ବ୍ରହ୍ମପୁରରେ ଫେଲ ମାରିଲା ଡିଜିଟାଲ ଡୋର ନମ୍ବରିଂ ସିଷ୍ଟମ, କାର୍ଯ୍ୟ ଶୂନ

ପଦାରେ ପଡୁଛି ଗୋଟିଏ ପରେ ଗୋଟିଏ ଦୁର୍ନୀତି  । ରାଜସ୍ୱ ଟଙ୍କାକୁ ଅପବ୍ୟବହାର କରୁଛି ବ୍ରହ୍ମପୁର ମହାନଗର ନିଗମ । ନୂଆ ନୂଆ ଯୋଜନା କରି  ରାଜ୍ୟ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛି ବ୍ରହ୍ମପୁର ମହାନଗର

ରେଳ ଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର ଲିଙ୍ଗରାଜ ଟେମ୍ପଲ ରୋଡ୍ ଷ୍ଟେସନ୍ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ହେଉଛନ୍ତି ଭୀମଟାଙ୍ଗୀ ଅଂଚଳର ସୁବାସ ସାହୁ । ସେ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଋଷର ମସ୍କୋଠାରେ ଭାରତର ପ୍ରଥମ ଉର୍ଜା କାର୍ଯ୍ୟାଳୟ ଉଦ୍‌ଘାଟିତ

 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ କଳ୍ପନା ଓ ପ୍ରଚେଷ୍ଟାରେ ମସ୍କୋ ଠାରେ ଭାରତର ପ୍ରଥମ ଉର୍ଜା କାର୍ଯ୍ୟାଳୟ ଭାରତର ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ଏବଂ ଋଷର ଡେପୁଟି ଉର୍ଜା ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି

ଦିଲ୍ଲୀ: ଲକ୍‌ଡାଉନ୍ ସମୟରେ ପିସିଆର୍ ଭ୍ୟାନ୍‌ରେ ଜନ୍ମ କରିଥିଲେ ଶିଶୁ, ସମ୍ମାନିତ ହେବେ ଆଜି

ସମଗ୍ର ବିଶ୍ୱ ସମେତ ଭାରତରେ କରୋନା ଭାଇରସ ସଂକ୍ରମଣ ବ୍ୟାପିବା ପରେ ଜୀବନ ସଂଘର୍ଷର ସହିତ ବିତୁଛି । ମାତ୍ର କିଛି ମାସ ହେଲା ଦେଶରେ କରୋନାର ସ୍ଥିତି ସୁଧୁରିଛି । କିନ୍ତୁ ଗତ

ଫ୍ରାନ୍ସର କୋଟିପତି ଓଲିଭିୟର ଡସଲ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ, ରାଷ୍ଟ୍ରପତି ମାଇକ୍ରୋ ଜଣାଇଲେ ଶୋକ

ଫ୍ରାନ୍ସର କୋଟିପତି ଓଲିଭିୟର ଡସଲ୍ଟ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହାରିଛନ୍ତି । ଡସଲ୍ଟଙ୍କ ମୃତ୍ୟୁରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାଇକ୍ରୋ ଶୋକ ଜଣାଇଛନ୍ତି । ସୂଚନାଯୋଗ୍ୟ, ଡସଲ୍ଟ ଫ୍ରାନ୍ସର ସାଂସଦ ମଧ୍ୟ ଥିଲେ

ପିସିସି ସଭାପତି ଆସନ୍ତା ୧୦ତାରିଖରେ ସ୍ଥିତି ପରଖିବାକୁ କୋଟିଆ ଯିବେ

ଆସନ୍ତା ୧୦ତାରିଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ଥିତି ପରଖିବାକୁ କୋଟିଆ ଯିବେ ବୋଲି ସୂଚନା ମିଳିଛି  । ପିସିସି ସଭାପତିଙ୍କ ସହ କଂଗ୍ରେସର କିଛି ବରିଷ୍ଠ ନେତାମାନେ ମଧ୍ୟ ଯାଇପାରନ୍ତି  । କୋଟିଆର

ସିଆରପିଏଫ ଛକରେ ଯୁବକଙ୍କୁ ହତ୍ୟା ଘଟଣାରେ 3ଟି ମାମଲା ରୁଜୁ କଲା ପୋଲିସ

ଭୁବନେଶ୍ୱରର ସିଆରପିଏଫ ଛକରେ ଯୁବକଙ୍କୁ କାର ଭିତରେ ହତ୍ୟା ଘଟଣାରେ 3ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ  । ସିଆରପି ହତ୍ୟା ଘଟଣା,ପିସିଆର ଭଙ୍ଗା ରୁଜା ଘଟଣା ଓ ଅଭିଯୁକ୍ତଙ୍କୁ

ନନ୍ଦୀଗ୍ରାମରୁ ଟିକେଟ ମିଳିବା ପରେ ଶୁଭେନ୍ଦୁ ଅଧିକାରୀଙ୍କ ହୁଙ୍କାର, କହିଲେ- ୫୦ ହଜାର ଭୋଟରେ ହାରିବେ ମମତା

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଭାରତୀୟ ଜନତା ପାର୍ଟି ନିଜର ପ୍ରଥମ ତାଲିକା ଜାରି କରିଦେଇଛି । ବିଜେପି ପ୍ରଥମ ୨ଟି ଦଫା ପାଇଁ ହେବାକୁ ଥିବା ମତଦାନ ଲାଗି ୫୭ ଜଣ ପ୍ରାର୍ଥୀଙ୍କ

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଶ୍ଚିମବଙ୍ଗ ଗସ୍ତ, କୋଲକାତାରେ କରିବେ ନିର୍ବାଚନୀ ରାଲି

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତା ଗସ୍ତ କରୁଛନ୍ତି । ସେ ଭାରତୀୟ ଜନତା ପାର୍ଟିର ବିଶାଳ ରାଲିକୁ ସମ୍ବୋଧିତ କରିବେ । ମୋଦୀଙ୍କ ରାଲି ପୂର୍ବରୁ

୧୬ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ୧୬ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର । ଓଡ଼ିଶା ଲୋକାୟୁକ୍ତଙ୍କ ୨୦୧୯ ରିପୋର୍ଟକୁ କ୍ୟାବିନେଟ ଅନୁମୋଦନ। ୮ଟି ଜିଲ୍ଲାରେ ୬୪ଟି ପ୍ରଶିକ୍ଷିତ ପୁନର୍ବାସ କର୍ମଚାରୀ ପଦବୀ