ଭଦ୍ରକ ପୌରପାଳିକା ପକ୍ଷରୁ ଆଜି ସ୍ୱଚ୍ଛ ସବାରୀର ଉଦ୍ଘାଟନ ହୋଇ ଯାଇଛି । ବ୍ୟାଟେରୀ ଚାଳିତ ଏହି ଗାଡିକୁ କିନ୍ନରମାନେ ଚଳାଇବେ । ସେମାନେ ଘରକୁ ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରିବେ
Category: Entertainment
୫୦ହଜାର ସୁରକ୍ଷାକର୍ମୀ ଦିଲ୍ଲୀ ସୀମାରେ ନିୟୋଜିତ
ଚାଷୀ ଆନ୍ଦୋଳନ ତୀବ୍ର ହେଉଛି । ନୂଆ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ କୃଷକଙ୍କ ଚକାଜାମ । ଦିନ ୧୨ଟାରୁ ଅପରାହ୍ଣ ୩ ଯାଏ ୩ ଘଣ୍ଟିଆ ଚକାଜାମ କରିବେ
ମୁଖ୍ୟମନ୍ତ୍ରୀ ଦୌଡରେ ଅଭିଷେକ ବଚ୍ଚନ !
ଅଭିଷେକ ବଚ୍ଚନ ପୂର୍ବ ଅପେକ୍ଷା ପ୍ରଫେସ୍ନାଲ ଲାଇଫରେ ସାମାନ୍ୟ ବ୍ୟସ୍ତ ରହିଛନ୍ତି । ସୁଜୋୟ ଘୋଷଙ୍କ ଏକ୍ସାଇଟିଂ ପ୍ରୋଜେକ୍ଟ ବବ୍ ବିଶ୍ୱାସକୁ ନେଇ ଅଭିଷେକ ବେଶ ଚର୍ଚ୍ଚାରେ ରହିଛନ୍ତି । ହେଲେ ଫେବ୍ରୁଆରୀ ୨୨ରୁ
ବିଜେପି ନେତା ରାମ କାଦମ ସୋନୁଙ୍କ ଆବେଦନ ପ୍ରତ୍ୟାହାରକୁ ନେଇ ପ୍ରତିକ୍ରିୟା ଦେଲେ
ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଅଭିନେତା ସୋନୁ ସୁଦଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି ଯିଏକି ମୁମ୍ବାଇର ତାଙ୍କ ଆବାସିକ ବିଲ୍ଡିଂରେ ବିଏମସି ନୋଟିସ ବିରୋଧରେ ତାଙ୍କ ମାମଲାକୁ ଖାରଜ କରିଛନ୍ତି। ପରେ ସୋନୁ ସୁଦ ସୁପ୍ରିମକୋର୍ଟରେ
ମାଓବାଦୀ ପୋତିଥିବା ଅସ୍ତ୍ରଶସ୍ତ୍ର କୋରାପୁଟ ସୁରେଶି ନିକଟରୁ ଜବତ ହୋଇଛି ।
ମାଓବାଦୀ ପୋତିଥିବା ଅସ୍ତ୍ରଶସ୍ତ୍ର କୋରାପୁଟ ସୁରେଶି ନିକଟରୁ ଜବତ ହୋଇଛି । ଡିଭିଏଫ ଏବଂ ବିଡିଡି ସ୍ବାଡ ନାରାୟଣପାଟଣା ଥାନା ଅଞ୍ଚଳରୁ ଏସବୁ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ
ଚେନ୍ନାଇ ଟେଷ୍ଟର ପ୍ରଥମ ଇଂନିସରେ ୬୦୦-୭୦୦ ରନ କରିବାର ଲକ୍ଷ୍ୟ ରଖିଛି ଇଂଲଣ୍ଡ
ଭାରତ-ଇଂଲଣ୍ଡ ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୨୬୩ ରନ ସ୍କୋର କରିଛି ଇଂଲଣ୍ଡ । ତେବେ ଏହି ପ୍ରଥମ ଇଂନିସରେ ଇଂଲଣ୍ଡ ୬୦୦ ରୁ
ଚର୍ଚ୍ଚାରେ ଭୁବନେଶ୍ୱର ର ଦୁଇ ଯାଆଁଳା ଭଉଣୀ ନିକିତା ଓ ନିଶିଥା ……
ଦେଶରେ 2030 ସୁଦ୍ଧା 206 ବିଲିୟନ ଡଲାର ମୁଲ୍ୟର ଦୁଇ ଓ ତିନିଚକିଆ ବୈଦ୍ୟୁତିକ ଗାଡି ବିକ୍ରିର ସମ୍ଭାବନା ଥିବା ବେଳେ 2030 ସୁଦ୍ଧା ବାର୍ଷିକ 158 GW ର ବ୍ୟାଟେରୀ ଚାହିଦା ସୃଷ୍ଟିର
ଦୀର୍ଘ ଦେଢ଼ ବର୍ଷ ପରେ ଜମ୍ମୁ କଶ୍ମୀରରେ ସ୍ୱଭାବିକ ହେଲା ୪ଜି ଇଣ୍ଟରନେଟ ସେବା
ଜମ୍ମୁ କଶ୍ମୀର ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି । ଦୀର୍ଘ ଦେଢ଼ ବର୍ଷ ପରେ ରାଜ୍ୟରେ ପୁଣି ଥରେ ୪-ଜି ମୋବାଇଲ ଇଣ୍ଟରନେଟ ସେବା ସ୍ୱଭାବିକ କରିଛି । ମୁଖ୍ୟ ସଚିବ (ବିଦ୍ୟୁତ ଓ
ଯୌନ ନିର୍ଯାତନା ଅଭିଯୋଗରେ ଅଲ ଓଡ଼ିଶା ଅର୍ଥୋପେଡିକାଲ୍ ଭିନ୍ନକ୍ଷମ କଲ୍ୟାଣ ସଂଘର ଦିବ୍ୟାଙ୍ଗ ତାଲିମ କେନ୍ଦ୍ରର ସେକ୍ରେଟାରୀ ଗିରଫ
– ରାଜଧାନୀ ପଳାଶପଲ୍ଲୀ ଅଞ୍ଚଳରେ ଥିବା ଦିବ୍ୟାଙ୍ଗ ତାଲିମ କେନ୍ଦ୍ରରେ ଯୌନ ନିର୍ଯାତନା ଅଭିଯୋଗରେ ପୋଲିସ ଶୁକ୍ରବାର ଅଲ ଓଡ଼ିଶା ଅର୍ଥୋପେଡିକାଲ୍ ଭିନ୍ନକ୍ଷମ କଲ୍ୟାଣ ସଂଘର ସେକ୍ରେଟାରୀ ତଥା ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କୁ
ମାତିଛନ୍ତି ସାଇବର ଠକ, କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ସାଇବର ଠକଙ୍କୁ ସୁହାଇଛି 2020 କରୋନା ଲକଡାଉନ
ମାତିଛନ୍ତି ସାଇବର ଠକ । ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି 2020 କରୋନା ଲକଡାଉନ ସାଇବର ଠକଙ୍କୁ ସୁହାଇଛି । ଅନେକ ବ୍ୟକ୍ତି ସାଇବର

