ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପାଳ ଗଦାରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକରିସ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାଳ ଗଦାରେ ନିଆଁ
Year: 2021
ଧାନ କିଣାରେ ଅନିୟମିତତା ଅଭିଯୋଗ, ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ବିଜେପିର ଗଣଧାରଣା
ଧାନ କିଣାରେ ଅନିୟମିତତା ଅଭିଯୋଗରେ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ବିଜେପିର ଗଣଧାରଣା। ଭଦ୍ରକ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀ ଏବଂ ଚାଷୀମାନେ ଧାରଣାରେ
ବିଭିନ୍ନ ସ୍ଥାନରେ ଚଢାଉ, ବିପୁଳ ପରିମାଣର ଦେଶୀ ମଦ ସହ ୩ ଗିରଫ
ମୋରଡ଼ା ୦୪।୦୨: ଅବକାରୀ ବିଭାଗର ଅତର୍କିତ ଚଢାଉ । ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଦେଶୀ ମଦ ସହ ଗୋଟିଏ ବାଇକ ଓ ସାଇକେଲ୍ ଜବତ କରିଛି । ଘଟଣାରେ ୩ଜଣଙ୍କୁ
ମିଆଁମାର ପ୍ରସଙ୍ଗରେ ମୁଣ୍ଡ ଖେଳାଇଲା ଡ୍ରାଗନ:କହିଲା-‘ସେନା କାର୍ଯ୍ୟାନୁଷ୍ଠାନ ଠିକ୍’
ସୂଚନାଯୋଗ୍ୟ ଯେ, ମିଆଁମାରରେ ସୋମବାର ଦିନ ସେନା ଆଙ୍ଗ୍ ମାନ ସୁ କି, ରାଷ୍ଟ୍ରପତି ବିନ୍ ମିଂଟ୍ ଏବଂ ଶାସନରେ ଥିବା ପାର୍ଟିର ଅନ୍ୟ ବରିଷ୍ଠ ନେତାଙ୍କୁ ଗିରଫ କରିଥିଲା । ଏହାପରେ ସେନା
କାର୍ଯ୍ୟାଳୟରେ ଦଉଡି ଲଗାଇ ଆତ୍ମହତ୍ୟା
କାର୍ଯ୍ୟରତ ମେଡିକାଲ କର୍ମଚାରୀଙ୍କ ଆତ୍ମହତ୍ୟା । ମୃତକ ଡମ୍ବରୁଧର ଦେହୁରୀ ଏବଂ ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡିଛି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା
ବିଦେଶୀ ପ୍ରୋପାଗଣ୍ଡା ବିରୋଧରେ ଏକାଠି ହେଲେ କ୍ରିକେଟର, ଏକତା ରଖିବାକୁ ଦେଲେ ପରାମର୍ଶ, ଟ୍ୱିଟରରେ ଟ୍ରେଣ୍ଡ୍ ହେଉଛି #Indiatogether
ନୂଆ କୃଷି ବିଲକୁ ବିରୋଧ କରୁଛି ବିଭିନ୍ନ କୃଷକ ସଙ୍ଗଠନ । ବୁଧବାର ଅନେକ ବିଦେଶୀ ସେଲିବ୍ରିଟି ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଟ୍ୱିଟ୍ କରିଥିଲେ ଯାହା ପରେ ବୈଦେଶିକ ମନ୍ତ୍ରାଳୟ ସେମାନଙ୍କୁ ଜବାବ ଦେବା ସହ
‘କୌଣସି ଶକ୍ତି ଭାରତର ଏକତା ଭାଙ୍ଗିପାରିବେନାହିଁ ‘
ଆମେରିକାର ଗାୟିକା ରିହାନା ଏବଂ ଅନ୍ୟ ସେଲିବ୍ରିଟିମାନଙ୍କ ଟିପ୍ପଣୀକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, କୌଣସି ବି ଅପପ୍ରଚାର ଭାରତର ଏକତାକୁ ଭାଙ୍ଗିପାରିବନାହିଁ । ଦେଶ ଲଗାତର
ହିମାଚଳରେ ଭୀଷଣ ତୁଷାରପାତ ଓ ବର୍ଷା
ଶିମଲା ଓ ମନାଲି ସମେତ ଉଚ୍ଚ ପାହାଡିଆ ଅଞ୍ଚଳରେ ଭୀଷଣ ତୁଷାରପାତ ହୋଇଛି । ଯାହାଫଳରେ ସୁବେରେ ୩ଟି ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇପଡିଛି। ଶିମଲା-ନାରକଣ୍ଡା-ରାମପୁର ରାଜପଥ ତୁଷାରପାତ ଯୋଗୁଁ ବନ୍ଦ ହୋଇଯାଇଛି।
କିଏ ଆଣି ପକାଇଛି କଟା ପାପୁଲି ?
ସୂଚନାନୁସାରେ, ଗୁରୁବାର ସକାଳେ ସିଂହାପୁର ପଞ୍ଚାୟତ ଅଧିନରେ ଥିବା ବ୍ରାହ୍ମଣବାଡ ଗାଁ ରାସ୍ତା କଡରେ ଏକ ମଣିଷ ପାପୁଲି ପଡିଥିଲା ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ସିଂହାପୁର ପଞ୍ଚାୟତର ଏକ ଗ୍ରାମରୁ ମଣିଷର କଟା ପାପୁଲି
ରେଳ ବଜେଟରେ ଓଡିଶାକୁ ୫୫୨୮ କୋଟି ଟଙ୍କା
୨୦୦୯-୧୪ ଭିତରେ ଓଡ଼ିଶାର ରେଳ ପ୍ରକଳ୍ପ ପାଇଁ ହାରାହାରି ୮୩୮ କୋଟି ଟଙ୍କା ମିଳିଥିବା ବେଳେ ୨୦୨୧-୨୨ରେ ଏହାର ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଯାଇଥିବା ରେଳମନ୍ତ୍ରୀ ପୀୟୂଷ ଗୋୟଲ ଦାବି କରିଛନ୍ତି ।

