ଯାଜପୁର ଜିଲ୍ଲା ଦର୍ପଣ ତହସିଲ୍ ଅନ୍ତର୍ଗତ ସମିଆଁ ରାଜସ୍ବ ସର୍କଲ ଅଧୀନ ବାଉଁଶମୂଳି ମୌଜାରେ ବେଆଇନ ଭାବେ ମାଙ୍କଡା ପଥର ଚାଲାଣ ବେଳେ ଚଢାଉ କଲା ପ୍ରଶାସନ
Month: May 2021
ଆନନ୍ଦବଜାରରେ ୨ ସେବାୟତ ମୁହାଁମୁହିଁ, ଜଣେ ଆହତ
ଶ୍ରୀମନ୍ଦିର ଆନନ୍ଦ ବଜାରରେ ୨ ସେବାୟତ ମୁହାଁମୁହିଁ ହୋଇଥିବା ଜଣାଯାଇଛି । ଜଣେ ସେବାୟତଙ୍କ ଆକ୍ରମଣରେ ଅନ୍ୟ ଜଣେ ସେବାୟତ ଆହତ ହୋଇଛନ୍ତି ।
ଜୁନ ୨୩ ରେ କଂଗ୍ରେସ ସଭାପତି ଚୟନ ଲାଗି ନିର୍ବାଚନ ହେବ ,
ଭାରତୀୟ ଜାତୀୟ କଂଗ୍ରେସ ଏହାର ପରବର୍ତ୍ତି ସଭାପତିଙ୍କୁ ବାଛିବା ଲାଗି ନିର୍ବାଚନ କରିବାକୁ ନିଷ୍ପତି ନେଇଛି
ହିମନ୍ତ ବିଶ୍ବସର୍ମା ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ –
ବିଜେପି ନେତା ହିମନ୍ତ ବିଶ୍ବସର୍ମା ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଜଗଦୀଶ ମୁଖୀ ତାଙ୍କୁ ଶପଥ ପାଠ କରାଇଛନ୍ତି
ଜ୍ୟୋତିଷ ବିଚାର
ଅଦ୍ୟ ମଇ ମାସ ୧୦ ତାରିଖ ୨୦୨୧ ମସିହା(ସୋମବାର)
ପଦ୍ମଭୁଷଣ ଓ ପଦ୍ମ ବିଭୁଷଣ ବିଶିଷ୍ଟ କଳା, ଭାସ୍କର୍ଯ୍ୟ, ସଂସ୍କୃତି ଓ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କର ଭୁବନେଶ୍ୱର ଏମ୍ସରେ ପରଲୋକ-
ପଦ୍ମଭୁଷଣ ଓ ପଦ୍ମ ବିଭୁଷଣ ବିଶିଷ୍ଟ ଭାସ୍କର୍ୟ୍ୟ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କର ଭୁବନେଶ୍ୱର ଏମ୍ସରେ କରୋନାରେ ପରଲୋକ ହୋଇଛି
ଟିମ୍ ଇଣ୍ଡିଆର ଜୁଲାଇରେ ଶ୍ରୀଲଙ୍କା ଗସ୍ତ, ବିରାଟ କୋହଲି-ରୋହିତ ଶର୍ମା ଏହି ଗସ୍ତରେ ସାମିଲ ହେବେ ନାହିଁ
ଆଗାମୀ ଜୁଲାଇରେ ସୀମତି ଓଭର କ୍ରିକେଟ ଶୃଙ୍ଖଳା ପାଇଁ ଶ୍ରୀଲଙ୍କା ଗସ୍ତ କରିବ । ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ କୋହଲି ଏବଂ ଉପ ଅଧିନାୟକ ରୋହିତ ଶର୍ମା ଭଳି ବରିଷ୍ଠ ଖେଳାଳି ଏହି ଗସ୍ତରେ ସାମିଲ ହେବେ ନାହିଁ ।
ଯୁବକଙ୍କ ମୃତଦେହ ଭାର୍ଗବୀ ନଦୀବନ୍ଧ ନିକଟରୁ ଉଦ୍ଧାର, ପଡିଛି ଚପଲ ଓ ସ୍କୁଟି
ଭୁବନେଶ୍ୱର ଉପକଣ୍ଠ ଧଉଳି ଥାନା ଉତ୍ତରା ପୂର୍ତ୍ତି ବିଭାଗ ଡାକବଙ୍ଗଳା ଭାର୍ଗବୀ ନଦୀବନ୍ଧ ପାଖରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।
ବିଷ୍ଣୁ ଦାସଙ୍କ ୨ ବଖରା ଘର ସର୍ଟସର୍କିଟିଂ ଯୋଗୁଁ ଜଳିଗଲା
ଭଦ୍ରକ ଜିଲା ଚାନ୍ଦବାଲି ଏନଏସି ବାଲିଗାଁ ୧୧ ନଂ ୱାର୍ଡର ବିଷ୍ଣୁ ଦାସଙ୍କ ଘର ସର୍ଟ ସର୍କିଟରେ ପୋଡି ପାଉଁଶ ହୋଇଯାଇଛି ।
ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ବିନା ଭକ୍ତରେ ସେବାୟତଙ୍କୁ ନେଇ ନୀତିକାନ୍ତି ଅନୁଷ୍ଠିତ ହେବ,
ତେବେ ଶୁକ୍ରବାର ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ବିନା ଭକ୍ତରେ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି।
ଚନ୍ଦନ ଯାତ୍ରା ଆସନ୍ତା ୧୫ ତାରିଖ ଅକ୍ଷୟ ତୃତୀୟା ଦିନଠାରୁ ଆରମ୍ଭ ହେବ

