ମମିତା ମୃତ୍ୟୁ ମାମଲା ହାଇକୋର୍ଟରେ ପହଁଞ୍ଚିଲା, ୫୦ ଲକ୍ଷ ଟଙ୍କI ପିଡିତାଙ୍କ ପରିବାରକୁ କ୍ଷତିପୁରଣ ସହ ସିବିଆଇ ତଦନ୍ତ ଦାବି-

ମମିତା ମୃତ୍ୟୁ ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ପହଁଞ୍ଚିଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି । ଏହି ଜନସ୍ୱାର୍ଥରେ ପିଡିତାଙ୍କ ପରିବାରକୁ ୫୦ ଲକ୍ଷ

ଲଡର୍ସରେ ଖେଳାଯିବାକୁ ଥିବା ୨ୟ ଟେଷ୍ଟ ମ୍ୟାଚ୍ ରେ ଇଂଲଣ୍ଡ ଟିମ୍‌ରେ ମୋଇନ ଅଲିଙ୍କ ସାମିଲ-

ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୧୨ ତାରିଖ ଠାରୁ ୨ୟ ଟେଷ୍ଟ ମ୍ୟାଚ ଖେଳାଯିବ । ଲଡର୍ସର ଐତିହାସିକ ପଡ଼ିଆରେ ଏହି ମୁକାବିଲା ହେବ ।

ଇଂଲଣ୍ଡର ନଟିଂହାମ୍‌ସ୍ଥିତ ଟ୍ରେଣ୍ଟ ବ୍ରିଜ୍ ଷ୍ଟାଡିୟମରେ: ପ୍ରଥମ ପାଳିରେ ଭାରତ ୨୭୮ରେ ଅଲ୍‌ଆଉଟ, ୨ୟ ଇନିଂସରେ ଇଂଲଣ୍ଡର ସ୍କୋର ୨୫-୦

ଇଂଲଣ୍ଡ ପ୍ରଥମ ପାଳିରେ ୧୮୩ ରନ୍ କରିଥିଲା । ଭାରତ ପ୍ରଥମ ପାଳିରେ ୨୭୮ ରନ କରିପାରିଛି । ଆଜି ୪ର୍ଥ ଦିନରେ ମ୍ୟାଚ ଅପରାହ୍ନ ସାଢ଼େ ୩ଟାରେ ଆରମ୍ଭ ହେବ ।

ମଧ୍ୟପଦେଶ ସରକାରଙ୍କ ନିଷ୍ପତି: ଅବୈଦ୍ଧ କିମ୍ବା ଅପମିଶ୍ରିତ ମଦ ପିଇ କୌଣସି ବ୍ୟକ୍ତିଙ୍କ ଯଦି ମୃତ୍ୟୁ ହୁଏ ତେବେ ଦୋଷୀକୁ ଆଜୀବନ କାରାଦଣ୍ଡ ନହେଲେ ମୃତ୍ୟୁଦଣ୍ଡ –

ରାଜ୍ୟରେ ବିଶାକ୍ତ ବା ଅପମିଶ୍ରିତ ମଦ ପିଇ ଚାଲିଯାଉଛି ଲକ୍ଷାଧିକ ଲୋକଙ୍କ ଜୀବନ । ଯାହାଫଳରେ ଗୋଟିଏ ପରିବାରର ଭବିଷ୍ୟତ ବିନା ଦୋଷରେ ଅନ୍ଧକାର ହୋଇପଡ଼ୁଛି ।

ଦୂତୀଙ୍କ ପରାଜୟକୁ ନେଇ ଭଉଣୀ ସରସ୍ୱତୀ ଆଣିଲେ ସଙ୍ଗୀନ ଅଭିଯୋଗ-

୧୦୦ ମିଟର ଦୌଡ ପରେ ଆଜି ୨୦୦ ମିଟର ଦୌଡରେ ବି ଓଡ଼ିଶାର ଦୌଡରାଣୀ ଦୂତୀଚାନ୍ଦ ପରାଜୟ କରିବା ପରେ ରାଜ୍ୟ ବାସୀଙ୍କ ସମେତ ଦେଶ ବାସୀଙ୍କୁ ବି ନିରାଶ କରିଛନ୍ତି ଦୂତୀ ।

ଅଲମ୍ପିକରେ ଖାତା ଖୋଲିଲା ଭାରତ, ମିରା ବାଇ ଚାନୁ ଭାରତ ପାଇଁ ଗର୍ବ ଆଣିଲେ-

୪୯ କେଜି ବର୍ଗର ରୌପ୍ୟ ପଦକ ଜିତିଲେ ଓ ଭାରତ ପାଇଁ ଗର୍ବ ଆଣିଲେ ମିରା ବାଇ ଚାନୁ । ଦୀର୍ଘ ୨୧ ବର୍ଷ ପରେ ଭାରତକୁ ପୁଣି ରୌପ୍ୟ ପଦକ ମିଳିଛି ।

ଟୋକିଓ ଅଲିମ୍ପିକ୍: ଭାରତୀୟ ପୁରୁଷ ହକି ଦଳ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି –

ଟୋକିଓ ଅଲିମ୍ପିକ୍‌ର ଦ୍ୱୀତିୟ ଦିନରେ ଭାରତୀୟ ପୁରୁଷ ହକି ଦଳ ନ୍ୟୁଜିଲ୍ୟାଣ୍ଡକୁ ୩-୨ ରେ ପରାସ୍ତ କରି ଏକ ସକାରାତ୍ମକ ଭାବନା ସହ ଅଲିମ୍ପିକ୍ ଅଭିଯାନ କରିଛି । ଭାରତ ଏହି ମ୍ୟାଚ୍‌ରୁ ତିନି ପଏଣ୍ଟ ପାଇଥିବା ବେଳେ ଏହା ଦଳକୁ ଆଗାମୀ ମ୍ୟାଚ୍‌ ପାଇଁ ପ୍ରେରଣା ଯୋଗାଇବ।

ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଟସ ଜିତି ନ୍ୟୁଜିଲ୍ୟାଣ୍ଡର ବୋଲିଂ କରିବାକୁ ନିଷ୍ପତ୍ତି-

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡର କ୍ୟାପଟେନ କେନ ୱିଲିୟମସନ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଅଗଣିତ ଭାରତୀୟଙ୍କ ହୃଦୟରେ ସ୍ଥାନ ପାଇଥିବା ମିଲ୍‌ଖା ସିଂହଙ୍କ ପରଲୋକ, ପ୍ରଧାନମନ୍ତ୍ରୀଙ୍କ ଶୋକ-

ଭାରତର ଜଣାଶୁଣା ଧାବକ ମିଲଖା ସିଂହ ଏକ ମାସ ପର୍ଯ୍ୟନ୍ତ କରୋନା ସଂକ୍ରମଣ ସହିତ ଲଢ଼େଇ ଜାରି ରଖିବା ପରେ ଶୁକ୍ରବାର ପରଲୋକ ହୋଇଯାଇଛି । ପଦ୍ମଶ୍ରୀ ମିଲଖା ସିଂହଙ୍କ ୯୧ ବର୍ଷ ବୟସରେ