ଚଇତି ପର୍ବରେ ଭିଡ ହଟାଇବାକୁ ଉଦ୍ୟମ କରିବାରୁ ପୋଲିସ ଉପରକୁ ଆକ୍ରମଣ: ଏଏସଆଇ ଗୁରୁତର

ବାରିପଦା ନିକଟ କପ୍ତିପଦା ଥାନା ଅଞ୍ଚଳରେ ଚଇତି ପର୍ବ ପାଳନ ଚାଲିଥିବାବେଳେ ପୋଲିସ ଭିଡ ନିୟନ୍ତ୍ରଣ ପାଇଁ ବନ୍ଦ କରିବାରୁ ଲୋକେ ପାଲଟା ଆକ୍ରମଣ କରିଛନ୍ତି ।

ନିର୍ବାଚନ କାର୍ଯ୍ୟକୁ ଲକଡାଉନ ସମୟରେ ଅନୁମତି-

ରାଜ୍ୟରେ ଲାଗୁ ହେଉଥିବା ଲକଡାଉନ ସମୟରେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକୁ ଅନୁମତି ମିଳିବ ବୋଲି କୁହାଯାଇଛି । ନିର୍ବାଚନ ସମ୍ପର୍କିତ କାର୍ଯ୍ୟରେ ସଟଡାଉନ ଓ ଲକଡାଉନ ଲାଗୁ ହେବ ନାହିଁ ।

ରାଜ୍ୟରେ ବୁଧବାର ଠାରୁ ଲାଗୁ ହେଲା ୧୪ ଦିନିଆ ଲକଡାଉନ, ଲାଗିଲା ପ୍ରତିବନ୍ଧକ-

ରାଜ୍ୟସରକାର ରବିବାର ମେ ୫ (ବୁଧବାର) ସକାଳ ଠାରୁ ମେ ୧୯ (ବୁଧବାର) ସକାଳ ପର୍ଯ୍ୟନ୍ତ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି।

ପଶ୍ଚିମବଙ୍ଗରେ ବାଜି କିଏ ମାରିବ ? ବିଜେପି 80 ଓ ଟିଏମସି 86 ଆସନରେ ଆଗୁଆ-

ପଶ୍ଚିମବଙ୍ଗରେ ଚାଲିଛି ଭୋଟ୍ କାଉଣ୍ଟ । କିଏ ଜିତିବ ତାହା ଧୀରେ ଧୀରେ ସାମ୍ନାକୁ ଆସୁଛି । ଯାହା କିଛି ସମୟ ପରେ ସ୍ପଷ୍ଟ ହୋଇଯିବ

ମାତ୍ର କିଛି ସମୟର ଅପେକ୍ଷା , ୫ ରାଜ୍ୟର ନିର୍ବାଚନୀ ଫଳାଫଳ ବାହାରିବ, ଫୋକସ୍ ରେ ପଶ୍ଚିମବଙ୍ଗ ରେଜଲ୍ଟ

ଆଉ ମାତ୍ର କିଛି ସମୟର ଅପେକ୍ଷା । ଜଣାପଡ଼ିବ ଏଥର କିଏ ମାରିବ ବାଜି, କାହାର ହେବ ଜିତାପଟ୍, କିଏ ଗଢିବ ସରକାର?

ପରିବା ବୋଝେଇ ଭ୍ୟାନରେ ବିପୁଳ ପରିମାଣର ସବୁଜ ଜହର ଜବତ୍‌-

ରାଜ୍ୟରେ ନିଶା କାରବାର ବଢିଚାଲିଥବା ବେଳେ ବେଆଇନ୍ ସବୁଜ ଜହର ଚାଲାଣ ଏବେ ରାଜ୍ୟରେ ବେଧଡକ୍ ଚାଲିଛି । ଏହାରି ମଧ୍ୟରେ ଗଞ୍ଜେଇ ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି କୋରାପୁଟ ଓ ମାଲକାନାଗିରି ଜିଲ୍ଲା

ଦେଶରେ ରିଲିଆନ୍ସ, ମାଗଣାରେ ଦୈନିକ ୧୦୦୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଉଛି-

ଭାରତର ସବୁଠୁ ବିତ୍ତଶାଳି କମ୍ପାନୀ ରିଲିଆନ୍ସ ଇଣ୍ଡଷ୍ଟ୍ରୀ ଏହାର ଉତ୍ସ ମାନଙ୍କରୁ ଭାରତରେ ସର୍ବାଧୀକ ମେଡିକାଲ ବ୍ୟବହାର ଯୁକ୍ତ ଅକ୍ସିଜେନ ଉତ୍ପାଦନ କରୁଛି