୁନ୍ଦରଗଡ ଜିଲ୍ଲା ରାଉରକେଲା କୋଏଲ ନଦୀରେ 2 ନାବାଳକଙ୍କ ମୃତଦେହ ଭାସୁଛି ।
ରାଜ୍ୟରେ ସୀମା ଟପୁଛି ଅପରାଧ, ମରଣାନ୍ତକ ଆକ୍ରମଣରେ ହୋଟେଲ ବ୍ୟବସାୟୀ ମୃତ
ରାଜ୍ୟରେ ସୀମା ଟପୁଛି ଅପରାଧ, ପୁଣି ଜଣେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ । ରାଉଲକେଲାରେ ଜଣେ ହୋଟେଲ ବ୍ୟବସାୟୀଙ୍କ ମରଣାନ୍ତକ ଆକ୍ରମଣରେ ମୃତ୍ୟୁ ହୋଇଛି । କାମ ସାରି ହୋଟେଲରୁ ଘରକୁ ଫେରୁଥିବା ବେଳେ
ରେଳଧାରଣା କଡରୁ ନବଜାତକ ଶିଶୁ କନ୍ୟା ଉଦ୍ଧାର
କୋରାପୁଟ ଜିଲ୍ଲା ଅନ୍ତର୍ଗତ କାକରିଗୁମା ରେଳ ଷ୍ଟେସନ୍ ଅଞ୍ଚଳ ରେଳ ଧାରଣା ପାର୍ଶ୍ୱରୁ କୁକୁର ଝୁଣୁଥିବା ଏକ ନବଜାତ କନ୍ୟାକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ଶିଶୁଟିକୁ ଏପରି ଅସହାୟ ଅବସ୍ଥାରେ ପଡିଥିବାର
ଆସିଲା ଭିସେରା ରିପୋର୍ଟ : ଖୋଲିବ ଝରାଫୁଲ ମୃତ୍ୟୁ ରହସ୍ୟ!
ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ ଥିବା ବେଳେ ଏବେ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିବାକୁ ଯାଉଛି । ଆଜି ଝରାଫୁଲଙ୍କ ଭିସେରା ରିପୋର୍ଟ ଯାଯପୁର ପୋଲିସର ହସ୍ତଗତ
ବିଜୟ ହଜାରେ ଟ୍ରଫି ପାଇଁ ଦଳ ଘୋଷଣା କଲା ଓସିଏ
ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ନିମନ୍ତେ ଆଜି ଦଳ ଘୋଷଣା କରିଛି ଓଡିଶା । ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇ
ରାଜ୍ୟରେ ବଢୁଛି ଅପରାଧୀଙ୍କ ସାମ୍ରାଜ୍ୟ, ୫୦ ଲକ୍ଷର ବ୍ରାଉନସୁଗର ଜବତ, ୬ ଅଟକ
ଦିନକୁ ଦିନ ରାଜ୍ୟରେ ଅପରାଧୀଙ୍କ ସଂଖ୍ୟା ବଢୁଥିବା ବେଳେ ଦିନ ଦି’ପହରରେ ଖୁଲମଖୁଲା ଅପରାଧ କରୁଛନ୍ତି ବଡ଼ ବଡ଼ ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟାର । ତେବେ ଏହି ଅପରାଧୀଙ୍କୁ ଧରିବା ଏବେ ପୋଲିସ୍ ପାଇଁ ଏକ
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା, ସସପେଣ୍ଡ ହେଲେ ପୁରୀ ତାଳବଣିଆ ଥାନା ଏଏସ୍ଆଇ
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା । ପୁରୀ ତାଳବଣିଆ ଥାନା ଏଏସ୍ଆଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ତାଙ୍କ ନାଁ ଲକ୍ଷ୍ମଣ ସରନ । ଏଏସ୍ଆଇ ଲକ୍ଷ୍ମଣ ସରନଙ୍କୁ ସସପେଣ୍ଡ କରିଛନ୍ତି
ବରାହ ଫାସରେ ପଡି ନିରୀହ ଯୁବକଙ୍କ ମୃତ୍ୟୁ, ବେସାହାରା ହେଲା ପରିବାର
କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଗାଈଧାର ନଦୀ କୂଳରେ ବରାହ ଫାସରେ ଲାଗି ଏକ ଯୁବକର ମୃତ୍ୟୁ ହୋଇଥିବା ନେଇ ଜୟପାଟଣା ଥାନାରେ ଅଭିଯୋଗ ହୋଇଛି। ମୃତକ ଯୁବକ ହେଲେ ବାନେର ଗ୍ରାମପଞ୍ଚାୟତ

