ଖବର ଆଜିର:ତାରିଖ ୧୯/୦୬/୨୩, ସୋମବାର

୧-ଆଜିଠୁ ସ୍ନାତକ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୪ ଯାଏଁ ଚାଲିବ। ୨-JEE ADVANCED ଫଳ ପ୍ରକାଶିତ, ଶୀର୍ଷରେ ଭାଭିଲା ଚିଡଭିଲାସ୍ ରେଡ୍ଡୀ। ୩-ସାରା ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି; ୪୬ଂ ଛୁଇଁଲା

ଖବର ଆଜିର:ତାରିଖ ୧୮/୦୬/୨୩, ରବିବାର

ଖବର ଆଜିରତାରିଖ ୧୮/୦୬/୨୩, ରବିବାର ୧-୬୦୦ ଫୁଟକୁ ଖସିଲା ହୀରାକୁଦ ଜଳସ୍ତର, ମୈ।ସୁମୀ ବିଳମ୍ବିତ ହେଲେ ବଢ଼ିବ ସମସ୍ୟା। ୨-ଆଷାଢ଼ରେ ଖସୁଛି ନିଆଁ; ବର୍ଷା ବଦଳରେ ସାରା ରାଜ୍ୟରେ ପ୍ରବଳ ଗରମ।କିଏ କହୁଛି ଭାଜି

ଦେଶ ପାଇଁ ଗୌରବ ଆଣିଲେ ଆରାଧିତା ଆରାଭିଲି

ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଭାରତରେ INSEF ବିଜ୍ଞାନ ମେଳାରେ ଯୁକ୍ତରାଷ୍ଟ୍ରର ଆନ୍ତର୍ଜାତୀୟ ପ୍ରତିଭା ଅଲିମ୍ପିଆଡ୍ ପାଇଁ ଆରାଧିତା ଆରାଭିଲି ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା

ଖବର ଆଜିର: ତାରିଖ ୧୭/୦୬/୨୩, ଶନିବାର

୧-୧୯ ନୁହେଁ ୨୧ ତାରିଖରେ ଖୋଲିବ ସ୍କୁଲ । ଖରା ଛୁଟି ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ୨-ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା ରାସନ କାର୍ଡ-ଆଧାର ଲିଙ୍କ୍‌ ସମୟ ସୀମା।

ଖବର ଆଜିର: ତାରିଖ ୧୫/୦୬/୨୩, ଗୁରୁବାର

୧-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଜୋତ୍ସବ ପାଇଁ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୨-ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି,୪୦ ଡିଗ୍ରୀ ଉପରେ ୧୭ଟି ସ୍ଥାନ, ସୋନପୁରରେ ସର୍ବାଧିକ ୪୪.୧ ଡିଗ୍ରୀ। ୩-୧୦ ବର୍ଷରେ ଖର୍ଚ୍ଚ ହୋଇଛି ୨୦

ନିଟ-ୟୁଜି ୨୦୨୩ର ରେଜଲ୍ଟ ପ୍ରକାଶ

ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ-ୟୁଜି ୨୦୨୩ର ରେଜଲ୍ଟ ପ୍ରକାଶ ପାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପରୀକ୍ଷା ଫଳ ଜାରି କରିଛି ।ଏଥର ମୋଟ ୨୦ ଲକ୍ଷ ୩୮ ହଜାର ୫୯୬ ଜଣ

ଖବର ଆଜିର: ତାରିଖ ୧୪/୦୬/୨୩, ବୁଧବାର

୧-ଆଜି ପହିଲି ରଜ.. ଜମିଲାଣି ରଜ ଆସର, ଦୋଳି ଖେଳ ସହ ପୋଡ଼ ପିଠା, କାକରା ପିଠା, ଚକୁଳି ପିଠା ଓ ରଜପାନରେ ମହକୁଛି ଗାଁ ଠୁ ସହର। ୨-ସରକାରୀ କର୍ମଚାରୀଙ୍କୁ ରଜ ଭେଟି

ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଶେଷ ସମନ୍ୱୟ ବୈଠକ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୋଗଦେଇ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ। ଟାଉନ ହଲ୍‌‌ ପରିସରରେ ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ବୈଠକରେ

ଖବର ଆଜିର : ତାରିଖ ୧୨/୦୬/୨୩, ସୋମବାର

୧-ଅସହ୍ୟ ତାତିରେ ଜଳୁଛି ଓଡ଼ିଶା; ଆହୁରି ୩ ଦିନ କରିବ କଲବଲ।୪୪ଂ ଉପରେ ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା ଓ ସୋନପୁର। ୨-ଆଜି ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ, ଓଡ଼ିଶାରେ କାର୍ଯ୍ୟାନୁଷ୍ଠାନ ପ୍ରଭାବ ହୀନ।

ଖବର ଆଜିର : ତାରିଖ ୧୦/୦୬/୨୩, ଶନିବାର

୧-କଟକ:ବଦଳିଲେ ୨୧ ପୁଲିସ ଅଧିକାରୀ, ଏଥିରେ ଅଛନ୍ତି ୧୧ ଜଣ ଇନ୍ସପେକ୍ଟର,୭ ଜଣ ସବ ଇନସ୍ପେକ୍ଟର ଓ ୩ ଜଣ ସହକାରୀ ସବ୍ ଇନ୍ସପେକ୍ଟର। ୨-ଭୁବନେଶ୍ୱର:ବଦଳିଲା ମୋ ବସ୍ ଟିକେଟ୍ କାଟିବା ଢାଞ୍ଚା-ଏଣିକି ବାହାରେ

1 3 4 5 6 7 34