ଭୁବନେଶ୍ୱର ଚନ୍ଦକା ରାସ୍ତାରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ନୂଆ ଟ୍ୱିଷ୍ଟ୍ । ଏହି ମାମଲାରେ ଏବେ ପୋଲିସ ହାତରେ ବଡ ସୁରାକ ଲାଗିଛି। ମହିଳାଙ୍କୁ ପ୍ରଥମେ ଦୁର୍ବୃତ୍ତ ତଣ୍ଟି ଚିପି ହତ୍ୟା
Category: KHABAR AAJIRA
ଚମ୍ପାବନରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପୋଲିସର ତଦନ୍ତ ଜାରି
ମାନସିକ ଚାପ ହରାଇ ଚମ୍ପାବନରେ ଦଉଡ଼ି ଲଗାଇ ଆତ୍ମହତ୍ୟା କଲେ ଯୁବକ ।ଏପରି ଅଘଟଣ ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠାରେ । ସୁଚନା ଅନୁସାରେ ଯୁବକ ଜଣକ ତାଙ୍କ ସ୍ତ୍ରୀ ଓ ଛୁଆଙ୍କ
ଓଡିଶା ଓ ଛତିଶଗଡ ମହାନଦୀ ଜଳ ବିବାଦର ମାମଲା ଟ୍ରିବ୍ୟୁନାଲରେ ଶେଷ ହେଲା ଆଜିର ଶୁଣାଣୀ
ଆଜି ଓଡ଼ିଶା ଓ ଛତିଶଗଡ ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ ର ଶୁଣାଣୀ ଶେଷ ହୋଇଛି । ଓଡ଼ିଶାର କାଉଣ୍ଟର ପ୍ରସ୍ତାବ ଉପରେ ସମୟ ନେଲା ଛତିଶଗଡ଼ । ତେବେ ଛତିଶଗଡକୁ ୩
ଆଦୀବାସୀ ମେଳା ୨୦୨୧ ରାଜଧାନୀ ବାସୀଙ୍କୁ ବେଶ ଆକୃଷ୍ଟ କରିଛି କେନ୍ଦୁଝର ପ୍ରସିଦ୍ଧ ଆଦିବାସୀ ମହିଳାଙ୍କ ହାତ ତିଆରି ବଡ଼ି ପାମ୍ପଡ଼
ସବୁ ବର୍ଷ ଭଳି ଚଳିତ ବର୍ଷ ବି ଜାନୁଆରୀ ୨୬ ରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆଦିବାସୀ ମେଳା । ଏବର୍ଷ କିନ୍ତୁ କରୋନା କଟକଣା ଭିତରେ ଆଦିବାସୀ ମେଳା ଅନୁଷ୍ଠିତ ହୋଇଥିବାରୁ
କିନ୍ନର ଚଳାଇବେ ସ୍ୱଚ୍ଛ ସବାରୀ;ଘରକୁ ଘର ବୁଲି ସଂଗ୍ରହ କରିବେ ଅଳିଆ
ଭଦ୍ରକ ପୌରପାଳିକା ପକ୍ଷରୁ ଆଜି ସ୍ୱଚ୍ଛ ସବାରୀର ଉଦ୍ଘାଟନ ହୋଇ ଯାଇଛି । ବ୍ୟାଟେରୀ ଚାଳିତ ଏହି ଗାଡିକୁ କିନ୍ନରମାନେ ଚଳାଇବେ । ସେମାନେ ଘରକୁ ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରିବେ
୫୦ହଜାର ସୁରକ୍ଷାକର୍ମୀ ଦିଲ୍ଲୀ ସୀମାରେ ନିୟୋଜିତ
ଚାଷୀ ଆନ୍ଦୋଳନ ତୀବ୍ର ହେଉଛି । ନୂଆ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ କୃଷକଙ୍କ ଚକାଜାମ । ଦିନ ୧୨ଟାରୁ ଅପରାହ୍ଣ ୩ ଯାଏ ୩ ଘଣ୍ଟିଆ ଚକାଜାମ କରିବେ
ମୁଖ୍ୟମନ୍ତ୍ରୀ ଦୌଡରେ ଅଭିଷେକ ବଚ୍ଚନ !
ଅଭିଷେକ ବଚ୍ଚନ ପୂର୍ବ ଅପେକ୍ଷା ପ୍ରଫେସ୍ନାଲ ଲାଇଫରେ ସାମାନ୍ୟ ବ୍ୟସ୍ତ ରହିଛନ୍ତି । ସୁଜୋୟ ଘୋଷଙ୍କ ଏକ୍ସାଇଟିଂ ପ୍ରୋଜେକ୍ଟ ବବ୍ ବିଶ୍ୱାସକୁ ନେଇ ଅଭିଷେକ ବେଶ ଚର୍ଚ୍ଚାରେ ରହିଛନ୍ତି । ହେଲେ ଫେବ୍ରୁଆରୀ ୨୨ରୁ
ବିଜେପି ନେତା ରାମ କାଦମ ସୋନୁଙ୍କ ଆବେଦନ ପ୍ରତ୍ୟାହାରକୁ ନେଇ ପ୍ରତିକ୍ରିୟା ଦେଲେ
ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଅଭିନେତା ସୋନୁ ସୁଦଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି ଯିଏକି ମୁମ୍ବାଇର ତାଙ୍କ ଆବାସିକ ବିଲ୍ଡିଂରେ ବିଏମସି ନୋଟିସ ବିରୋଧରେ ତାଙ୍କ ମାମଲାକୁ ଖାରଜ କରିଛନ୍ତି। ପରେ ସୋନୁ ସୁଦ ସୁପ୍ରିମକୋର୍ଟରେ
ମାଓବାଦୀ ପୋତିଥିବା ଅସ୍ତ୍ରଶସ୍ତ୍ର କୋରାପୁଟ ସୁରେଶି ନିକଟରୁ ଜବତ ହୋଇଛି ।
ମାଓବାଦୀ ପୋତିଥିବା ଅସ୍ତ୍ରଶସ୍ତ୍ର କୋରାପୁଟ ସୁରେଶି ନିକଟରୁ ଜବତ ହୋଇଛି । ଡିଭିଏଫ ଏବଂ ବିଡିଡି ସ୍ବାଡ ନାରାୟଣପାଟଣା ଥାନା ଅଞ୍ଚଳରୁ ଏସବୁ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ
ଚେନ୍ନାଇ ଟେଷ୍ଟର ପ୍ରଥମ ଇଂନିସରେ ୬୦୦-୭୦୦ ରନ କରିବାର ଲକ୍ଷ୍ୟ ରଖିଛି ଇଂଲଣ୍ଡ
ଭାରତ-ଇଂଲଣ୍ଡ ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୨୬୩ ରନ ସ୍କୋର କରିଛି ଇଂଲଣ୍ଡ । ତେବେ ଏହି ପ୍ରଥମ ଇଂନିସରେ ଇଂଲଣ୍ଡ ୬୦୦ ରୁ

