ଭଦ୍ରକ ଜିଲା ଚାନ୍ଦବାଲି ଏନଏସି ବାଲିଗାଁ ୧୧ ନଂ ୱାର୍ଡର ବିଷ୍ଣୁ ଦାସଙ୍କ ଘର ସର୍ଟ ସର୍କିଟରେ ପୋଡି ପାଉଁଶ ହୋଇଯାଇଛି ।
Category: Entertainment
ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ବିନା ଭକ୍ତରେ ସେବାୟତଙ୍କୁ ନେଇ ନୀତିକାନ୍ତି ଅନୁଷ୍ଠିତ ହେବ,
ତେବେ ଶୁକ୍ରବାର ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ବିନା ଭକ୍ତରେ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି।
ଚନ୍ଦନ ଯାତ୍ରା ଆସନ୍ତା ୧୫ ତାରିଖ ଅକ୍ଷୟ ତୃତୀୟା ଦିନଠାରୁ ଆରମ୍ଭ ହେବ
ବ୍ରହ୍ମପୁର ଗସ୍ତରେ ଡିଜିପି, କୋଭିଡ ସ୍ଥିତି ସମୀକ୍ଷା ଓ ନୂଆ ଷ୍ଟ୍ରେନ ସଙ୍କଟ ନେଇ ହୋଇପାରେ ଆଲୋଚନା
ଦକ୍ଷିଣ ଓଡ଼ିଶାରେ କୋଭିଡ ଏନଫୋର୍ସମେଣ୍ଟର ସ୍ଥିତି ସମୀକ୍ଷା ପାଇଁ ଦିନିକିଆ ବ୍ରହ୍ମପୁର ଗସ୍ତରେ ପୋଲିସ ଡିଜି ଅଭୟ ନୂଆ ଷ୍ଟ୍ରେନର ସଙ୍କଟ ରହିଥିବାରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ଅଞ୍ଚଳରେ କିଭଳି ପୋଲିସର ଏନଫୋର୍ସମେଣ୍ଟ ଅନୁଧ୍ୟାନ କରିବେ
ଏସସିବିରୁ କୋଭିଡ ଡ୍ୟୁଟି ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ,
କରୋନା ଡ୍ୟୁଟି ପାଇଁ କଟକ ବଡ ମେଡିକାଲରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ନୟାଗଡରେ ଏକ ଗଛରେ ପିଟି ହୋଇଯାଇଛି ବସ୍ ।
କଙ୍ଗନା କରୋନା ପଜିଟିଭ ହେଲେ , କହିଲେ ଧାରଣା ନଥିଲା ମୋ ଦେହରେ ସଂକ୍ରମଣ ଥିଲା
ବଲିଉଡ ଷ୍ଟାର ଅଭିନେତ୍ରୀ କଙ୍ଗନା ରଣାୱତ କରୋନା ପଜିଟିଭ୍ ହୋଇଛନ୍ତି।ସେ କହିଛନ୍ତି ମୋ ଶରୀରରେ ଏହି ଜୀବାଣୁ ବାସ କରୁଥିବା ମୋର କୌଣସି ଧାରଣା ନଥିଲା।
ଜ୍ୟୋତିଷ ବିଚାର
ଅଦ୍ୟ ମଇ ମାସ ୦୮ ତାରିଖ ୨୦୨୧ ମସିହା(ଶନିବାର)
ୱାର୍ଲଡ୍ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଭାରତୀୟ ଦଳ ଘୋଷଣା ବାଦ୍ ପଡିଲେ ହାର୍ଦିକ ଏବଂ ପୃଥୀ ଶ
ଇଂଲଣ୍ଡରେ ହେବାକୁ ଥିବା ୱାର୍ଲଡ୍ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି । ତେବେ ଏଥିରୁ ଭାରତୀୟ ଷ୍ଟାର ଅଲ-ରାଉଣ୍ଡର ହାର୍ଦକ ପାଣ୍ଡ୍ୟ ବାଦ୍ ପଡିଛନ୍ତି,
କମଳା ହ୍ୟାରିସ୍ କହିଛନ୍ତି : ଭାରତରେ କରୋନାର ସ୍ଥିତି ଗମ୍ଭୀର, ଅଧିକ ସହଯୋଗ କରିବ ଆମେରିକା
ଭାରତରେ କରୋନା ଗମ୍ଭୀର ସ୍ଥିତିରେ ପହଂଚିଛି । ଏଭଳି ସଂକଟ ସମୟରେ ଭାରତକୁ ଆମେରିକା ଅଧିକ ସହାୟତା ପ୍ରଦାନ କରିବ ।
ବ୍ରିଟେନ୍ରୁ ଭାରତ ଆସୁଛି ୩ ଅକ୍ସିଜେନ ଜେନେରେଟର, ୧୦୦ ଭେଣ୍ଟିଲେଟର-
କରୋନା ଭାଇରସ ମହାମାରୀ ସହିତ ସମଗ୍ର ବିଶ୍ୱ ଲଢ଼େଇ ଜାରି ରଖିଛି । ଭାରତକୁ ବିକଶିତ ରାଷ୍ଟ୍ର ଗୁଡ଼ିକ ସହାୟତାର ହାତ ବଢ଼ାଇଛନ୍ତି ।
ସର୍ପଦଂଶନରେ ଭାଇଭଉଣୀଙ୍କ ମୃତ୍ୟୁ
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଘରେ ଶୋଇଥିବା ସମୟରେ ସର୍ପଦଂଶନରେ ଭାଇଭଉଣୀଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି

