କର୍ଣ୍ଣାଟକ ବ୍ୟାଟସମାନଙ୍କ ବିଜୟ – ହଜାରେ ଟ୍ରଫିର ଗୋଟିଏ ସିଜିନରେ ଅଧିକ ସ୍କୋର କରିବା ରେକର୍ଡକୁ ଭାଙ୍ଗିଛନ୍ତି ମୁମ୍ବାଇ ଓପନର ପୃଥ୍ୱୀ ଶ ଏବଂ କର୍ଣ୍ଣାଟକ ଓପନର ଦେବଦୂତ ପାଡିକଲ. ୨୦୧୮ ବିଜୟ- ହଜାରେ
Category: Sports
ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୧ର ପ୍ରଥମ ଦଳ ଭାବେ ଅଭ୍ୟାସ ଆରମ୍ଭ କଲେ-
ଆଇପିଏଲ ୨୦୨୧ ଏପ୍ରିଲ ୯ ତାରିଖରୁ ଆରମ୍ଭ ହୋଇ ମେ ୩୦ ଯାଏ ଅନୁଷ୍ଠିତ ହେବ. ଆଇପିଏଲ ନିଲାମ ପକ୍ରିୟା ଶେଷ ହେବାର କିଛି ଦିନ ପରେ ଚେନ୍ନାଇ ସୁପର କିଙ୍ଗସ ଦଳର ଅଧିନାୟକ
ଟି-୨୦ ଚ୍ୟାଲେଂଜ ପାଇଁ ବିରାଟ ପ୍ରସ୍ତୁତ
ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜ । ତେବେ ଟେଷ୍ଟ ସିରିଜ ବିଜୟ ପରେ ଏହି ଟି-୨୦ ପାଇଁ ନିଜେ ପ୍ରସ୍ତୁତ
ପ୍ରଥମ ବିଜୟଅଜିତ ଚାମ୍ପିଅନ୍ସ ଟ୍ରଫି ମାର୍ଚ୍ଚ ୧୨ରୁ ଆରମ୍ଭ ହେବ-
ଦିବଂଗତ ଓଡ଼ିଆ ସିନେ ତାରକା ବିଜୟ ମହାନ୍ତି ଓ ଅଜିତ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୁବନେଶ୍ୱର ବ୍ଲାଷ୍ଟର୍ସ ଆନୁକୂଲ୍ୟରେ ‘‘ବିଜୟଅଜିତ ଚାମ୍ପିଅନ୍ସ ଟ୍ରଫି’’ ନାମରେ ଏକ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତା ଆୟୋଜିତ ହେବ
କୋହଲି, ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପୃଥ୍ୱୀ ଶ’
ବିଜୟ ହଜାରେ ଟ୍ରଫିରେ ମଙ୍ଗଳବାର ମୁମ୍ବାଇ ଅଧିନାୟକ ପୃଥ୍ୱୀ ଶ’ଙ୍କ ବିସ୍ଫୋରକ ବ୍ୟାଟିଂ ଚାରିଆଡେ ଝଡ ସୃଷ୍ଟି କରିଛି । ରନ ଚେଜ୍ କରିବାରେ ସେ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହ କରିଛନ୍ତି ।
ରୋଡ ସେଫଟି ୱାର୍ଲଡ ସିରିଜ ୨୦୨୧:
ଆଜି ଇଂଲଣ୍ଡ ଲିଜେଣ୍ଡକୁ ଭେଟିବ ଭାରତୀୟ ଲିଜେଣ୍ଡରୋଡ଼ ସେଫଟି ୱାର୍ଲଡ ସିରିଜ ୨୦୨୧ ର ଆଜିର ମ୍ୟାଚରେ ଇଂଲଣ୍ଡ ଲିଜେଣ୍ଡକୁ ଭେଟିବେ ଭାରତୀୟ ଲିଜେଣ୍ଡ । ଏହି ମ୍ୟାଚ ରାୟପୁରର ସହିଦ ବୀର ନାରାୟଣ
ପିସିସି ସଭାପତି ଆସନ୍ତା ୧୦ତାରିଖରେ ସ୍ଥିତି ପରଖିବାକୁ କୋଟିଆ ଯିବେ
ଆସନ୍ତା ୧୦ତାରିଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ଥିତି ପରଖିବାକୁ କୋଟିଆ ଯିବେ ବୋଲି ସୂଚନା ମିଳିଛି । ପିସିସି ସଭାପତିଙ୍କ ସହ କଂଗ୍ରେସର କିଛି ବରିଷ୍ଠ ନେତାମାନେ ମଧ୍ୟ ଯାଇପାରନ୍ତି । କୋଟିଆର
ପଡ଼ିଆକୁ ଓହ୍ଲାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭିଡିଓ ହେଲା ଭାଇରାଲ
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପୁଣି ଥରେ କ୍ରିକେଟ ପଡ଼ିଆକୁ ଓହ୍ଲାଇଛନ୍ତି । ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ସଚିନ ପଡ଼ିଆରେ ବ୍ୟାଟିଂ କରୁଥିବା ବେଳେ ପ୍ରଶଂସକମାନେ ବହୁତ
ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ
ଅହମ୍ମଦାବାଦ: ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ ।
ଗୋଟିଏ ଓଭରରେ ୬ଟି ଛକା: ଯୁବରାଜଙ୍କ ରେକର୍ଡର ସମକକ୍ଷ ହେଲେ କିରଣ ପୋଲାର୍ଡ
ଓ୍ୱେଷ୍ଟଇଣ୍ଡିଜ କ୍ୟାପଟେନ୍ କିରଣ ପୋଲାର୍ଡଙ୍କ ଧମାଲ୍ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ବିସ୍ଫୋରକ ଇନିଂସ ଖେଳିଛନ୍ତି । ୬ଟି ବଲରେ ମାରିଛନ୍ତି ୬ଟି ଛକା । ଅର୍ଥାତ ଗୋଟିଏ ଓଭରରେ ପୋଲାର୍ଡଙ୍କ ବ୍ୟାଟରୁ

