ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ମହାବାତ୍ୟା ୟଶ୍ ମେ ୨୩ରୁ ୨୫ ମଧ୍ୟରେ ସୁନ୍ଦରବନ ଅଞ୍ଚଳରେ ଅବତରଣ କରିବ ଓ ବାଂଲାଦେଶ ଆଡକୁ ଯିବ।
Author: Kusum Tv
ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ, କରୋନା ନେଗେଟିଭ ଥିଲେ
କରୋନା ଯୋଗୁଁ ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ହେବାର ପ୍ରାୟ ଦଶ ଦିନ ପରେ ତାଙ୍କ ପୁଅ ପ୍ରଶାନ୍ତ ମହାପାତ୍ର ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ଏମ୍ସ ନିର୍ଦ୍ଦେଶକଙ୍କ ସୂଚନା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି,
କରୋନା ସଂକ୍ରମିତ ହୋଇ ଏମ୍ସରେ ଚିକିତ୍ସାଧୀନ ରହିଥିବା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ଏମ୍ସ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।
ଆଜି ଗୁଜରାଟ ଓ ଦମନର ବାତ୍ୟା ପ୍ରଭାବିତ ଅଂଚଳକୁ ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ସର୍ଭେ କରିବେ ଏବଂ କ୍ଷୟକ୍ଷତିର ଆକଳନ କରିବେ
ପ୍ରଧାନମନ୍ତ୍ରୀ ସାମୁଦ୍ରୀକ ବାତ୍ୟା ‘ତାଉତେ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳ ବୁଲି ଦେଖିବା ସହିତ ସ୍ଥିତି ସମୀକ୍ଷା କରିବେ । ବାତ୍ୟା ଯୋଗୁଁ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ଉତ୍ତର ପ୍ରଦେଶ ମନ୍ତ୍ରୀ ବିଜୟ କଶ୍ୟପଙ୍କ କରୋନାରେ ମୃତ୍ୟୁ: ଶୋକ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
କରୋନା ଭାଇରସ୍ ମହାମାରୀର ୨ୟ ଲହରୀ ଉତ୍ତର ପ୍ରଦେଶର ଅନ୍ୟ ଜଣେ ମନ୍ତ୍ରୀଙ୍କ ଜୀବନ ନେଇଛି । କରୋନା ସଂସ୍ପର୍ଶରେ ଆସି ରାଜସ୍ୱ ଏବଂ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ବିଜୟ କଶ୍ୟପଙ୍କ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ବିଗତ ୨୦ ଦିନ ହେବ ସେ ଗୁରୁତର ଥିଲେ ।
ଜ୍ୟୋତିଷ ବିଚାର
ଅଦ୍ୟ ମଇ ମାସ ୧୯ ତାରିଖ ୨୦୨୧ ମସିହା(ବୁଧବାର)
ରାଜ୍ୟରେ ଅକ୍ସିଜେନ୍ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ଗଠନ କଲେ ୯ ଜଣିଆ ଟାସ୍କଫୋର୍ସ
ରାଜ୍ୟରେ ଅକ୍ସିଜେନ୍ ବ୍ୟବସ୍ଥା ପାଇଁ ୯ ଜଣିଆ ଟାସ୍କଫୋର୍ସ ଗଠନ କରିଛନ୍ତି ରାଜ୍ୟ ସରକାର । ଯାହାଫଳରେ ଏହି ଟାସ୍କ ଫୋର୍ସ ଅକ୍ସିଜେନ୍ ଉତ୍ପାଦନ ଓ ବିତରଣର ତଦାରଖ କରିବ ଏବଂ ରାଜ୍ୟରେ କିପରି ଅକ୍ସିଜେନ୍ ଉତ୍ପାଦନ ବୃଦ୍ଧି ପାଇବ ସେନେଇ ପଦକ୍ଷେପ ନେବ ।
କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କଏଦୀଙ୍କୁ ଜେଲରେ ଦିଆଗଲା କୋଭିଡ ଟୀକା-
ଦିନକୁ ଦିନ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ରାଜ୍ୟ ସରକାର ଟୀକାକରଣ ଉପରେ ଅଧିକ ଗୁରୁତ୍ଵ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ ଅଛି କହିଲେ
ରାଜ୍ୟର କୋଭିଡ ସ୍ଥିତି ବିଷୟରେ ଆଜି ସମିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ସେ କହିଛନ୍ତି ଯେ ରାଜ୍ୟରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି ।
ବାତ୍ୟା ତାଉତେର ତାଣ୍ଡବରେ ବୁଡିଲା ଓଏନଜିସି ଯାହାଜ ୯୦ ନିଖୋଜ,:ଆଶାନ୍ତ ସମୁଦ୍ର
ସାମୁଦ୍ରିକ ଝଡ ତାଉତେର ପ୍ରଭାବରେ ମୁମ୍ବାଇ ନିକଟରେ ଓଏନ୍ଜିସିର ଏକ ଯାହାଜ ବୁଡି ଯାଇଛି । ତେବେ ଏହି ଯାହାଜରେ ୨୭୦ ଜଣ କର୍ମୀ ଥିଲା ବେଳେ ଏମାନଙ୍କ ମଧ୍ୟରୁ ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଏବେ ପାଖାପାଖୀ ୯୦ ଜଣ ନିଖୋଜ ଅଛନ୍ତି ।