ରାଜସ୍ଥାନର ଯୋଧପୁର ସେଣ୍ଟ୍ରାଲ ଜେଲରେ ବନ୍ଦ ଆସାରାମ ବାପୁଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଛି । ସ୍ୱାସ୍ଥ୍ୟରେ ଅବନତି ହେବାରୁ ତାଙ୍କୁ ଏମଜିଏଚ୍ କୋଭିଡ ସେଣ୍ଟରକୁ ପଠାଯାଇଛି
Year: 2021
କରୋନା ସମୟରେ – ଜିଲ୍ଲାପାଳଙ୍କ ବ୍ୟବହାରରେ ଅସହ୍ୟ ହୋଇ ଇସ୍ତଫା ଦେଲେ ସ୍ୱାସ୍ଥ୍ୟ ଅଧିକାରୀ-
ମଧ୍ୟପ୍ରଦେଶରେ କରୋନା ସଂକଟ ସମୟରେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଜଣେ ମହିଳା ଅଧିକାରୀ ଇସ୍ତଫା ଦେଇଛନ୍ତି ।
ତେଜିଲା ବିବାଦ: ବିଦେଶରୁ ଆସିଥିବା ୩୦୦୦ ଟନ୍ର ମେଡିକାଲ ସାମଗ୍ରୀ ବିତରଣକୁ ନେଇ..
ତେଜିଲା ବିବାଦ: ବିଦେଶରୁ ଆସିଥିବା ୩୦୦୦ ଟନ୍ର ମେଡିକାଲ ସାମଗ୍ରୀ ବିତରଣକୁ ନେଇ
୮୦ କୋଟି ଟଙ୍କାର ମଦ ଲକ୍ଡାଉନ୍ ପୂର୍ବରୁ ବିକ୍ରି ହେଲା
ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଭୟରେ ପୁଣି ଥରେ ଆମେ ଲକ୍ଡାଉନ୍ ଭଳି ସ୍ଥିତିର ସାମ୍ନା କରୁଛୁ । ଏଭଳି ପରିସ୍ଥିତିରେ କିନ୍ତୁ ଲୋକଙ୍କ ମଦ ପାଇଁ ପାଗଳାମି କମିନି
କ୍ରାଇମବ୍ରାଞ୍ଚ ଏସଟିଏଫ୍ ଆନ୍ତଃରାଜ୍ୟ ବନ୍ଧୁକ ବେପାର ରାକେଟର ପର୍ଦ୍ଦାଫାସ, ୨ ଗିରଫ ୫ ବନ୍ଧୁକ ଜବତ
ଦୀର୍ଘଦିନରୁ କରିଆସୁଥିବା ଆନ୍ତଃରାଜ୍ୟ ବନ୍ଧୁକ ବେପାରର ପର୍ଦ୍ଦାଫାସ ହୋଇଛି । ଯାହାଫଳରେ ଏହି କାମରେ ଲିପ୍ତ ଥିବା ୨ଜଣଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।
ମାଲକାନଗିରି ସୀମା ଦେଇ ପ୍ରବେଶ କରୁଥିବା ପ୍ରବାସୀଙ୍କୁ ଜଗିବେ ଶିକ୍ଷକ ଓ ଅଧ୍ୟାପକ
ସୀମା ଦେଇ ମାଲକାନଗିରିକୁ ଆସୁଥିବା ପ୍ରବାସୀଙ୍କୁ ଶିକ୍ଷକମାନେ ଚେକିଂ କରିବେ । ତେବେ କାର୍ଯ୍ୟରେ ଅବହେଳା କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି
ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ-
ପଶ୍ଚିମବଙ୍ଗର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ମମତା ବାନାର୍ଜୀ ଶପଥ ଗ୍ରହଣ କରିଛନ୍ତି । କୋଭିଡ କଟକଣା ଭିତରେ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ ସମାପ୍ତ ହୋଇଛି ।
ଜ୍ୟୋତିଷ ବିଚାର
ଅଦ୍ୟ ମଇ ମାସ ୦୫ ତାରିଖ ୨୦୨୧ ମସିହା(ବୁଧବାର)
ଆଇପିଏଲ୍ ସ୍ଥଗିତରେ ବିସିସିଆଇକୁ ଝଟକା!
କୋଭିଡ-୧୯ କାରଣରୁ ମଙ୍ଗଳବାର ଅନିଶ୍ଚିତକାଳ ସମୟ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)କୁ ସ୍ଥଗିତ କରି ଦିଆଯିବା ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)କୁ ପ୍ରସାରଣ ଓ ପ୍ରାୟୋଜକ ରାଶିରେ ୨୦୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇପାରେ
ଦିବଙ୍ଗତ ଯଶସ୍ବୀ ସାହିତ୍ୟିକ ମନୋଜ ଦାସଙ୍କୁ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ଘୋଷଣା
ଦିବଙ୍ଗତ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ରାଜ୍ୟସରକାର ଘୋଷଣା କରିଛନ୍ତି।

