ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମ ଓ ପଶ୍ଚିମବଙ୍ଗ ଗସ୍ତରେ ରହିବେ । ଏହି ଅବସରରେ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
Category: National
ଯୁବତୀଙ୍କୁ ଏସିଡ଼ ଆକ୍ରମଣ କଲା ଯୁବକ, ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି
ଉତ୍ତର ପ୍ରଦେଶର ହାପୁଡ଼ରେ ସର୍ବସାଧାରଣରେ ଯୁବତୀଙ୍କ ଶରୀର ଉପରେ ଏସିଡ଼ ଆକ୍ରମଣ ହୋଇଛି । ଏଠାରେ ଜଣେ ଯୁବକ ଘରେ କାମ କରୁଥିବା ଯୁବତୀଙ୍କ ଉପରେ କାନ୍ଥ ଉପରକୁ ଚଢ଼ି ଏସିଡ ଆକ୍ରମଣ କରି
ଏବେ ମଦ ପିଇ ଗାଡ଼ିରେ ବସିଲେ ଚାଲିବନି ଗାଡି-
ବିହାର ର ପୂର୍ଣ୍ଣିଆ ରେ ରହୁଥିବା ଐଶ୍ଵର୍ଯ୍ୟା ପ୍ରିୟା ନାମ୍ନୀ ଜଣେ ବିଟେକ ଛାତ୍ରୀ ଆଶ୍ଚର୍ଯ୍ୟ ଚକିତ କଲା ଭଳି ଏକ ଯନ୍ତ୍ର ଉଦ୍ଭାବନ କରିଛନ୍ତି । ଏହି ଯନ୍ତ୍ର ଟିର ନାଁ ଆଲକୋହଲ
ଆଜିଠୁ ରାଜଧାନୀରେ କଡାକଡି ହେବ କରୋନା କଟକଣା, ନିୟମ ନମାନିଲେ ଗଣିବାକୁ ପଡିବ ତଣ୍ଡ
ବିଦେଶୀ ଷ୍ଟ୍ରେନ୍ କୁ ନେଇ ବଢୁଛି ଭୟ । ଏନେଇ ଗତ କାଲି ବିଏମସି ପକ୍ଷରୁ ସ୍ୱତନ୍ତ୍ର ନିୟାବଳୀ ମଧ୍ୟ ପ୍ରସ୍ତୁତ କରାଯାଇଛି । ଯାହାକି ଆଜି ଠାରୁ କଡାକଡି ହେବ । ସମସ୍ତ କରୋନା କଟକଣାକୁ
ତୃତୀୟ ଦିନ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ,୧୧ଟା ୩୦ ଯାଏଁ ଗୃହ ମୁଲତବୀ
ବିଧାନସଭା ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ପରିଲକ୍ଷିତ ହୋଇଛି । ଗୃହକାର୍ଯ୍ୟ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଛି । ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଛନ୍ତି । ଚାଷୀଙ୍କ
ଆଜି ନୀତି ଆୟୋଗର ୬ଷ୍ଠ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗର ୬ଷ୍ଠ ବୈଠନକ ଆୟୋଜନ ହେବ । ଏହି ବୈଠକ ଭିଡିଓ ବାର୍ତ୍ତା ଜରିଆରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ
ନିଶା ମୁକ୍ତ ହେବ ରାଜ୍ୟର ସମସ୍ତ ଶିକ୍ଷାଅନୁଷ୍ଠାନ- ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ
ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ନିଶା ମୁକ୍ତ ହେବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଏନେଇ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ କଲେଜର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହ ବୈଠକ ଅନୁଷ୍ଠିତ
ମାଜିଷ୍ଟ୍ରେଟଙ୍କ ଦସ୍ତଖତ ଜାଲିଆତି କରିଥିବା ଅଭିଯୋଗରେ ବୁଗୁଡା ସବଇନ୍ସପେକ୍ଟର ଗିରଫ-
ଗଞ୍ଜାମ ଜିଲ୍ଲାର ଜଣେ ହତ୍ୟାକାରୀଙ୍କୁ ଜାମିନ ପ୍ରଦାନ ନିମନ୍ତେ ମାଜିଷ୍ଟ୍ରେଟଙ୍କ ଦସ୍ତଖତ ଜାଲିଆତି କରିଥିବା ଅଭିଯୋଗରେ ବୁଗୁଡା ପୋଲିସ ଜଣେ ସବ-ଇନ୍ସପେକ୍ଟରକୁ ଗିରଫ ହୋଇଛନ୍ତି । ବୁଗୁଡା ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ (ଜେଏମଏଫସି)
ରାଜ୍ୟରେ ଗୋଚାଲାଣ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
ବାଲେଶ୍ୱର ଜିଲ୍ଲା ବସ୍ତା ଥାନାରେ ଗୋଟିଏ ବସ ଦୁର୍ଘଟଣା ଘଟିବ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଆଜିର ଏହି ଦୁର୍ଘଟଣାରେ ପାଖାପାଖି ୨୫ରୁ ୩୦ ଗାଈ
ଆଜି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା , ଆସିଛନ୍ତି ଶହେରୁ ଅଧିକ ନାଗାସାଧୁ
ଆଜି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା । ବିଶ୍ୱଶାନ୍ତି ଓ ଜଗତ କଲ୍ୟାଣପାଇଁ କରାଯାଉଥିବା ଏହି କୁମ୍ଭ ମେଳାରେ କଟକଣା ଲାଗିଛି । ଯାହାଫଳରେ ଏଥର କେବଳ ପୁଜାର୍ଚ୍ଚନା କରାଯିବ

