ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଦୁଇଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କର୍ତ୍ତୃପକ୍ଷ ଅଣ୍ଡର ଗ୍ରାଜୁଏଟ୍ (ୟୁଜି) ଏବଂ ପୋଷ୍ଟ ଗ୍ରାଜୁଏଟ୍ (ପିଜି) ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ପରୀକ୍ଷା କଣ୍ଟ୍ରୋଲର ତ୍ରିଲୋଚନ
Category: Entertainment
ରାଉରକେଲା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ୫ କୋଟି ୨୭ଲକ୍ଷରେ ବିକ୍ରି ପାଇଁ କମିଟିର ନିଷ୍ପତ୍ତି
ବିକ୍ରି ହେବାକୁ ଯାଉଛି ରାଉରକେଲା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି । କର୍ମଚାରୀ ମାନଙ୍କର ବାକିଥିବା ଦରମା ,ସଠିକ୍ ଭାବେ ପରୀକ୍ଷା ପରିଚାଳନର ଦାୟିତ୍ୱ ଏପରି ବିଭିନ୍ନ ଅସୁବିଧାରେ ଛନ୍ଦି ହୋଇଥିବା ଏହି ଶିକ୍ଷାନୁଷ୍ଠାନକୁ ବ୍ରିକ୍ରି
ଆଜିଠାରୁ ନବରଙ୍ଗପୁରରେ ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା କଲା ଜିଲ୍ଲା ପ୍ରଶାସନ
ନବରଙ୍ଗପୁର ଜିଲ୍ଲାରେ କରୋନା ବିସ୍ତାରକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ କରାଯିବ। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ଜିଲ୍ଲା
ଜେଇଇ ମେନର ପରୀକ୍ଷାଫଳ, ଓଡିଶାରୁ ଦେବାଶିଷ ପଣ୍ଡା ଟପ୍ପର
JEE ମେନ୍ ର ପରୀକ୍ଷାଫଳ,୧୩ ଛାତ୍ରଛାତ୍ରୀ ରଖିଛନ୍ତି ଶତ ପ୍ରତିଶତ ନମ୍ୱର, ଦେବାଶିଷ ପଣ୍ଡା ଓଡ଼ିଶା ଟପ୍ପର ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପରିଚାଳିତ ଜେଇଇ ମେନ-୨୦୨୧ ମାର୍ଚ୍ଚ ସେସନର ଫଳାଫଳ ଘୋଷଣା ହୋଇଛି
୫ମ ଶ୍ରେଣୀର ଛାତ୍ରୀ ଆଦ୍ୟାଜ୍ୟୋତି ଦାସ ,୧ ମିନିଟରେ ୧୭ଟି ଶ୍ଲୋକ ଗାଇ ଇଣ୍ଡିଆ ବୁକ ଅପଂ ରେକର୍ଡ ସୃଷ୍ଟି କଲେ
୧ ମିନିଟରେ ୧୭ଟି ଶ୍ଲୋକ ଗାଇ ଇଣ୍ଡିଆ ବୁକ ଅପଂ ରେକର୍ଡ ସୃଷ୍ଟି କରିଛନ୍ତି ଯାଜପୁର ବିବିସରାଇ ଅଂଚଳର ୫ମ ଶ୍ରେଣୀର ଛାତ୍ରୀ ଆଦ୍ୟାଜ୍ୟୋତି ଦାସ । ସାଇ ଆଦ୍ୟାଜ୍ୟୋତି ପିଲାଦିନରୁ ନିଜ ଜେଜେ
ରାଜଧାନୀରୁ ଯୁବବଙ୍କ ମୃତ ଦେହ ଉଦ୍ଧାର
କଟକରୁ ନିଖୋଜ ଥିଲେ ଯୁବକ । ଭୁବନେଶ୍ୱରରୁ ମିଳିଲା ମୃତଦେହ । କଟକରୁ ନିଖୋଜ ଯୁବକଙ୍କ ମରଶରୀର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଅଞ୍ଚଳରୁ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ଅଭିଷେକ
ଧାନବସ୍ତା ରଖି ଖୋର୍ଦ୍ଧା-କଣ୍ଟିଲୋ ମୁଖ୍ୟ ରାସ୍ତା ଅବରୋଧ କଲେ ଶତାଧିକ ଚାଷୀ
ମଣ୍ଡି ଅବ୍ୟବସ୍ଥା ଓ ଧାନକିଣା ସମସ୍ୟା । ମଣ୍ଡିରେ ଅନିୟମିତତା ପ୍ରତିବାଦରେ ତାତିଲେ ଚାଷୀ । ଶହ ଶହ ବସ୍ତା ଧାନ ଧରି ଶତାଧିକ ଚାଷୀଙ୍କ ଖୋର୍ଦ୍ଧା-କଣ୍ଟିଲୋ ମୁଖ୍ୟ ରାସ୍ତା ଅବରୋଧ । କଢ଼ାମଲ ପୁଇଁଚା ମଣ୍ଡିରେ ଅନିୟମିତତା
ମାଷ୍ଟରମାଇଣ୍ଡ ସମେତ ୫ଜଣଙ୍କୁ ଗିରଫ କଲା ପୋଲିସର ଏକ ସ୍ବତନ୍ତ୍ର ଟିମ୍ , ୨୧ଲକ୍ଷ ଲୁଟ୍ ଘଟଣାର ପର୍ଦ୍ଦାଫାଶ;
ଗତ ୧୭ ତାରିଖରେ ବନ୍ଧୁକ ମୁନରେ ହୋଇଥିବା ୨୧ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ସୁବର୍ଣ୍ଣପୁର ପୋଲିସ । ଏହି ଘଟଣାରେ ମାଷ୍ଟରମାଇଣ୍ଡ ରାଇଟର ସେଫ୍ଗାର୍ଡ ଏଜେନ୍ସିର ଏଟିଏମ୍ ଅଫିସର ସୁନୀଲ କୁମାର
ଦୁଇ ଶ୍ରମିକ ଶୋଇଥିବା ସମୟରେ ଦଳିଦେଲା ଦନ୍ତା,ଘଟଣାସ୍ଥଳରେ ଦୁଇ ଶ୍ରମିକଙ୍କ ମୃତ୍ୟୁ
ଦୁଇ ଶ୍ରମିକ ଶୋଇଥିବା ଅବସ୍ଥାରେ ଦଳି ଦେଲା ଦନ୍ତା ହାତୀ । ଘଟଣାସ୍ଥଳରେ ସେମାନଙ୍କ ମୃତ ହୋଇଥିବା ସୁଚନା ମିଳିଛି । ଏଭଳି ଘଟଣା ଘଟିଛି ସଦର ଫରେଷ୍ଟ ରେଞ୍ଜ କୁଡେରନିଶା ଗାଁରେ ।
ମାର୍ଚ୍ଚ 30ରୁ ଗଡିବ ପାସେଞ୍ଜର ଟ୍ରେନ
କରୋନା କଟକଣା ମଧ୍ୟରେ ରାଜ୍ୟରେ ମାର୍ଚ୍ଚ 30ରୁ ଗଡିବ ପାସେଞ୍ଜର ଟ୍ରେନ । ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କେନ୍ଦୁଝର-ଭୁବନେଶ୍ୱର ଓ ପୁରୀ-ଅନୁଗୁଳ-ପୁରୀ ମଧ୍ୟରେ ମେମୁ ଟ୍ରେନ ଚଳାଚଳ କରିବ । ଏଥିସହ ପୁରୀ-ହାଟିଆ,