ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର କରାଯିବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି ।କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ କହିଛନ୍ତି- ପୁରୀ
Month: February 2021
୪ ବର୍ଷ ପରେ ତାମିଲନାଡୁ ଫେରିଲେ ଶଶିକଳା
୬୬.୬୫ କୋଟି ଟଙ୍କାର ଅନୁପଯୁକ୍ତ ସମ୍ପତ୍ତି ମାମଲାରେ ବେଙ୍ଗାଲୁରୁରେ ଚାରି ବର୍ଷ ଜେଲ ଦଣ୍ଡ ସମାପ୍ତ ହେବାର କିଛି ଦିନ ପରେ ଆଜି ତାମିଲନାଡୁର ଏକ ବିଶାଳ ସମାବେଶକୁ ଫେରିଛନ୍ତି ଭି.କେ ଶଶିକଳା ।
କଫସିରଫ ଚୋରା କାରବାର କୁ ପଣ୍ଡ କଲା ଅନୁଗୋଳ ପୋଲିସ୍. ୨ ଗିରଫ
ରାଜ୍ୟରେ ଗଞ୍ଜେଇ, ଧଳାଜହର ଭଳି ନିଶା ଦ୍ରବ୍ୟର ଚୋରା କାରବାର ବୃଦ୍ଧି ପାଇଥିବା ବେଳେ କଫସିରଫକୁ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା ଚାଲାଣ କରାଯାଉଛି । ଏଥିପାଇଁ ସ୍ୱତନ୍ତ୍ର ର୍ୟାକେଟ୍ କାମ
ଚାଷୀଙ୍କୁ ବୁଝାଇ ଦେଶକୁ ଆଗକୁ ନେବାକୁ ହେବ : ମୋଦି
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାକୁ ସମ୍ବୋଧନ କରିଛନ୍ତି । ରାଷ୍ଟପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ଭାଷଣ ରଖିବା ସହିତ କୃଷି ବିଲ୍ ଓ ବିରୋଧିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଚଳନ୍ତା କାର୍ ଜଳିଗଲା , ଗୋଟିଏ ପରିବାରର ୬ ସଦସ୍ୟ ଅଳ୍ପକେ ବର୍ତ୍ତିଗଲେ :
କଟକ ଜିଲ୍ଲା ମାହାଙ୍ଗା ଥାନା ଜଇପୁର-ଦୋବନ୍ଦିଆ ରାସ୍ତାରେ ହଠାତ ଚଳନ୍ତା ଗାଡ଼ିରେ ନିଆଁ ଲାଗିଯାଇଛି । ନିଆଁ ଲାଗିଯିବାର ଦେଖି ସ୍ଥାନୀୟ ଅଚଂଳର ଲୋକମାନେ ପାଟି କରିବାରୁ ହଠାତ୍ ଗାଡ଼ିଚାଳକ ଜଣକ ଓହ୍ଲାଇ ଆସିବା
ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ:
କରୋନା ମହାମାରୀ ପରେ ପ୍ରଥମ ଥର ପାଇଁ ପୁରୀ ଶ୍ରୀମନ୍ଦିର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନବୀନ ପଟ୍ଟନାୟକ ଟ୍ବିଟ୍ କରି କହିଛନ୍ତି, ‘
ଝରାଫୁଲ ଡେଥ୍ ମିଷ୍ଟ୍ରି : ଆଜି ଭିସେରା ରିପୋର୍ଟ ଖୋଲିପାରେ ରହସ୍ୟ:
ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରୁ ଉଠୁନି ପରଦା । ବଢୁଛି ସସପେନ୍ସ । ଝରାଫୁଲ ମୃତ୍ୟୁ ଘଟଣାକୁ ପ୍ରାୟ 12 ଦିନ ବିତିଯାଇଛି । ତେବେ ଏତେ ଦିନ ଭିତରେ
ଗୋଟିଏ ବାଘ ଛାଲ ଓ ୨ଟି ହାତୀଦାନ୍ତ ଜବତ, ୩ ଜଣ ଗିରଫ
ରାଜ୍ୟରେ ଦିନକୁ ଦିନ ଅପରାଧ ବଢୁଥିବା ବେଳେ ଜଙ୍ଗଲର ପଶୁ ,ପକ୍ଷୀଙ୍କ ଉପରେ ପଡ଼ୁଛି ଜଙ୍ଗଲ ମାପିଆ ମାନଙ୍କ ନଜର । ଆଜି ବାଘ ଛାଲ ଓ ହାତୀ ଦାନ୍ତ ବିକ୍ରି ପାଇଁ ଡ଼ିଲ୍
ଟେଷ୍ଟ କ୍ରିକେଟରେ ୱେଷ୍ଟଇଣ୍ଡିଜର ବିସ୍ଫୋରଣ, ଏସିଆରେ ବଡ଼ ଟାର୍ଗେଟ କଲା ପୂରଣ:
ବାଂଲାଦେଶ ବିପକ୍ଷରେ ୱେଷ୍ଟଇଣ୍ଡିଜ ୨ଟି ଟେଷ୍ଟମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ପ୍ରଥମ ମ୍ୟାଚ ଜିତି ଇତିହାସ ରଚିଛି । ବାଂଲାଦେଶର ଚଟଗାଁରେ ଖେଳାଯାଇଥିବା ଏହି ମ୍ୟାଚରେ ୩୯୫ ରନର ବିଜୟ ଲକ୍ଷ୍ୟ ହାସଲ କରିବା ସହିତ
ଟ୍ରେନ୍ ଧକ୍କାରେ ଦୁଇ ମାଈ ହାତୀଙ୍କ ମୃତ୍ୟୁ ଘଟଣା: ଫରେଷ୍ଟର ଓ ବନରକ୍ଷୀ ନିଲମ୍ବିତ:
ଟ୍ରେନ ଧକ୍କାରେ ଦୁଇ ମାଈ ହାତୀଙ୍କ ମୃତ୍ୟୁ ଘଟଣାରେ ବିଶ୍ରା ରେଞ୍ଜର ଫରେଷ୍ଟର ରାଧା ଗୋବିନ୍ଦ ବହିଦାର ଓ ବନରକ୍ଷୀ ମହାଦେବ ଭୋଇଙ୍କୁ ନିଲମ୍ବିତ କରିଛନ୍ତି ରାଉରକେଲା ବନଖଣ୍ଡ ଅଧିକାରୀ ସଞ୍ଜୟ ସ୍ୱାଇଁ ।

