ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବ୍ରୁଆରୀ ୫ରେ, ୨୦୨୨ରେ ହାଇଦ୍ରାବାଦ ଗସ୍ତ କରିବେ । ଏହି ଅବସରେ ସେ ହାଇଦ୍ରାବାଦର ପାଟନଚେରୁ ସ୍ଥିତ ଅନ୍ତର୍ଜାତୀୟ ଫସଲ ଗବେଷଣା କେନ୍ଦ୍ର ICRISATର ୫୦ ପ୍ରତିଷ୍ଠା ଦିବସରେ ସାମିଲ ହେବେ।
Category: KHABAR AAJIRA
ଜମିବାଡି ବିବାଦକୁ କେନ୍ଦ୍ର କରି ବୋମାମାଡ
ଜମିବାଡି କଳହକୁ କେନ୍ଦ୍ର କରି ବୋମାମାଡ । ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ସାରସକଣାରେ ବୋମା ମାଡ ହୋଇଥିବା ଅଭିଯୋଗ ହୋଇଛି ।
ମାଓ ଦମନ ରଣନୀତି ନେଇ ପୋଲିସ ଡିଜି ସୁନୀଲ ବଂଶଲଙ୍କ ନୂଆପଡା ଗସ୍ତ
ଦିନିକିଆ ନୂଆପଡା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ । ମହାନିର୍ଦ୍ଦେଶକ ଦାୟିତ୍ୱ ନେବା ପରେ ପ୍ରଥମ ଥର କରି ସେ ନୂଆପଡା ଗସ୍ତରେ ଯାଇଥିଲେ ।
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ ପୁଣି ହାତୀ ଆତଙ୍କ ଘର ଭାଙ୍ଗିବା ସହିତ ଛେଳିକୁ କଚାଡି ମାରିଛନ୍ତି
ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି । ଝାଡଖଣ୍ଡୀ ହାତୀ ଘର ଭାଙ୍ଗିବା ସହିତ ଛେଳିକୁ କଚାଡି ମାରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ ।
ଦୁଇ ଅଟୋ ମଧ୍ୟରେ ଧକ୍କା, ଜଣେ ମୃତ ଓ ୭ ଆହତ
ଦୁଇ ଅଟୋ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଅଟୋରେ ଥିବା ମହିଳାଙ୍କ ମୃତ୍ୟୁ ହୋଇଛି ଓ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଏପରି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ବୁଢାନେଲଡି ନିକଟରେ ।
ନୂଆପଡା ଜିଲ୍ଲାରେ ବାଘର ଆତଙ୍କ
ନୂଆପଡା ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ବାଘ ଆତଙ୍କ । ଗାଈକୁ ଟାଣିନେଲା ଓ ରକ୍ତ ଶୋଷି ନେଲା ମହାବଳ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
ପୁରୀର ୨୮ ବର୍ଷୀୟ ଯୁବକ ହ୍ୱିଲ୍-ଚେୟାରରେ ୨୪ ଘଣ୍ଟା ମଧ୍ୟରେ ୨୧୫.୪ କିଲୋମିଟର ଯାତ୍ରା କରି ଗିନିଜ ବୁକ ଅଫ୍ ୱାର୍ଲଡ ରେକର୍ଡ କରିଛନ୍ତି
ଦିବ୍ୟାଙ୍ଗ ଯୁବକଙ୍କର ଗିନିଜ ବୁକ ଅଫ୍ ୱାର୍ଲଡ ରେକର୍ଡ । ହ୍ୱିଲ୍-ଚେୟାରରେ ୨୪ ଘଣ୍ଟା ମଧ୍ୟରେ ୨୧୫.୪ କିଲୋମିଟର ଯାତ୍ରା କରି ଏହି ରେକର୍ଡ କରିଛନ୍ତି ପୁରୀର ୨୮ ବର୍ଷୀୟ ଯୁବକ କମଳାକାନ୍ତ ନାୟକ ।
ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ଆରମ୍ଭ ହେବ ନାମାଙ୍କନ ଦାଖଲ
ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ଆରମ୍ଭ ହେବ ନାମାଙ୍କନ ଦାଖଲ । ବିନା ଦଳୀୟ ଚିହ୍ନଟରେ ଲଢାଯାଉଥବା ସରପଞ୍ଚ, ସମିତ ସଭ୍ୟ ପାଇଁ ପ୍ରାର୍ଥୀ କିଏ ହେବ ତାହା ସ୍ପଷ୍ଟ ହେବ ।
ପ୍ରସିଦ୍ଧ କଥକ ନର୍ତ୍ତକ ପଣ୍ଡିତ ବିରଜୁ ମହାରାଜଙ୍କ ପରଲୋକ
ପ୍ରସିଦ୍ଧ କଥକ ନର୍ତ୍ତକ ପଣ୍ଡିତ ବିରଜୁ ମହାରାଜଙ୍କ ପରଲୋକ
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା
ଆସନ୍ତା ୧୫ ତାରିଖରେ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଏବଂ ଏସ୍ପିଙ୍କ ମଧ୍ୟରେ ବୈଠକ ହେବ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମଧ୍ୟ ଯୋଗ ଦେବେ।

