ସୋନପୁର ମହାନଦୀ ଯୋଗ ବିହାର ପ୍ରାଙ୍ଗଣରେ ଏକ ଦିବସୀୟ ବିଶ୍ଵ ଯୋଗ ଦିବସ ପାଳନ ପାଇଁ ଯୋଗ ପ୍ରଶିକ୍ଷଣ ଶିବିର ଓ ପ୍ରସ୍ତୁତି ବୈଠକ ହୋଇ ଯାଇଛି। ଏଥିରେ ଯୋଗ ମୋହତ୍ସବ ସମିତି, ଜିଲ୍ଲା
Category: State
ନକଲି ସୁନା ବିକ୍ରୀ କରି ଲୋକ ଙ୍କ ହାତରେ ଧରା ପଡ଼ିଲେ ଦୁଇ ଠକ୍, କୋର୍ଟ ଚାଲାଣ
ନୂଆପଡା ଜିଲ୍ଲା ର ଖଡିଆଳ ଓ ବୋଡ଼େନ ଅଞ୍ଚଳ ରେ ନକଲି ସୁନା କୁ ନେଇ ଲୋକ ଙ୍କୁ ଠକି ବିକ୍ରୀ କରୁଥିବା ଦୁଇ ଠକ୍ ଙ୍କୁ ଖଡିଆଳ ବସଷ୍ଟାଣ୍ଡ ଠାରେ ଲୋକେ ଧରି
ଦୁବୃର୍ତ୍ତଙ୍କ ଗୁଳିମାଡ଼ରେ ନିଶା ମାଫିଆ ସୋମନାଥର ମୃତ୍ୟୁ
ଦୁବୃର୍ତ୍ତଙ୍କ ଗୁଳିମାଡ଼ରେ ନିଶା ମାଫିଆ ସୋମନାଥର ମୃତ୍ୟୁ । ୭ ତାରିଖ ରାତିରେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସାମନ୍ତରାପୁର ଛକରେ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ନିଶା ମାଫିଆ ସୋମନାଥ ଭୁଜବଳ ଓରଫ
ତାପମାତ୍ରା ୪୫ ଡିଗ୍ରୀ ଡେଇଁଲା: ଜଳୁଛି ପଶ୍ଚିମ ଓଡ଼ିଶା
ଜଳୁଛି ପଶ୍ଚିମ ଓଡ଼ିଶା । ଚଳିତବର୍ଷ ପ୍ରଥମଥର ପାଇଁ ୪୫ ଡିଗ୍ରୀ ଡେଇଁଛି ତାପମାତ୍ରା । ଗତକାଲି ୪୫ ଡିଗ୍ରୀ ଉପରେ ରହିଥିଲା ରାଜ୍ୟର ୨ଟି ସହରର ତାପମାତ୍ରା । ଝାରସୁଗୁଡ଼ାରେ ସର୍ବାଧିକ ୪୫.୬
ଖବର ଆଜିର : ତାରିଖ ୧୦/୦୬/୨୩, ଶନିବାର
୧-କଟକ:ବଦଳିଲେ ୨୧ ପୁଲିସ ଅଧିକାରୀ, ଏଥିରେ ଅଛନ୍ତି ୧୧ ଜଣ ଇନ୍ସପେକ୍ଟର,୭ ଜଣ ସବ ଇନସ୍ପେକ୍ଟର ଓ ୩ ଜଣ ସହକାରୀ ସବ୍ ଇନ୍ସପେକ୍ଟର। ୨-ଭୁବନେଶ୍ୱର:ବଦଳିଲା ମୋ ବସ୍ ଟିକେଟ୍ କାଟିବା ଢାଞ୍ଚା-ଏଣିକି ବାହାରେ
ବଦଳିଲେ ୧୦ ଜିଲ୍ଲାର କଂଗ୍ରେସ ସଭାପତି
ବଦଳିଲେ ୧୦ ଜିଲ୍ଲାର କଂଗ୍ରେସ ସଭାପତି। କୋରାପୁଟ ଜିଲ୍ଲା ସଭାପତି ପଦରୁ ହଟିଲେ ମୀନାକ୍ଷୀ ବାହିନୀପତି। କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ହେଲେ ଦୁର୍ଗାଶଙ୍କର ସାହୁ। ମୋହନ ପରିଡା କେନ୍ଦୁଝର, ଜୟରାମ ପଟ୍ଟନାୟକ ପୁରୀ,
ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ
ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ଆନୁକୁଲ୍ୟରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ରଥ ଆଜିଠାରୁ ଜିଲ୍ଲାର ବିଭିନ୍ନ ଅଂଚଳ ବୁଲି ପରିଦର୍ଶନ
ବୋର ପଦର ଠାରେ ଗୃହେ ଗୃହେ ଗାୟତ୍ରୀ ମହାଯଜ୍ଞ ଓ ଦେବ ସ୍ଥାପନ ଅଭିଯାନ ଅନୁଷ୍ଠିତ
ବିଶ୍ୱ ଶାନ୍ତି ପାଇଁ ବିଭିନ୍ନ ସ୍ଥାନରେ ଅନେକ ପ୍ରକାର ନାମ ଯଜ୍ଞ ହେଉଥିବା ବେଳେ ଲାଞ୍ଜିଗଡ ବ୍ଲକ ପାହାଡ଼ ପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୋର ପଦର ଗ୍ରାମରେ ବିଶ୍ୱ ଶାନ୍ତି ପାଇଁ ଗୃହେ ଗୃହେ
ଅତନୁ ସବ୍ୟସାଚୀ ସମବାୟ ବିଭାଗ ସହ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ତୁଲାଇବେ
ଅତନୁ ସବ୍ୟସାଚୀଙ୍କୁ ଦିଆଗଲା ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱ । ରୋହିତ ପୂଜାରୀଙ୍କୁ ବାଦ୍ ପରେ ଅତନୁଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯଇଛି। ସମବାୟ ବିଭାଗ ସହ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ତୁଲାଇବେ ଅତନୁ । ସୂଚନା
ଭଙ୍ଗାଯାଉଛି ବାହାନଗା ସ୍କୁଲ
ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ ଘର । ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ସ୍କୁଲ ଘର ଭଙ୍ଗାଯାଉଛି । ପିଲାମାନେ ଡରୁଥିବାରୁ ସଂପୃକ୍ତ ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ । ଭଙ୍ଗା କାର୍ଯ୍ୟରେ ୨ ଜେସିବି