ଆଜିଠାରୁ ନୂଆ ଗାଇଡଲାଇନ ଲାଗୁ, ୨୦ ଜିଲ୍ଲାର କଟକଣା କୋହଳ ହୋଇଛି

ଆଜିଠାରୁ ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍‌ କଟକଣା ବଢାଯାଇଛି । ବିଶେଷତଃ ସଂକ୍ରମଣ କମିନଥିବା ଜିଲ୍ଲାକୁ ବି କଟାଗୋରୀରେ ରଖାଯାଇଛି ଯେଉଁଠାରେ ପୂର୍ବଭଳି କଟକଣା ବଳବତ୍ତର ରହିଛି ।

ବିଜେପିର ରାଜ୍ୟବ୍ୟାପି ମଣ୍ଡିରେ ଧାନ ବିକ୍ରି ଓ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଆନ୍ଦୋଳନ-

ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମଣ୍ଡି ପଡିରହିଥିବା ଧାନର ବିକ୍ରି ନହୋଇ ପାରିବା ଆଦି ସମସ୍ୟାକୁ ନେଇ ରାଜ୍ୟରେ ବିରୋଧୀ ବିଜେପି ପକ୍ଷରୁ ଆଜି ଆନ୍ଦୋଳନ ଆରମ୍ଭ କରିଛନ୍ତି।

ଭୁବନେଶ୍ବର ଏମ୍ସକୁ ଆସିଲା ପ୍ରଥମ ଇକମୋ ମେସିନ୍

ଭୁବନେଶ୍ୱର ଏମ୍ସରେ ପ୍ରଥମ ଇକମୋ ମେସିନ୍ ସ୍ଥାପନ ହେବ । ଏହାକୁ କାର୍ଯ୍ୟକ୍ଷମ କରିବା ସହ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ପ୍ରଶିକ୍ଷଣ ଦିଆଯାଇଛି ।

ଗୁଜବ ପ୍ରଚାର ନକରିବାକୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା: ମୋ “ମା” ଶହେ ବର୍ଷର ସେ ମଧ୍ୟ ଟିକା ନେଇଛନ୍ତି,କରୋନା ଟିକା-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକଙ୍କୁ ଟିକା ଦ୍ୱନ୍ଦ୍ୱକୁ ଦୂର କରିବାକୁ ଉତ୍ସାହିତ କରି କହିଛନ୍ତି ଯେ ଟୀକାକରଣ ସମ୍ବନ୍ଧୀୟ ଗୁଜବକୁ ବିଶ୍ବାସ ନକରିବାକୁ ଅନୁରୋଧ କରୁଥିବା ବେଳେ ତାଙ୍କ ମା ମଧ୍ୟ କୋଭିଡ ବିରୋଧୀ ଟିକା ନେଇଥିବା ସେ କହିଛନ୍ତି।

” ସ୍ୱପ୍ନରେ ମଧ୍ୟ ମୁଁ କଳ୍ପନା କରି ନ ଥିଲି ଯେ ମୋ ଭଳି ଜଣେ ସାଧାରଣ ବାଳକ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟର ଦାୟିତ୍ବ ତୁଲାଇବ”:ରାଷ୍ଟ୍ରପତି

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବେ ଉତ୍ତରପ୍ରଦେଶର ଗସ୍ତରେ ଅଛନ୍ତି। ରବିବାର କାନପୁରରେ ଥିବା ତାଙ୍କ ଗାଁ ପରିଦର୍ଶନ କରିଥିଲେ ଏବଂ ସେଠାରେ ସେ ପୁରୁଣା ପରିଚିତ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିଥିଲେ।

ପୋଖରୀ ଖୋଳା ନାଁରେ ଫରେଷ୍ଟର ଟଙ୍କା ଆତ୍ମସାତ୍ କରୁଥିଲେ ଶେଷରେ ନିଲମ୍ବିତ ହେଲେ-

ରାଜ୍ୟରେ ସରକାରୀ ବାବୁ ମାନଙ୍କ ଟଙ୍କା ଆତ୍ମସାତ୍ କରିବାର ଖବର ନୂଆ ନୁହେଁ ପ୍ରତିଦିନ କିଛି ନି କିଛି ଅଭିଯୋଗରେ କାହା ଘରେ ଭିଜିଲାନ୍ସ ଚଢାଉ ହେଉଛି ତ ଆଉ କେଉଁ ବଡ଼ ବାବୁଙ୍କୁ ନିଲମ୍ବିତ କରାଯାଉଛି ।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତ୍ତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତ୍ତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ।

1 72 73 74 75 76 172