ଖବର ଆଜିର ତାରିଖ: ୦୨/୦୬/୨୩, ଶୁକ୍ରବାର

୧-ଜଳୁଛି ପଶ୍ଚିମ ଓଡ଼ିଶା, ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା। ୨-ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ୫-ଟି ସଚିବ,ଶୀଘ୍ର କାର୍ଯ୍ୟକ୍ଷମ ହେବ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ : ୮୫ ପ୍ରତିଶତ କାର୍ଯ୍ୟ

ଖବର ଆଜିର : ତାରିଖ ୦୧/୦୬/୨୩, ଗୁରୁବାର

୧-ଯୁକ୍ତ ଦୁଇ ବିଜ୍ଞାନରେ ପାସ୍‌‌ ହାର ୮୪.୯୩%, ବାଣିଜ୍ୟରେ ପାସ୍‌‌ ହାର ୮୧.୧୨%। ୨-ଭୁବନେଶ୍ୱର:ପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏଁ ପ୍ରଫେସର ଗଣେଶୀଲାଲ ଦାୟିତ୍ଵରେ ରହିବେ। ୩-ବିବାଦ ଓ ବିଭ୍ରାଟ ଭିତରେ ଆସିଲା ଯୁକ୍ତ ଦୁଇ

ଇଣ୍ଡୋନେସିଆର କଳିଙ୍ଗ ମହୋତ୍ସବରେ କଳା ପ୍ରଦର୍ଶନ କରିବେ ଛତ୍ରପୁରର ଗୁରୁ ଅଳକାସାହୁଙ୍କ ଟିମ

ଇଣ୍ଡୋନେସିଆ ବାଲି ରେ କଳିଙ୍ଗ ମହୋତ୍ସବ ଅନୁଷ୍ଠିତ ହେବ l ଏଥିରେ କଳା ଓ ସଂସ୍କୃତିର ସହର ଛତ୍ରପୁରର ଜୟ ଗଣେଷ କଳା ବିକାଶ କେନ୍ଦ୍ରର ଓଡିଶୀ ନୃତ୍ୟୁ ଗୁରୁ ଅଳକା ସାହୁଙ୍କ ଟିମ

୧୫ ବର୍ଷ ପରେ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ

ଆସନ୍ତା ବର୍ଷ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସିଆ କପ୍‌ରେ ଭାରତୀୟ ଦଳ ଅଂଶଗ୍ରହଣ କରିପାରେ। ଫଳରେ ୧୫ ବର୍ଷ ପରେ ଟିମ୍‌ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବା ନେଇ ଆଶା ଦେଖାଦେଇଛି। ଶେଷଥର

୨୭ ବର୍ଷ ପରେ ୟୁଏଇରେ ବାଦଲଫଟା ବର୍ଷା ବୁଡ଼ିଲା ଘରଦ୍ୱାର, ରାସ୍ତାରେ ଭାସୁଛି ଯାନବାହାନ

ୟୁଏଇର ପୂର୍ବ ଭାଗରେ ପ୍ରବଳ ବର୍ଷା ଯୋଗୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବନ୍ୟା କାରଣରୁ ଅନେକ ଘରଦ୍ୱାର ସମ୍ପୂର୍ଣ୍ଣ ଭାବେ ପାଣିରେ ବୁଡ଼ି ଯାଇଛି। କିଛି

ଜୋରଦାର ଭୂମିକମ୍ପ ଝଟକାରେ ଦୋହଲିଲା ଫିଲିପାଇନ୍ସ, ତୀବ୍ରତା ୭.୦

ଭୂମିକମ୍ପରେ ଥରିଲା ଫିଲିପାଇନ୍ସ । ଆଜି ସକାଳୁ ଫିଲିପାଇନ୍ସରେ ଭୂକମ୍ପର ତୀବ୍ର ଝଟକା ଆଜି ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ ଫିଲିପାଇନ୍ସର ଦକ୍ଷିଣ-ପୂର୍ବରେ ୧୪ କିଲୋମିଟର ଦୂରରେ ଥିବା ଡୋଲୋରେସରେ ସୃଷ୍ଟି ହୋଇଛି

ରୋମ୍‌‌ରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ରୋମରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଛନ୍ତି। ୟୁରୋପର ୧୨ଟି ଦେଶରେ ବସବାସ କରୁଥିବା ଏହି ପ୍ରବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସମେତ ତାଙ୍କ ବ୍ୟକ୍ତିଗତ ସଚିବ ଭି

ଦକ୍ଷିଣ ଆଫ୍ରିକା ବାରବାଟୀରେ ଭାରତ ବିପକ୍ଷରେ ୪ ୱିକେଟରେ ମ୍ୟାଚ୍ ଜିତିଲା

ଟି-୨୦ ଶୃଙ୍ଖଳାର ୨ୟ ମ୍ୟାଚରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ମ୍ୟାଚ ଜିତିଛି । କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜଣ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା

ହକୀ ତାରକାଙ୍କୁ ସମ୍ବର୍ଦ୍ଧନା କଲେ ମଖ୍ୟମନ୍ତ୍ରୀ,ପୁରୁଷଙ୍କୁ ୨.୫ କୋଟି ସହିତ ଚାକିରି ଏବଂ ମହିଳାଙ୍କୁ ୫୦ ଲକ୍ଷ ପୁରସ୍କାର ପ୍ରଦାନ

ମୁଖ୍ୟମନ୍ତ୍ରୀ ଖେଳାଳି ମାନଙ୍କର ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ ଏବବଂ ଭବିଶ୍ୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯେଅଗାଇ ଦିଆଯିବ ବୋଲି ପ୍ରତିସୃତି ଦେଇଥିଲେ ।

ଇଂଲଣ୍ଡର ନଟିଂହାମ୍‌ସ୍ଥିତ ଟ୍ରେଣ୍ଟ ବ୍ରିଜ୍ ଷ୍ଟାଡିୟମରେ: ପ୍ରଥମ ପାଳିରେ ଭାରତ ୨୭୮ରେ ଅଲ୍‌ଆଉଟ, ୨ୟ ଇନିଂସରେ ଇଂଲଣ୍ଡର ସ୍କୋର ୨୫-୦

ଇଂଲଣ୍ଡ ପ୍ରଥମ ପାଳିରେ ୧୮୩ ରନ୍ କରିଥିଲା । ଭାରତ ପ୍ରଥମ ପାଳିରେ ୨୭୮ ରନ କରିପାରିଛି । ଆଜି ୪ର୍ଥ ଦିନରେ ମ୍ୟାଚ ଅପରାହ୍ନ ସାଢ଼େ ୩ଟାରେ ଆରମ୍ଭ ହେବ ।