ସିଲଭର ସିଟି କଟକରୁ ବିପୁଳ ପରିମାଣର ଚନ୍ଦନ କାଠ ଜବତ ; ଜଣେ ଗିରଫ

କଟକରୁ ଜବତ ହେଲା ପାଖାପାଖି ଏକ କ୍ୱିଣ୍ଟାଲ ପରିମାଣର ଚୋରା ଚନ୍ଦନ କାଠ । ଚୋରା କାଠ ଜବତ ସହ ଜଣେ ଚାଲାଣକାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଜବତ ଚନ୍ଦନ କାଠ

ଆସାମ ବିଧାନସଭା ନିର୍ବାଚନ: ୨ୟ ଦଫାରେ କଂଗ୍ରେସର ୨୬ ଜଣିଆ ପ୍ରାର୍ଥୀ ତାଲିକା ଜାରି

ଆସାମ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ବୁଧବାର ନିଜର ୨ୟ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ୨୬ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇଛି । ଆସାମରେ ହେବାକୁ

ବାଲୁକା ଶିଳ୍ପୀ ମାନସ ସାହୁ ମହାଶିବରାତ୍ରୀର ଶୁଭେଛା ବାଲୁକା କଳା ମାଧ୍ୟମରେ ଜଣାଇଲେ –

ବାଲୁକା କଳା ମାଧ୍ୟମରେ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ । ପୁରୀ ବେଳାଭୂମିରେ ମାନସ କରିଥିବା ବାଲୁକା କଳା ମାଧ୍ୟମରେ କୈଳାସ ପର୍ବତରେ ହର ହର ମହାଦେବ ଧ୍ୟାନ

ଶିମିଳିପାଳ ଜଙ୍ଗଲରେ କୁଆପଥର ବର୍ଷା

ଶିମିଳିପାଳ ଜଙ୍ଗଲ ଜଳିବା ଖବର ବିଚଳିତ କରିଥିବାବେଳେ ଆଜି ସେଠାରେ କୁଆପଥର ବର୍ଷା ହୋଇ ସମସ୍ତଙ୍କୁ ଆଶ୍ବସ୍ତି କରିଛି। ଶିମିଳିପାଳର ବିଭିନ୍ନ ସ୍ଥାନରେ ଆଜି କୁଆପଥର ବର୍ଷା ହୋଇଛି । ପିଠାବଟା ରେଞ୍ଜର ବିଭିନ୍ନ

ହରିଦ୍ୱାର କୁମ୍ଭର ପ୍ରଥମ ସାହୀ ସ୍ନାନ ଆଜି; ହର କି ପୌଡିରେ ଶ୍ରଦ୍ଧାଳୁଙ୍କ ଭିଡ଼,

ମହାଶିବରାତ୍ରୀ ଅବସରରେ ଆଜି ହରିଦ୍ୱାର କୁମ୍ଭର ପ୍ରଥମ ସାହି ସ୍ନାନ ଅନୁଷ୍ଠିତ ହେଉଛି । ଏଥି ପାଇଁ ଆଜି ଜୁନା ଆଖଡ଼ା, ଆହ୍ୱାନ ଆଖଡ଼ା, ଅଗ୍ନି ଆଖଡ଼ା ଓ କିନ୍ନର ଆଖଡ଼ା ଦିନ ୧୧ଟାରେ

୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କନ୍ଧ ନୟାଗଡ ବାଇପାସ୍ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୂର୍ଘଟଣା । ଏକ ବୁଲେଟ୍ ଉପରେ ଏକ ହାଇୱା ଗାଡି ଧକ୍କା ଦେଇଥିବା ସୂଚନା ମିଳିଛି

କରୋନା କଟକଣା ସହ ରାଜ୍ୟରେ ପାଳନ ହେଉଛି ଶିବରାତ୍ରୀ, ଏକାଧିକ ମନ୍ଦିରରେ ୧୪୪ ଧାରା ଜାରି

ସମଗ୍ର ଦେଶ ସମତେ ରାଜ୍ୟରେ ଆଜି ମହାଶିବରାତ୍ରୀ ପାଳନ ହେଉଛି । ଭଗବାନ ଶିବଙ୍କ ଏହି ପବିତ୍ର ପର୍ବରେ ବାଧକ ସାଜିଛି କୋଭିଡ-୧୯ କଟକଣା । ରାଜ୍ୟର ଅନେକ ଶିବମନ୍ଦିରରେ କେବଳ ମନ୍ଦିର ପୂଜକଙ୍କୁ

ମମତା ବାନାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଟ୍ୱିଟ୍ କରି ନବୀନ ମମତାଙ୍କ ଶୀଘ୍ର ସୁସ୍ଥ ହେବା ସହିତ ଆରୋଗ୍ୟ କାମନା କରିଛନ୍ତି । ବର୍ତମାନ ପଶ୍ଚିମବଙ୍ଗରେ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ : ଟିଏମ୍ସି ନେତା ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେବେ!

ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଛନ୍ତି । ମମତା ବାନାର୍ଜୀଙ୍କ ଆହତ ନେଇ ତୃଣମୂଳ କଂଗ୍ରେସର ନେତାମାନେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇପାରନ୍ତି । ପଶ୍ଚିମବଙ୍ଗର

ଏପ୍ରିଲ ମାସରୁ ସ୍କୁଲରେ ଆଉ ରବିବାର ହେବନାହିଁ କ୍ଲାସ, ମାର୍ଚ୍ଚ ସୁଦ୍ଧା ସରିଯିବ କୋର୍ସ: ଗଣଶିକ୍ଷା ମନ୍ତ୍ରୀ

କୋଭିଡ୍ ଯୋଗୁ ଏବର୍ଷ ବିଳମ୍ବରେ ଆରମ୍ଭ ହୋଇଛି ଶିକ୍ଷାବର୍ଷ । କୋର୍ସ ସାରିବା ପାଇଁ ସପ୍ତାହରେ ସାତ ଦିନ କ୍ଲାସ କରାଯାଉଛି । ପାଖାପାଖି କୋର୍ସ ଶେଷ ହୋଇ ଆସିଲାଣି । ଏପ୍ରିଲରୁ ହେବ