ରାଜଧାନୀ ଭୁବନେଶ୍ୱରରେ ବଢୁଛି ଡେଙ୍ଗୁ ଆତଙ୍କ, ଗୋଟିଏ ଦିନରେ ୫୦ ଆକ୍ରାନ୍ତ ଚିହ୍ନଟ-

କରୋନା ଆତଙ୍କ ଥମିନଥିବା ବେଳେ ଏବେ ରାଜଧାନୀ ବାସୀଙ୍କୁ ଡରାଇଛି ଡେଙ୍ଗୁ । ରାଜଧାନୀ ଭୁବନେଶ୍ୱରରେ ଏବେ ଏକ ପ୍ରକାର ଡେଙ୍ଗୁ ଆତଙ୍କ ଦେଖିବାକୁ ମିଳିଛି ।

ISS ସର୍ବ ଭାରତୀୟ ପରୀକ୍ଷାରେ ପ୍ରଭାତଙ୍କ ସଫଳତା

କଠିନ ପରିଶ୍ରମ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇ ଦେଇଥାଏ । ଛୋଟ ମଫସଲ ଗାଁରୁ ଯାଇ ସର୍ବ ଭାରତୀୟ ପରୀକ୍ଷାରେ ସଫଳତା ଅର୍ଜନ କରିବା ,ନିଶ୍ଚିତ ପକ୍ଷେ ଏକ ଗର୍ବ ଓ ଗୌରବର ବିଷୟ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସୂଚନା ଦେଲେ, ଦେଶରେ ୨୪ଟି ନକଲି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଓଡ଼ିଶାରେ ଦୁଇଟି

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ଦ୍ୱାରା ୨୪ ଟି ବିଶ୍ୱବିଦ୍ୟାଳୟକୁ ନକଲି ଘୋଷଣା କରାଯାଇଛି ।

ଦଶମ ବୋର୍ଡ ପରିକ୍ଷାରେ ୨୦ ଜଣ ରେଗୁଲାର ପରିକ୍ଷାର୍ଥିଙ୍କୁ ଏକ୍ସ-ରେଗୁଲାର କୋଶ୍ଚିନ୍ ଦିଆଯାଇଥିବା ଅଭିଯୋଗ-

ଚାଲିଥିବା ଅଫଲାଇନ୍ ଦଶମ ବୋର୍ଡ ପରିକ୍ଷାରେ ୨୦ ଜଣ ରେଗୁଲାର ପରିକ୍ଷାର୍ଥିଙ୍କୁ ଏକ୍ସ-ରେଗୁଲାର କୋଶ୍ଚିନ୍ ଦିଆଯାଇଥିବା ଅଭିଯୋଗ ହୋଇଛି ।

ପୋଲିସ ଆଗାରେ ଘରୋଇ ସୁରକ୍ଷା କର୍ମଚାରୀ ନିଜ ବନ୍ଧୁକରୁ ଗୁଳି ଚଳାଇ ନିଜକୁ ହତ୍ୟା କଲେ –

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଗଙ୍ଗା ନଗର ଅଞ୍ଚଳରେ ଜଣେ ସୁରକ୍ଷା କର୍ମୀ ନିଜ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ମଧ୍ୟପଦେଶ ସରକାରଙ୍କ ନିଷ୍ପତି: ଅବୈଦ୍ଧ କିମ୍ବା ଅପମିଶ୍ରିତ ମଦ ପିଇ କୌଣସି ବ୍ୟକ୍ତିଙ୍କ ଯଦି ମୃତ୍ୟୁ ହୁଏ ତେବେ ଦୋଷୀକୁ ଆଜୀବନ କାରାଦଣ୍ଡ ନହେଲେ ମୃତ୍ୟୁଦଣ୍ଡ –

ରାଜ୍ୟରେ ବିଶାକ୍ତ ବା ଅପମିଶ୍ରିତ ମଦ ପିଇ ଚାଲିଯାଉଛି ଲକ୍ଷାଧିକ ଲୋକଙ୍କ ଜୀବନ । ଯାହାଫଳରେ ଗୋଟିଏ ପରିବାରର ଭବିଷ୍ୟତ ବିନା ଦୋଷରେ ଅନ୍ଧକାର ହୋଇପଡ଼ୁଛି ।

ଗିରଫ ହେଲେ ରୋଜଭ୍ୟାଲି ଓଡ଼ିଶା ମୁଖ୍ୟ-

ଗିରଫ ହେଲେ ରୋଜଭ୍ୟାଲି ଓଡ଼ିଶା ମୁଖ୍ୟ। ଓଡ଼ିଶା ହେଡ୍‌ ବିକ୍ରମଜିତ୍ ଭୌମିକଙ୍କୁ କୋଲକାତାରୁ ଗିରଫ କରିଛି ଅର୍ଥନୈତିକ ଅପରାଧିକ ଶାଖା। ଗିରଫ ପରେ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରିଛି ଇଓଡବ୍ଲ୍ୟୁ।

ବହୁମୁଖୀ ଇନଡୋର ଷ୍ଟାଡିୟମ ସ୍ଥାନ ନିରୁପଣ ପାଇଁ ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ବୈଠକ, ସହରର ୩ଟି ସ୍ଥାନ ଚିହ୍ନଟ ଏବଂ ମାପଚୁପ ପରେ ହେବ କାର୍ଯ୍ୟାରମ୍ଭ

ରାୟଗଡ ଜିଲ୍ଳା ସଦର ମହକୁମାରେ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ନିମନ୍ତେ ଆଜି ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଳାସ୍ତରୀୟ କ୍ରୀଡା କମିଟିର ଅଧ୍ୟକ୍ଷ ତଥା ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନ ନିରୁପଣ କମିଟିକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଖଡ଼ିଆଳ ଡୁଆଝର ଅପନା ଢାବାରେ ଗୁଳିକାଣ୍ଡ, ଢାବା ମାଲିକାଣୀଙ୍କୁ ଦୃବୁତ୍ତ ଗୁଲିକରି ଘଟଣା ସ୍ଥଳରୁ ଫେରାର, ବାସନ୍ତୀ ମେହେର ଙ୍କ ମୃତ୍ୟୁ –

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମରେ ଆପନା ଢ଼ାବାରେ କାଲି ରାତି ୮.୪୫ରେ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି l

ଭୂତମୁଣ୍ଡାଇ ଉପକଣ୍ଠ ନିଳାଞ୍ଚଳ ବଜାର ୫ନଂ ଜାତୀୟ ରାଜପଥ (କ) ନିକଟରେ ସଡକ ଦୁର୍ଘଟଣାରେ ମୃତ ଶ୍ରମିକ ର ଶବ ରଖି ଧାରଣାରେ ଇଫକୋ ଶ୍ରମିକ-

ଆଜି ସକାଳ ସମୟରେ ଭୂତମୁଣ୍ଡାଇ ଉପକଣ୍ଠ ନିଳାଞ୍ଚଳ ବଜାର ୫ନଂ ଜାତୀୟ ରାଜପଥ (କ) ନିକଟରେ ସଡକ ଦୁର୍ଘଟଣାରେ ମୃତ ଶ୍ରମିକର ଶବ ରଖି ଧାରଣାରେ ବସିଛନ୍ତି ଇଫକୋ ରେଲୱେ ଅନଲୋଡିଂ ବ୍ୟାଗିଙ୍ଗ ଶ୍ରମିକ I

1 68 69 70 71 72 183