୧ ମିନିଟରେ ୧୭ଟି ଶ୍ଲୋକ ଗାଇ ଇଣ୍ଡିଆ ବୁକ ଅପଂ ରେକର୍ଡ ସୃଷ୍ଟି କରିଛନ୍ତି ଯାଜପୁର ବିବିସରାଇ ଅଂଚଳର ୫ମ ଶ୍ରେଣୀର ଛାତ୍ରୀ ଆଦ୍ୟାଜ୍ୟୋତି ଦାସ । ସାଇ ଆଦ୍ୟାଜ୍ୟୋତି ପିଲାଦିନରୁ ନିଜ ଜେଜେ
Category: Entertainment
ରାଜଧାନୀରୁ ଯୁବବଙ୍କ ମୃତ ଦେହ ଉଦ୍ଧାର
କଟକରୁ ନିଖୋଜ ଥିଲେ ଯୁବକ । ଭୁବନେଶ୍ୱରରୁ ମିଳିଲା ମୃତଦେହ । କଟକରୁ ନିଖୋଜ ଯୁବକଙ୍କ ମରଶରୀର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଅଞ୍ଚଳରୁ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ଅଭିଷେକ
ଧାନବସ୍ତା ରଖି ଖୋର୍ଦ୍ଧା-କଣ୍ଟିଲୋ ମୁଖ୍ୟ ରାସ୍ତା ଅବରୋଧ କଲେ ଶତାଧିକ ଚାଷୀ
ମଣ୍ଡି ଅବ୍ୟବସ୍ଥା ଓ ଧାନକିଣା ସମସ୍ୟା । ମଣ୍ଡିରେ ଅନିୟମିତତା ପ୍ରତିବାଦରେ ତାତିଲେ ଚାଷୀ । ଶହ ଶହ ବସ୍ତା ଧାନ ଧରି ଶତାଧିକ ଚାଷୀଙ୍କ ଖୋର୍ଦ୍ଧା-କଣ୍ଟିଲୋ ମୁଖ୍ୟ ରାସ୍ତା ଅବରୋଧ । କଢ଼ାମଲ ପୁଇଁଚା ମଣ୍ଡିରେ ଅନିୟମିତତା
ମାଷ୍ଟରମାଇଣ୍ଡ ସମେତ ୫ଜଣଙ୍କୁ ଗିରଫ କଲା ପୋଲିସର ଏକ ସ୍ବତନ୍ତ୍ର ଟିମ୍ , ୨୧ଲକ୍ଷ ଲୁଟ୍ ଘଟଣାର ପର୍ଦ୍ଦାଫାଶ;
ଗତ ୧୭ ତାରିଖରେ ବନ୍ଧୁକ ମୁନରେ ହୋଇଥିବା ୨୧ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ସୁବର୍ଣ୍ଣପୁର ପୋଲିସ । ଏହି ଘଟଣାରେ ମାଷ୍ଟରମାଇଣ୍ଡ ରାଇଟର ସେଫ୍ଗାର୍ଡ ଏଜେନ୍ସିର ଏଟିଏମ୍ ଅଫିସର ସୁନୀଲ କୁମାର
ଦୁଇ ଶ୍ରମିକ ଶୋଇଥିବା ସମୟରେ ଦଳିଦେଲା ଦନ୍ତା,ଘଟଣାସ୍ଥଳରେ ଦୁଇ ଶ୍ରମିକଙ୍କ ମୃତ୍ୟୁ
ଦୁଇ ଶ୍ରମିକ ଶୋଇଥିବା ଅବସ୍ଥାରେ ଦଳି ଦେଲା ଦନ୍ତା ହାତୀ । ଘଟଣାସ୍ଥଳରେ ସେମାନଙ୍କ ମୃତ ହୋଇଥିବା ସୁଚନା ମିଳିଛି । ଏଭଳି ଘଟଣା ଘଟିଛି ସଦର ଫରେଷ୍ଟ ରେଞ୍ଜ କୁଡେରନିଶା ଗାଁରେ ।
ମାର୍ଚ୍ଚ 30ରୁ ଗଡିବ ପାସେଞ୍ଜର ଟ୍ରେନ
କରୋନା କଟକଣା ମଧ୍ୟରେ ରାଜ୍ୟରେ ମାର୍ଚ୍ଚ 30ରୁ ଗଡିବ ପାସେଞ୍ଜର ଟ୍ରେନ । ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କେନ୍ଦୁଝର-ଭୁବନେଶ୍ୱର ଓ ପୁରୀ-ଅନୁଗୁଳ-ପୁରୀ ମଧ୍ୟରେ ମେମୁ ଟ୍ରେନ ଚଳାଚଳ କରିବ । ଏଥିସହ ପୁରୀ-ହାଟିଆ,
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ସେବା ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ
ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା ଲଗାଇଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ । ଦେଶରେ ବୃଦ୍ଧି ପାଉଛି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡିଜିସିଏ ପକ୍ଷରୁ
ଭାରତ-ଇଂଲଣ୍ଡ ଏକଦିବସୀୟ ସିରିଜ ; ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୬୬ ରନରେ ହରାଇଲା ଭାରତ
ପୁଣେରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚକୁ ୬୬ ରନରେ ଜିତିଲା ବିରାଟ ବାହିନୀ । ଶିଖର ଧାଓ୍ବନ ଓ କୃଣାଲ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ ପରେ ବୋଲରଙ୍କ
ଆଜିଠୁ ମାଲକାନଗିରି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ
ଆଜି ରାତିଠୁ ମାଲକାନଗିରି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ । ମାଲକାନଗିରି ଜିଲ୍ଲାରେ ମଧ୍ୟ ସଂକ୍ରମଣ ଭୟ ବଢିଛି । ଗଡ଼ ଯାତ୍ରା ଆରମ୍ଭ ହୋଇଥିବାରୁ ସତର୍କ ହୋଇଛି ଜିଲ୍ଲା ପ୍ରଶାସନ ।
ଆଜିଠୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ । ଟେଷ୍ଟ ସିରିଜକୁ ଭାରତ ୩-୧ରେ ଜିତିଥିବା ବେଳେ ଟି-୨୦ ସିରିଜକୁ ୩-୨ ରେ ଜିତିଛି ଭାରତ । ଉଭୟ ସିରିଜ ଜିତିବା ପରେ ଏବେ

