ହକି ଇଣ୍ଡିଆ ଟୋକିଓ ଅଲିମ୍ପିକ୍ ପାଇଁ 16 ଜଣିଆ ପୁରୁଷ ଦଳ ଘୋଷଣା କଲେ

ଭାରତ ଶୁକ୍ରବାର ଦିନ ଟୋକିଓ ଗେମ୍ସ ପାଇଁ ଏହାର 16 ସଦସ୍ୟ ବିଶିଷ୍ଟ ପୁରୁଷ ହକି ଦଳରେ 10 ଟି ଅଲିମ୍ପିକ୍ ଡେବ୍ୟୁାଣ୍ଟ ନାମିତ କରିଛି।

ଭାରତର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଚୂଡାନ୍ତ 15 ଜଣିଆ ଦଳ ଘୋଷଣା-

ଜୁନ 18 ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସାଉଥମ୍ପଟନର ରୋଜ ବୋଲ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଭାରତ ମଙ୍ଗଳବାର ଦିନ 15 ଜଣିଆ ଦଳ ଘୋଷଣା କରିଛି।

(WTC) ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ଦଳ କୌଣସି ଚାପରେ ନାହିଁ- ବିରାଟ କୋହଲି

ବୁଧବାର ବିରାଟ କୋହଲି କହିଛନ୍ତି ଯେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲ ପାଇଁ ସାଉଥମ୍ପଟନରେ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ସମାନ ସ୍ଥିତିରେ ଅଛନ୍ତି।

କରୋନା ମହାମାରୀ ଯୋଗୁଁ ଏସିଆ କପ୍ ଟି-୨୦ ବାତିଲ୍‌-

ସଂକ୍ରମଣ ଯୋଗୁଁ ଚିକିତ୍ସା ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକ୍ରମ ବନ୍ଦ କରାଯାଉଛି । ଆଇପିଏଲ୍‌-୨୦୨୧ ଅଧାରୁ ସ୍ଥଗିତ କରି ଦିଆଯିବା ପରେ ଏବେ ଏସିଆ କପ୍ ଟି-୨୦କୁ ବାତିଲ କରିବାକୁ ପଡ଼ିଛି ।

ଦିଲ୍ଲୀ କ୍ୟପିଟାଲ୍ସ ୭ ୱିକେଟ୍ ରେ କୋଲକାତାକୁ ଚିତ୍ କଲା: ପୃଥିଶଙ୍କ ଧୁଆଁଧାର ଅର୍ଧଶତକ-

ଗତକାଲି ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ଚିତାକର୍ଶକ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସକୁ ୭ ୱିକେଟ୍ ଦିଲ୍ଲୀ କ୍ୟପିଟାଲ୍ସ ପରାସ୍ତା କରିଛି ।

ଚେନ୍ନାଇର ସାର୍ ଜାଡେଜାଙ୍କ ଝଡରେ ରୟାଲ ଚ୍ୟଲେଞ୍ଜର ବେହାଲ୍‌

ବ୍ୟଟିଙ୍ଗ୍‌, ବୋଲିଂ, ଫିଲ୍ଡିଂ ଏମିତି ଏଥିରୁ ତିନୋଟି ଯାକରେ ମାହିର ଭାରତୀୟ ଦଳର ଅଲ-ରାଉଣ୍ଡର ସାର୍ ରବିନ୍ଦ୍ର ଜାଡେଜା ।

ଆଇପିଏଲକୁ ଘାରି ପାରେ କରୋନା ଭୟ

ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୪ ସଂସ୍କରଣ । ବର୍ତ୍ତମାନ ଭାରତରେ କରୋନାର ଦ୍ୱିତୀୟ ଷ୍ଟ୍ରେନ ଦେଖିବାକୁ ମିଳିଛି । ପ୍ରତିଦିନ ଦେଶରୁ ୬୦୦୦୦ ରୁ ଉର୍ଦ୍ଧ କରୋନା ରୋଗୀ

କରୋନା ପଜିଟିଭ ଚିହ୍ନଟ ହେଲେ ଭାରତୀୟ ମହିଳା କ୍ରିକେଟର ହରମନପ୍ରୀତ କୌରରୋଡ

ୱାର୍ଲଡ ସିରିଜରେ ଅଂଶଗ୍ରହଣ କରିଥିବା ଚାରି କ୍ରିକେଟର ସଚିନ ତେନ୍ଦୁଲକର, ଇରଫାନ ପଠାନ, ୟୁସୁଫ ପଠାନ, ଏସ.ବଦ୍ରିନାଥଙ୍କ ପରେ ଏବେ ମହିଳା କ୍ରିକେଟର ହରମନପ୍ରୀତ କୌର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଭାରତୀୟ କ୍ରିକେଟ

ଇଂଲଣ୍ଡ ବିପକ୍ଷ ଏକଦିବସୀୟ ସିରିଜରୁ ଆହତ ସମସ୍ୟା ଯୋଗୁଁ ଶ୍ରେୟାସ ଆୟର ବାଦ

ଭାରତ – ଇଂଲଣ୍ଡ ସିରିଜର ପ୍ରଥମ ମ୍ୟାଚରେ ଫିଲଡିଂଗ କରୁଥିବା ବେଳେ ଶ୍ରେୟାସ ଆୟାର ଆହତ ହୋଇ ମ୍ୟାଚ ଶେଷ ପର୍ଯ୍ୟନ୍ତ ଆଉ ଫିଲଡିଂଗ କରି ପାରିନଥିଲେ । ତେବେ ଏହି ଆହତ ସମସ୍ୟା

ଭାରତ-ଇଂଲଣ୍ଡ ଏକଦିବସୀୟ ସିରିଜ ; ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୬୬ ରନରେ ହରାଇଲା ଭାରତ

ପୁଣେରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚକୁ ୬୬ ରନରେ ଜିତିଲା ବିରାଟ ବାହିନୀ । ଶିଖର ଧାଓ୍ବନ ଓ କୃଣାଲ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ ପରେ ବୋଲରଙ୍କ