ବରିଷ୍ଠ ସିନେମାଟୋଗ୍ରାଫର ସୁରେନ୍ଦ୍ର ସାହୁ ଓ ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର ସମ୍ମାନୀତ

ଆମେରିକାର ଟେକ୍ସାସ ଅନ୍ତର୍ଗତ ହୋଷ୍ଟନ ସହରରେ ଥିବା ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଜୟଦେବ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର ଓ ପ୍ରଖ୍ୟାତ ସିନେମାଟୋଗ୍ରାଫର ସୁରେନ୍ଦ୍ର ସାହୁଙ୍କୁ ସମ୍ମାନୀତ କରାଯାଇଛି

ବାଲିଯାତ୍ରା ପାଇଁ ଆସନ୍ତାକାଲି ଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପ୍ଲଟ ପଞ୍ଜିକରଣ

ବାଲିଯାତ୍ରା ପାଇଁ କାଲିଠୁ ପ୍ଲଟ ପଞ୍ଜିକରଣ । ନଭେମ୍ବର ୮ ରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ହେବ ବାଲିଯାତ୍ରା । ଏକ ହଜାର ବର୍ଗଫୁଟରୁ ଅଧିକ ଜାଗା ନେଉଥିବା ବ୍ୟବସାୟୀ ଆସନ୍ତାକାଲି ଠାରୁ ଅକ୍ଟୋବର ୭

ମାଲକାନଗିରି ସୀମାନ୍ତରେ ମାଓ ମେଳି, ଏକାଠି ହୋଇଛନ୍ତି ଶହ ଶହ ମାଓବାଦୀ

ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ଥରେ ମାଓ ମେଳି ଦେଖିବାକୁ ମିଳିଛି । ସୁରକ୍ଷା ବାହିନୀକୁ ଖୋଲା ଖୋଲି ଭାବେ ଚ୍ୟାଲେଞ୍ଜ ଦେଇ ଏକାଠି ହୋଇଛନ୍ତି ଶହ ଶହ ମାଓବାଦୀ ।

ଭୁବନେଶ୍ବରରୁ କଟକକୁ ମେଟ୍ରୋ ଟ୍ରେନ୍ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଐତିହ୍ୟ ସହର ଭୁବନେଶ୍ବରରୁ ରୌପ୍ୟ ନଗରୀ କଟକକୁ ମେଟ୍ରୋ ଟ୍ରେନ୍ ସେବା ଆରମ୍ଭ କରିବାକୁ ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଗ୍ରହ ଦେଖାଇଛନ୍ତି। ଏନେଇ ସେ ମେଟ୍ରୋ ରେଳ ନୀତି-୨୦୧୭ ବିଷୟରେ ନଗର ଉନ୍ନୟନ

ପୁଣି ଭାସିଲା ଅସ୍ଥାୟୀ ସୁରକ୍ଷା ବାଡ଼, ବିପଦରେ ପୁରୀ-କୋଣାର୍କ ବେଳାମାର୍ଗ

ପୁଣି ଅଶାନ୍ତ ହୋଇ ଉଠିଛି ସମୁଦ୍ର I ପୁରୀ-କୋଣାର୍କ ବେଳାମାର୍ଗ ଅସ୍ଥାୟୀ ସୁରକ୍ଷା ବାଡ଼ ସମୁଦ୍ର ଜୁଆର ମାଡ଼ରେ ଧୋଇଯାଇଛି I ବାଲିବସ୍ଥା, କାଠ ବଲହାକୁ ଭସାଇନେଇଛି I ଅସୁରକ୍ଷିତ ହୋଇପଡିଛି ବେଳାମାର୍ଗ I ଚନ୍ଦ୍ରଭାଗରୁ ରାମଚଣ୍ଡୀ ମୁହାଣ ପର୍ଯ୍ୟନ୍ତ 3କିମି ଏହି ରାସ୍ତା ସମୁଦ୍ର ଗର୍ଭରେ ଲୀନ

ଖୁବ ଶୀଘ୍ର ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକାତାକୁ ଗଡିବ ନୂଆ ଟ୍ରେନ: ଧର୍ମେନ୍ଦ୍ର

ସମ୍ବଲପୁରରୁ କୋଲକାତାକୁ ଗଡିବ ଟ୍ରେନ । ତାଳଚେର, ଅନୁଗୋଳ ଓ ଢେଙ୍କାନାଳ ଦେଇ କୋଲକାତାକୁ ଚଳାଚଳ କରିବ। କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍‌ ଯୋଗେ ଏକ ସ୍ୱତନ୍ତ୍ର ବଗିରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ

ରାଉରକେଲା ଦେଖିବ ବାୟୁସେନାର ‘ଏୟାର୍‌ ସୋ’

ରାଉରକେଲା ବାସୀଙ୍କ ଦୀର୍ଘ ଦିନର ଅଭିଳାଷ ପୂରଣ ହେବାକୁ ଯାଉଛି। ସହରବାସୀ ପ୍ରଥମଥର ପାଇଁ ରାଉରକେଲାରେ ଭାରତୀୟ ବାୟୁସେନାର ‘ସୂର୍ଯ୍ୟକିରଣ ଏରୋବେଟିକ୍‌ ଟିମ୍‌’ ଦ୍ବାରା ‘ଏୟାର୍‌ ସୋ’ ଦେଖିବାର ସୁଯୋଗ ପାଇବେ। ଏନେଇ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ଓ ରାଜ୍ୟ

ସ୍ଵର୍ଗୀୟ ପିତାଙ୍କ ସ୍ଵପ୍ନ ପୂରଣ କଲା ପୁତ୍ର

ଇଛା ଶକ୍ତି ଆଗରେ ହର ମାନିଛି ପରିସ୍ଥିତି, ଅନେକ ବାଧାବିଘ୍ନକୁ ପ୍ରତିହତ କରି ସ୍ବପ୍ନକୁ ସାକାର କରିଛି ପୁତ୍ର ! ଗଞ୍ଜାମ ଜିଲ୍ଲା ପାଲୁରୁ ନିକଟସ୍ଥ ଗାବୁଡି ଗ୍ରାମର ଦେଖିବାକୁ ମିଳିଛି ଏ ଭଳି

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ନୃତ୍ୟ, ଗୀତ ଓ ପାରମ୍ପରିକ ବାଦ୍ୟରେ କମ୍ପିଲା ପରିବେଶ

ଏ ପୁରସ୍କାର ମୋର ନୁହେଁ, ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କର”। ଦିଲ୍ଲୀରୁ ଜୀବନବ୍ୟାପୀ ସାଧନା ସମ୍ମାନ ନେଇ ଭୁବନେଶ୍ୱର ଫେରିବା ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରିୟ ନେତାଙ୍କୁ

ସାଂସଦ ପ୍ରତିନିଧି ଅଫିସର ସାମ୍ବାଦିକଙ୍କୁ ମାଓବାଦୀଙ୍କ ଚେତାବନୀ, ଲାଗିଲା ହାତ ଲେଖା ପୋଷ୍ଟର

ବହୁ ଦିନର ନୀରବତା ପରେ କନ୍ଧମାଳରେ ପୁଣି ଲାଗିଲା ମାଓବାଦୀଙ୍କ ହାତ ଲେଖା ପୋଷ୍ଟର । କୋଟଗଡ ଥାନା ଅନ୍ତର୍ଗତ ଜାମଝୋର ଛକରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧି ମନୋଜ ସାବତ ପୂର୍ବତନ

1 41 42 43 44 45 172