ରାଜ୍ୟରେ ନିଶା କାରବାର ତଥା ବ୍ରାଉନସୁଗାର କାରବାରର ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର ଜିଲ୍ଲା । ବାଲେଶ୍ୱର ଜିଲ୍ଲା ଦେଇ ରାଜ୍ୟ ବାହାରୁ ରାଜ୍ୟ ଭିତରକୁ ପ୍ରାୟ ସମୟରେ ଚୋରା ଚାଲାଣ ହେଉଛି ନିଶା ଦ୍ରବ୍ୟ ।
Author: Kusum Tv
ଧରାପଡିଲା କିଓସ୍କ ବ୍ୟାଙ୍କର ମ୍ୟାନେଜର, ଦୀର୍ଘ ଦିନ ଧରି ଲକ୍ଷାଧିକ ଟଙ୍କା ଆତ୍ମସାତ କରି ଲୁଚିରହିଥିଲା-
ଦୀର୍ଘ ଦିନ ଧରି ଲକ୍ଷାଧିକ ଟଙ୍କା ଆତ୍ମସାତ କରି ଲୁଚିରହିଥିବା କିଓସ୍କ ବ୍ୟାଙ୍କର ମ୍ୟାନେଜର ଏବେ ଧରାପଡ଼ିଛି । ଆଜି ସକାଳେ ଛତ୍ରପୁର ବଜାରରେ ଜମାକାରୀମାନେ ପାଇବା ପରେ ଉତ୍ତମ ମଧ୍ୟମ ଦେବା ସହ ରେଷ୍ଟ ହାଉସରେ ପୁରାଇ ତାଲା ଦେଇଥିବା ଦେଖିବାକୁ ମିଳିଛି ।
ପୁରୀ ଭଳି ଶାବର ଶ୍ରୀକ୍ଷେତ୍ରରେ ବି କଟକଣା ମଧ୍ୟରେ ଅନୁଷ୍ଠିତ ହେଲା ସ୍ନାନଯାତ୍ରା-
ପୁରୀ ଭଳି ଆଜି ଶାବର ଶ୍ରୀକ୍ଷେତ୍ରରେ ବି କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ସମସ୍ତ କୋଭିଡ୍ ନିୟଭର ଅନୁପାଳନ କରି ଭକ୍ତଶୂନ୍ୟ ଭାବରେ ଶାବର ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁ ସ୍ନାନ ବେଦୀକୁ ବିରାଜମାନ କରିଛନ୍ତି ।
ମିମି ଚକ୍ରବର୍ତ୍ତୀ ନକଲି ଟିକାକରଣ କେନ୍ଦ୍ରର ଜାଲରେ ଫସିଲେ-
କଲିକତାରେ ଏକ ନକଲି କୋଭିଡ ଟୀକାକରଣ କେନ୍ଦ୍ରର ଶିକାର ହୋଇଛନ୍ତି ତୃଣମୁଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀ।
ଶିବପ୍ରସନ୍ନ ଜେନା କଟକ ନକଲି ଔଷଧ କାରବାରର ମୁଖ୍ୟ କାର୍ପଟଦାର ଗିରଫ
ଗତକାଲି କଟକ ନକଲି ଔଷଧ କାରବାର ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ଏସଟିଏଫ ଟିମ୍ ଏମାନଙ୍କ ମଧ୍ୟରେ ଶିବ ପ୍ରସନ୍ନ ଜେନାର ସ୍ତ୍ରୀ ମଧ୍ୟ ଗିରଫ ହୋଇଥିବା ସୂଚନା ମିଳିଛି ।
ଜ୍ୟୋତିଷ ବିଚାର
ଅଦ୍ୟ ଜୁନ ମାସ ୨୩ ତାରିଖ ୨୦୨୧ ମସିହା(ବୁଧବାର) ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ
ହାତୀ ଦଳରୁ ଅଲଗା ହେବାରୁ ଭଦ୍ରକରେ ଆତଙ୍କ ସୃଷ୍ଟି , ଗାଁରେ ହଇଚଇ –
ସୋମବାର ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲାର ବନ୍ତ ପୋଲିସ ସୀମା ଅନ୍ତର୍ଗତ ଗାନିଜଙ୍ଗା ପଞ୍ଚାୟତର ବାସିନ୍ଦା ଅଲଗା ହୋଇଥିବା ଏକ ହାତୀ ଦେଖିବା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ଆଜି ପ୍ରବଳ ବର୍ଷା ସମ୍ଭାବନା: ଆଗାମୀ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା-
ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଆସନ୍ତାକାଲି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା: ୧୪୪ ଧାରାଆଜିଠାରୁ ପୁରୀରେ-
ଆଜି ରାତିରୁ ପୁରୀ ସହରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଲାଗି ୧୪୪ ଧାରା ଲାଗୁ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ରାତି ୧୦ଟାରୁ ୧୪୪ ଧାରା ଲାଗୁ ହୋଇ ୨୫ ତାରିଖ ଯାଏ ଏହା ବଳବତ୍ତର ରହିବ।
ବ୍ୟୋମକେଶ ରାୟ ଚାନ୍ଦବାଲି ବିଧାୟକଙ୍କ ଦ୍ବିତୀୟ ବିବାହ ପାଇଁ ଜୋରଦାର ପ୍ରସ୍ତୁତି-
ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । ସେଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ।