ଖବର ଆଜିର: ତାରିଖ ୧୪/୦୬/୨୩, ବୁଧବାର

୧-ଆଜି ପହିଲି ରଜ.. ଜମିଲାଣି ରଜ ଆସର, ଦୋଳି ଖେଳ ସହ ପୋଡ଼ ପିଠା, କାକରା ପିଠା, ଚକୁଳି ପିଠା ଓ ରଜପାନରେ ମହକୁଛି ଗାଁ ଠୁ ସହର। ୨-ସରକାରୀ କର୍ମଚାରୀଙ୍କୁ ରଜ ଭେଟି

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଘର ପାଖରେ ମିଳିବ ଭତ୍ତା

ମାସିକ ଭତ୍ତା ପାଇବା ପାଇଁ ଆଉ ବୃଦ୍ଧ/ବୃଦ୍ଧା କିମ୍ବା ଅସୁସ୍ଥ, ଦିବ୍ୟାଙ୍ଗ କଷ୍ଟ ଭୋଗିବେ ନାହିଁ। ଖରାତରାରେ ଚାଲି ଚାଲି ସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବାର ଆବଶ୍ୟକତା ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକ୍ରମେ

ପୁଅର ଠେଙ୍ଗା ମାଡ଼ରେ ବାପାଙ୍କ ମୃତ୍ୟୁ ମା’ ଆହତ

ପୁଅର ଠେଙ୍ଗା ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା’ ଆହତ ହୋଇଛନ୍ତି । ଏପରି ଅମାନୁଷିକ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଭାଲୁଗୁହା ଗାଁରେ । ସୂଚନା ମୁତାବକ ଗତକାଲି

ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଶେଷ ସମନ୍ୱୟ ବୈଠକ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୋଗଦେଇ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ। ଟାଉନ ହଲ୍‌‌ ପରିସରରେ ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ବୈଠକରେ

ରାଶିଫଳ : ୧୩-୦୬-୨୦୨୩ (ମଙ୍ଗଳବାର)

ମେଷ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇଁ ପରିଶ୍ରମ କରିବାକୁ ପଡ଼ିବ। ଧନଲାଭ ଯୋଗ ରହିଛି। ଜମିଜମା ମାମଲାରେ ଖୁସି ଖବର ପାଇବେ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ। ପତି-ପତ୍ନୀଙ୍କ ମଧ୍ୟରେ ସୁସମ୍ପର୍କ ରହିବ। ବୃଷ: ଆଜି ଭାଗ୍ୟ ଆପଣଙ୍କ

ବିଶ୍ବ ରେକର୍ଡ କଲା ରାଜସ୍ଥାନ : ୧୨ ଘଣ୍ଟା ଭିତରେ ୨୦୦୦ରୁ ଅଧିକ ବିବାହ

ରାଜସ୍ଥାନ ବିଶ୍ବ ରେକର୍ଡ କରିଛି। ୧୨ ଘଣ୍ଟା ଭିତରେ ୨୦୦୦ରୁ ଅଧିକ ବିବାହ କରି ଗିନିଜ ୱାର୍ଲ୍ଡ ରେକର୍ଡ (ଜିଡବ୍ଲ୍ୟୁଆର) ରେ ସ୍ଥାନ ପାଇଛି। ସୂଚନା ଅନୁଯାୟୀ ଗତ ୨୬ ତାରିଖରେ ବରାଁରେ ଏହି

ଖବର ଆଜିର : ତାରିଖ ୧୩/୦୬/୨୩, ମଙ୍ଗଳବାର

୧-ଭୁବନେଶ୍ୱର : ଯୁକ୍ତ ୩ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ,ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୨-ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ

ଡ୍ରାଇଭରଙ୍କ ପାଇଁ ବଡ଼ ଘୋଷଣା: ମୃତ୍ୟୁ ହେଲେ ମିଳିବ ୪ଲକ୍ଷ ଟଙ୍କା

ଡ୍ରାଇଭରଙ୍କ ପାଇଁ ବଡ଼ ଘୋଷଣା । କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନା ୨୦୨୩କୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଭଦ୍ରକରେ 5T ସଚିବ: ଭି.କେ. ପାଣ୍ଡିଆନ

 ଜିଲ୍ଲାର ରୂପାନ୍ତରଣ ପାଇଁ ପଡ଼ିଲା ମୂଳଭିତ୍ତି । ଭଦ୍ରକ ଦେଖିବ ବିକାଶର ନୂଆ ସକାଳ I ଦୁଇଦିନିଆ ଗସ୍ତରେ ସାମଗ୍ରିକ ବିକାଶ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି 5T ସଚିବ  । ଧାମରାର ବହୁପ୍ରତୀକ୍ଷିତ

ଖବର ଆଜିର : ତାରିଖ ୧୨/୦୬/୨୩, ସୋମବାର

୧-ଅସହ୍ୟ ତାତିରେ ଜଳୁଛି ଓଡ଼ିଶା; ଆହୁରି ୩ ଦିନ କରିବ କଲବଲ।୪୪ଂ ଉପରେ ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା ଓ ସୋନପୁର। ୨-ଆଜି ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ, ଓଡ଼ିଶାରେ କାର୍ଯ୍ୟାନୁଷ୍ଠାନ ପ୍ରଭାବ ହୀନ।

1 28 29 30 31 32 183