ଏମ୍‌.କେ ଷ୍ଟାଲିନ୍‌ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଡିଏମ୍‌କେ ମୁଖ୍ୟ ଏମ୍‌.କେ ଷ୍ଟାଲିନ୍‌ ଶପଥ ଗ୍ରହଣ ​କରିଛନ୍ତି। କରୋନା କଟକଣା ମଧ୍ୟରେ ରାଜଭବନ ପରିସରରେ ଆୟୋଜିତ ସମାରୋହରେ ରାଜ୍ୟପାଳ ବନୱାରିଲାଲ ପୁରୋହିତ ତାଙ୍କୁ ପଦ ଓ ଗୋପନୀୟତର ଶପଥ ପାଠ କରାଇଛନ୍ତି।

କରୋନାରେ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ପ୍ରଦୀପ କିଶୋର ସାହୁଙ୍କ ଦେହାନ୍ତ

ଆଜି କରୋନାରେ ଆଉ ଜଣେ ସାମ୍ବାଦିକ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୈନିକ ଖବରକାଗଜ ସମ୍ବାଦର ଗଞ୍ଜାମ ଜିଲ୍ଲା ଖବରଦାତା ପ୍ରଦୀପ କିଶୋର ସାହୁ ବିୟୋଗ ଘଟିଛି

ନୂଆ ଗାଇଡଲାଇନ୍ ଦିଲ୍ଲୀରେ ଜାରି

ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ କେଜ୍ରିୱାଲ ସରକାର ଏବେ ନିଷ୍ପତ୍ତି ନେଇଛନ୍ତି ଯେ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଦିଲ୍ଲୀ ଆସିଲେ ୧୪ ଦିନିଆ ସଂଗରୋଧରେ ବାଧ୍ୟତାମୂଳକ ଭାବେ ରହିବାକୁ ହେବ । ଏଥି ପାଇଁ ସରକାର ସଂଗରୋଧ ସୁବିଧା ଚିହ୍ନଟ କରିଛନ୍ତି

୧୦ରୁ ୨୪ ଯାଏଁ ରାଜସ୍ଥାନରେ ଶକ୍ତ ‘ଲକ୍‌ଡାଉନ୍‌’ ନିଷ୍ପତ୍ତି, ବିବାହ କାର୍ଯ୍ୟକ୍ରମ ମନା

କରୋନା ସଂକଟ ଯୋଗୁଁ ରାଜସ୍ଥାନ ସରକାର ରାଜ୍ୟରେ ଆସନ୍ତା ୧୦ ତାରିଖ ଠାରୁ ଲକଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ କରୋନା ମହାମାରୀର ମୁକାବିଲା କରିବା ପାଇଁ ୩ଟି ଜିଲ୍ଲାକୁ ୭.୬୨ କୋଟି ଟଙ୍କା ମଞ୍ଜୁର କଲେ –

ଦିନକୁ ଦିନ ରାଜ୍ୟରେ ଅଣାୟତ ହେବାରେ ଲାଗିଛି କରୋନା ପରିସ୍ଥିତି । ତେବେ ଏହି କଠିନ ପରିସ୍ଥିତିର ମୁକାବିଲା କରିବା ପାଇଁ ତିନି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଅର୍ଥ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ସର୍ତକ କରାଇଲା, ମଣିଷ ପରେ ଏବେ ପଶୁପକ୍ଷୀଙ୍କ ପାଖରେ କରୋନା ଆଶଙ୍କା

ଅଭୟାରଣ୍ୟ ଜାତୀୟ ଉଦ୍ୟାନକୁ କରୋନା ପଶିବା ଆଶଙ୍କା ରହିଛି । ସଂକ୍ରମିତ ମନୁଷ୍ୟଙ୍କ ଠାରୁ କରୋନା ବ୍ୟାପିବା ଆଶଙ୍କା ରହିଛି

ସୁପ୍ରିମକୋର୍ଟ କରୋନାର ତୃତ୍ୱୀୟ ଲହର ସଂକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାରଙ୍କୁ କହିଲେ

ସମ୍ପୁର୍ଣ୍ଣ ଭାରତ କରୋନାର ଦ୍ୱିତ୍ୱୀୟ ଲହର ସହିତ ସସଗ୍ରାମ କରୁଥିବା ବେଳେ ଆଜି କରୋନାର ସାମ୍ଭାବ୍ୟ ତୃତ୍ୱୀୟ ଲହର ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତୁତ ରହିବାକୁ ଆଜି ସୁପ୍ରିମକୋର୍ଟ କହିଛନ୍ତି ।

1 52 53 54 55 56 128