ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ବାବଦରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ମମତା ଦିଦି ମୌଳିକ ଆଧାରକୁ ହତ୍ୟା କରିଛନ୍ତି
Category: National
ଆସାମ କଂଗ୍ରେସ ପ୍ରମୁଖ ବିଧାନସଭା ନିର୍ବାଚନ ହାରିବା ପରେ ପଦରୁ ଇସ୍ତଫା ଦେଲେ
ଆସାମ କଂଗ୍ରେସର ଅଧ୍ୟକ୍ଷ ରିପୁନ ବୋରା ରବିବାର ରାଜ୍ୟ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ଇସ୍ତଫା ଦେଇଛନ୍ତି
ପ୍ରାରମ୍ଭିକ ଟ୍ରେଣ୍ଟରେ ଡିଏମକେ ଓ ସହଯୋଗି ଆଗରେ, ଶାସକ ଏଆଇଡିଏମକେ ପଛରେ ପଡିଲା : ତାମିଲନାଡୁ ନିର୍ବାଚନ-
ତାମିଲନାଡୁ ସାଧାରଣ ନିର୍ବାଚନ ୨୦୨୧ ପ୍ରରମ୍ଭିକ ପର୍ଯ୍ୟାୟରେ ଡିଏମକେ ଓ ତାର ସହଯୋଗିମାନେ ଆଗରେେ ରହିଛନ୍ତି
ପଶ୍ଚିମବଙ୍ଗରେ ବାଜି କିଏ ମାରିବ ? ବିଜେପି 80 ଓ ଟିଏମସି 86 ଆସନରେ ଆଗୁଆ-
ପଶ୍ଚିମବଙ୍ଗରେ ଚାଲିଛି ଭୋଟ୍ କାଉଣ୍ଟ । କିଏ ଜିତିବ ତାହା ଧୀରେ ଧୀରେ ସାମ୍ନାକୁ ଆସୁଛି । ଯାହା କିଛି ସମୟ ପରେ ସ୍ପଷ୍ଟ ହୋଇଯିବ
ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ: ଆଜିଠୁ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଲାଗିବ କରୋନା ଟୀକା,
ଦେଶରେ କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ଆଜିଠୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବାକୁ ଯାଉଛି।
ଲୋକପ୍ରିୟ ନ୍ୟୁଜ ଆଙ୍କର ରୋହିତ ସରଦାନାଙ୍କ ଦେହାନ୍ତ-
ପୁଣି କରୋନା ଆଣିଲା ଦୁଃଖ । ଆଉ ଏ ଦୁନିଆରେ ନାହାଁନ୍ତି ଟେଲିଭିଜନ ଜଗତର ବଡ ସାମ୍ବାଦିକ ତଥା ପ୍ରସିଦ୍ଧ ନ୍ୟୁଜ ଆଙ୍କର ରୋହିତ ସରଦାନା
ମମତାଙ୍କ ଗଡ ଏକ୍ଜିଟ୍ ପୋଲରେ ସୁରକ୍ଷିତ, କେରଳରେ ବିଜୟନ୍ ତାମିଲନାଡୁରେ ହୋଇପାରେ ପରିବର୍ତନ
ଗତକାଲି ପଶ୍ଚିମବଙ୍ଗରେ ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ସରିବାପରେ ଜାତୀୟ ଗଣମାଧ୍ୟମରେ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏକ୍ଜିଟ୍ ପୋଲ ପ୍ରକାଶ ପାଇଛି । ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଆକଳନା ଅନୁଯାୟୀ ପଶ୍ଚିମବଙ୍ଗରେ ମମତାଙ୍କ
କରୋନାରେ ଜୀବନ ହରାଇଲେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟ କଂଗ୍ରେସର ବରିଷ୍ଠ ନେତା ଏକନାଥ ଗାଏକ୍ୱାଡ-
କରୋନାରେ ସଂକ୍ରମିତ ହୋଇ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ପରଲୋକ ଘଟିଛି । କିଛି ଦିନ ପୂର୍ବେ କଂଗ୍ରେସର ପୂର୍ବତନ ମହାରାଷ୍ଟ୍ର ମୁଖ୍ୟ ଏକନାଥ ଗାଏକ୍ୱାଡ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ ।
ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଫଳାଫଳର ଘୋଷଣା ଦିନ କିମ୍ବା ପରେ ବିଜୟ ଶୋଭାଯାତ୍ରା ମନା
ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ମେ 2ରେ ଆସିବ 5 ରାଜ୍ୟର ବିଧାନସଭା ନିର୍ବାଚନର ରେଜଲ୍ଟ । ଫଳାଫଳ ଘୋଷଣା ଦିନ କିମ୍ବା ପରେ ବିଜୟ ଶୋଭାଯାତ୍ରା ଉପରେ ଲାଗିଲା କଟକଣା
କୋଭାକ୍ସିନର ଦର ଧାର୍ଯ୍ୟ, ରାଜ୍ୟ ସରକାରଙ୍କୁ ଡୋଜ୍ ପିଛା ୬ ଶହ ଓ ଘରୋଇ ହସ୍ପିଟାଲକୁ ୧୨ ଶହ ଟଙ୍କା
ପୂର୍ବରୁ ସେରମ କୋଭିସିଲ୍ଡ ଭ୍ୟାକ୍ସିନର ଦର ଘୋଷଣା କରିଥିବା ବେଳେ ଆଜି ଭାରତ ବାୟୋଟେକ୍ ପକ୍ଷରୁ ଦେଶୀ ଟିକା କୋଭାକ୍ସିନର ଦର ଘୋଷଣା କରାଯାଇଛି ।

