ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ରାଜ୍ୟରେ ସଡକ ଦୂର୍ଘଟଣାରେ ପ୍ରତିଦିନ ଜୀବନ ହାନି ହେଉଥିଲେ ହେଁ ରାଜ୍ୟରେ ବେପରୁଆ ଗାଡି ଚାଳକଙ୍କ ସଂଖ୍ୟା କମୁନି । ଆଜି ସେଭଳି ଏକ ବେପରୁଆ ଗାଡି ଚାଳନା ନେଇଛି ଜଣେ ବୃଦ୍ଧଙ୍କ ଜୀବନ

ପେଟ୍ରୋଲ ପମ୍ପ ଉପରକୁ ବୋମାମାଡ ଓ ବିତରକଙ୍କୁ ଆକ୍ରମଣ-

ଯାଜପୁର ବୈରୀ ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ମନା କରିବାରୁ ପେଟ୍ରୋଲ ପମ୍ପ ଉପରକୁ ବୋମାମାଡ କରିବା ସହ ବିତରକଙ୍କ ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି

ଚୋରା ମହୁଲି ମଦ କାରବାର ରୋକିବାକୁ ଯାଇ ପୋଲିସ ଓ ଅବକାରୀ ବିଭାଗ ହଟହଟା ହେଲେ

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ହୀରାପଶି ଗ୍ରାମରେ ଚୋରା ମହୁଲି ମଦ କାରବାର ବେଧଡକ ଚାଲିଛି । ମହୁଲି ମଦ ପ୍ରସ୍ତୁତି ସ୍ଥାନରେ ଅବକାରୀ ବିଭାଗ ଓ ତୁରୁମୁଙ୍ଗା ପୋଲିସର ମିଳିତ ଚଢ଼ାଉ  ।

ଉତ୍ୟକ୍ତ ଚାଷୀ ବଲାଙ୍ଗୀର ପୁଇଁତଳା ତହସିଲଦାରଙ୍କୁ ତାଲା ପକାଇଲେ

ବଲାଙ୍ଗୀର ପୁଇଁତଳା ତହସିଲଦାରଙ୍କୁ ତାଲା ପକାଇଲେ ଚାଷୀ  । ମଣ୍ଡିରେ ପଡି ରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ  । ମଣ୍ଡି ସମସ୍ୟା ଓ ଧାନ କିଣା ନ ହେଉଥିବାରୁ ଚିନ୍ତାରେ ଚାଷୀ  । ଉତ୍ୟକ୍ତ

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ପାଚିଲା ଅମୃତଭଣ୍ଡା

ପାଚିଲା ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।  ଏହା କେବଳ ହଜମ ପ୍ରକ୍ରିୟରେ ସାହାଯ୍ୟ କରେ ନାହିଁ, ବରଂ ଏହା ମେଦବହୁଳତା ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ  ।  ପ୍ରତିଦିନ

ମଣ୍ଡି ଓ ଧାନ କିଣାରେ ସମସ୍ୟା, ଆଜି ପଶ୍ଚିମ ଓଡିଶାରେ ବିଜେପି ପକ୍ଷରୁ 3 ଘଣ୍ଟିଆ ଚକାଜାମ

ମଣ୍ଡିରୁ ଉଠୁନି ଧାନ  । ମଣ୍ଡି ସମସ୍ୟା ଓ ଧାନ କିଣା ନ ହେଉଥିବାରୁ ଚିନ୍ତାରେ ଚାଷୀ  । ତେବେ ଏହାର ପ୍ରତିବାଦରେ ଆଜି ପଶ୍ଚିମ ଓଡିଶାରେ ବିଜେପି ପକ୍ଷରୁ 3 ଘଣ୍ଟିଆ ଚକାଜାମ

ଓଡ଼ିଶା ସୀମାରେ ଆନ୍ଧ୍ର ନିର୍ବାଚନ : ଅଧିକ ଲୋକ ଭୋଟ୍ ଦେବାକୁ ଆଗ୍ରହୀ

ଆଜି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଓଡ଼ିଶା ସୀମାରେ ବି ଆନ୍ଧ୍ର କରୁଛି ନିର୍ବାଚନ । କୋଟିଆ ପଞ୍ଚାୟତରେ ଆଜି ଆନ୍ଧ୍ର ସରକାରଙ୍କ ପକ୍ଷରୁ କରାଯାଉଛି ପଞ୍ଚାୟତ ନିର୍ବାଚନ । ରାଜ୍ୟ ସରକାରଙ୍କ

ଆଜି ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ ଅନୁଷ୍ଟିତ ହେବ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ ଅନୁଷ୍ଟିତ ହେବ । ଆଜି ତିଥିରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅନୁଷ୍ଟିତ ହେଉଥିବାରୁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ବି ଭକ୍ତଙ୍କ ଭିଡ ଯମିବା ଆରମ୍ଭ ହୋଇଛି

ନ୍ୟାୟ ଅପେକ୍ଷାରେ ଦେଢ ଲକ୍ଷରୁ ଉର୍ଦ୍ଧ୍ୱ ମାମଲା, ଖାଲି ପଡିଛି ୧୬୨ ବିଚାରପତି ପଦବୀ

ଗୋଟିଏ ପଟେ ରାଜ୍ୟରେ ଅପରାଧ ସୀମା ଟପୁ ଥିବା ବେଳେ ଅନ୍ୟପଟେ ଏବେବି ବଚାରାଧିନ ୧ ଲକ୍ଷ ୫୦ ହଜାର ୯୩୮ ମାମଲା । ଏବେବି ନ୍ୟାୟ ଅପେକ୍ଷାରେ ଆବେଦନକାରୀ। ସବୁଠାରୁ ବଡ଼ କଥା

କେବଳ କୋଟିଆ ନୁହେଁ ଗଞ୍ଜାମ ପାତ୍ରପୁରରେ ବି ଚାଲିଛି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ

କେବଳ କୋଟିଆ ନୁହେଁ ଗଞ୍ଜାମ ଜିଲ୍ଲାର କିଛି ସୀମାନ୍ତ ବର୍ତ୍ତି ଗାଁ ଗୁଡିକ ଉପରେ ବି ଆନ୍ଧ୍ର ର ଦାଦାଗିରି ଜାରି ରହିଛି । ଆଜି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଥିବା ବେଳେ ଗଞ୍ଜାମ