ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବି: ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ଓ ଛାତ୍ର ସଙ୍ଗଠନ

ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ଓ ଛାତ୍ର ସଙ୍ଗଠନ । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ମାମଲାରେ ଏହି ବନ୍ଦ ଡାକରା ଦେଇଛି ସଙ୍ଗଠନ ।

ସରିଲା ରାଷ୍ଟ୍ରପତି ନିର୍ବାଚନର ଭୋଟିଂ ପ୍ରକ୍ରିୟା, ଗଣତିକୁ ଅପେକ୍ଷା

ସରିଲା ରାଷ୍ଟ୍ରପତି ନିର୍ବାଚନର ଭୋଟିଂ ପ୍ରକ୍ରିୟା। ନିଷ୍ପତ୍ତି ନେଇ ସାରିଛନ୍ତି ସାଂସଦ ଓ ବିଧାୟକ।  ସଂସଦ ସହ ବିଭିନ୍ନ ରାଜ୍ୟର ବିଧାନସଭାରେ ମତଦାନ କରିଥିଲେ ସାଂସଦ ଓ ବିଧାୟକ। ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ

ସ୍ୱାଧୀନତା ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ଐତିହାସିକ ପଦକ୍ଷେପ ନେଇଛନ୍ତି ଉତ୍ତର ପ୍ରଦେଶ ସରକାର-

ସ୍ୱାଧୀନତା ଦିବସ ୨୦୨୨ରେ ଉତ୍ତର ପ୍ରଦେଶରେ ଛୁଟି ହେବ ନାହିଁ । ଅର୍ଥାତ ସ୍ୱାଧୀନତା ଦିବସ ଅବସରରେ ଉତ୍ତର ପ୍ରଦେଶରେ କୌଣସି ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବନ୍ଦ ରିହବ

ଇସ୍ତଫା ଦେ‌ବେ ଠାକରେ, ସରକାରୀ ବାସଭବନ ଛାଡ଼ି ନିଜ ଘରକୁ ଫେରିଲେ

ଶିବ‌ ସେନାରେ ବିଦ୍ରୋହ ପରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ସରକାର ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗି ଯାଇପାରେ। ବିଦ୍ରୋହୀ ନେତା ଏକନାଥ ସିନ୍ଦେ ତାଙ୍କ ଜିଦରେ ଅଟଳ

ରୋମ୍‌‌ରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ରୋମରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଛନ୍ତି। ୟୁରୋପର ୧୨ଟି ଦେଶରେ ବସବାସ କରୁଥିବା ଏହି ପ୍ରବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସମେତ ତାଙ୍କ ବ୍ୟକ୍ତିଗତ ସଚିବ ଭି

ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ନିର୍ବାଚନ ଲାଗି ଶୁକ୍ରବାର ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ । ଏନଡିଏ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାକୁ ଗୁରୁବାର ଦିଲ୍ଲୀରେ ପହଞ୍ଚିଥିଲେ ଓଡିଆ ଆଦିବାସୀ ନେତ୍ରୀ ଦ୍ରୌପଦୀ । ଦିଲ୍ଲୀରେ ପହଞ୍ଚିବା

ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ସପ୍ତାହେ । ଶୃଙ୍ଖଳିତ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କ୍ଷେତ୍ର ସ୍ତରୀୟ ଅଗ୍ରଗତିର

ଜୁଲାଇ ୨୫ରେ ନୂଆ ବାସଭବନକୁ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୂର୍ବତନ ମନ୍ତ୍ରୀ ରାମବିଳାସ ପାଶ୍ବାନଙ୍କ ୧୨ ଜନପଥ ବଙ୍ଗଳା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନୂଆ ବାସଭବନ। ଅବସର ପରେ ଏହା କୋବିନ୍ଦଙ୍କ ନୂଆ ଠିକଣା ହେବ। ଜୁଲାଇ ୨୫ରେ ରାମନାଥ କୋବିନ୍ଦ ଏହି ନୂଆ

ଦକ୍ଷିଣ ଆଫ୍ରିକା ବାରବାଟୀରେ ଭାରତ ବିପକ୍ଷରେ ୪ ୱିକେଟରେ ମ୍ୟାଚ୍ ଜିତିଲା

ଟି-୨୦ ଶୃଙ୍ଖଳାର ୨ୟ ମ୍ୟାଚରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ମ୍ୟାଚ ଜିତିଛି । କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜଣ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା

୧୬ ଦିନ ଭିତରେ ଏଭରେଷ୍ଟ-ମକାଳୁ ଶୃଙ୍ଗ ଚଢ଼ି ରେକର୍ଡ କଲେ ଉତ୍ତରାଖଣ୍ଡର ଝିଅ ସବିତା

ତାଙ୍କ ପାଖରେ ଅନେକ ଗୁଡ଼ିଏ ଚ୍ୟାଲେଞ୍ଜ ଥିଲା । ସବୁଠାରୁ ବଡ଼ ଅଡୁଆ ଥିଲା ସେ ଜଣେ ଝିଅ । ଘର ଭିତରେ ଓ ବାହାରେ ଲିଙ୍ଗଗତ ଭେଦଭାବ ସାମ୍ନା କରିବାକୁ ପଡୁଥାଏ ।

1 49 50 51 52 53 172