ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
Month: June 2021
ଆସନ୍ତାକାଲି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା: ୧୪୪ ଧାରାଆଜିଠାରୁ ପୁରୀରେ-
ଆଜି ରାତିରୁ ପୁରୀ ସହରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଲାଗି ୧୪୪ ଧାରା ଲାଗୁ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ରାତି ୧୦ଟାରୁ ୧୪୪ ଧାରା ଲାଗୁ ହୋଇ ୨୫ ତାରିଖ ଯାଏ ଏହା ବଳବତ୍ତର ରହିବ।
ବ୍ୟୋମକେଶ ରାୟ ଚାନ୍ଦବାଲି ବିଧାୟକଙ୍କ ଦ୍ବିତୀୟ ବିବାହ ପାଇଁ ଜୋରଦାର ପ୍ରସ୍ତୁତି-
ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । ସେଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ।
କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ଓପରେ ଦୁଇ କୋଟି ଜୋରିମାନା ମାନହାନୀ ମାମଲାରେ ଲଗାଇଲେ –
ବେଙ୍ଗାଲୁରୁର ଏକ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କୁ ମାନହାନୀ ମକ୍କୋଦମାରେ ନନ୍ଦୀ ଇନ୍ଫ୍ରାଷ୍ଟକଚର କରିଡର ଏଣ୍ଟରପ୍ରାଇଜେସ୍ (NICE) ଲିମିଟେଡ୍ କୁ 2 କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
୧୨ ଫୁଟ ବିଶିଷ୍ଟ ବିରାଟକାୟ ଅଜଗର ଯାଜପୁରରୁ ଉଦ୍ଧାର
ଯାଜପୁର ସାମିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁବୁଲି ଗ୍ରାମରୁ ଜଙ୍ଗଲ ଅଧିକାରୀମାନେ ୧୨ ଫୁଟର ବିରାଟକାୟ ଅଜଗର ସାପ ଉଦ୍ଧାର ହୋଇଛି ।
ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର ଆଉ ନାହାନ୍ତି-
ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର ଆଉ ନାହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ରାତି ୧୧ଟାରେ ମୃତ୍ୟୁ ହୋଇଯାଇଛି । ଦୀର୍ଘ ୨୮ ଦିନ ଧରି ହସ୍ପିଟାଲ୍ରେ ତପୁଙ୍କର ଅମ୍ଲଜାନ ସ୍ତର ବହୁତ କମିଆସୁଥିବା କହିଥିଲେ ଡାକ୍ତର ।
ମଦ ନିଶାରେ ବାପାକୁ ହାଣି ହତ୍ୟା କଲା ପୁଅ-
ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଫତେପୁର ପଂଚାୟତ ଅଧିନ ପାଇକପଡା ଗ୍ରାମର ନାଇକି ସାହିରେ ନିଶାସକ୍ତ ଅବସ୍ଥାରେ ପୁଅ ବାପାର ଜୀବନ ନେଇଛି । ବାପାକୁ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଟସ ଜିତି ନ୍ୟୁଜିଲ୍ୟାଣ୍ଡର ବୋଲିଂ କରିବାକୁ ନିଷ୍ପତ୍ତି-
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡର କ୍ୟାପଟେନ କେନ ୱିଲିୟମସନ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
କୋଭିଡ କଟକଣା ନମାନି ଭାଇ ବାହାଘରରେ ନାଚିବା ମହଙ୍ଗା ହେଲା, ତହସିଲଦାର ନିଲମ୍ବିତ-
ଯାଜପୁର ସୁକିନ୍ଦା ତହସିଲଦାର ବୁଲ୍ବୁଲ୍ ବେହେରାଙ୍କୁ ରାଜ୍ୟ ସରକାର ଶୁକ୍ରବାର ନିଲମ୍ବନ କରିଥିବା ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି।
ଚୋରା ବ୍ରାଉନ ସୁଗାର ବାଇକରେ ଚାଲାଣ ବେଳେ ପୋଲିସର ଚଢ଼ାଉ , ୧୧୦ ଗ୍ରାମ ଜବତ, ୨ ଅଭିଯୁକ୍ତ ଗିରଫ
ଭଦ୍ରକ ପୁରୁଣା ବଜାର ପୋଲିସ ଦ୍ଵାରା ସନ୍ଥିଆ ବ୍ରିଜ ନିକଟରୁ ୧୧୦ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ ।

