ବିଜେପି ଯୁବ ନେତା ରଞ୍ଜିତ ପ୍ରଧାନଙ୍କୁ ପିଟିପିଟି ହତ୍ୟା, ଗାଡି ସାଇଡ୍ ମରାକୁ ନେଇ ବିବାଦ-

ବିଜେପି ଯୁବ ନେତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୂଆସାହି ଅଞ୍ଚଳରେ ଏଭଳି ଅଘଟଣ ଦେଖିବାକୁ ମିଳିଛି ।

କଂଗ୍ରେସର ବରିଷ୍ଠନେତା ତାରାବାହିନୀ ପତି ଜୟପୁର ବିଧାୟକ ଅସୁସ୍ଥ: କରୋନା ସଂକ୍ରମିତ

କଂଗ୍ରେସର ବରିଷ୍ଠନେତା ତଥା ଜୟପୁର ବିଧାୟକ ତାରାବାହିନୀ ପତି କରୋନା ସଂକ୍ରମିତ ହୋଇ ଭୁବନେଶ୍ବରର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପତ୍ନୀ ମିନାକ୍ଷୀ ବାହିନୀ ପତି ସୂଚନା ଦେଇଛନ୍ତି ।

ଲୋକପ୍ରିୟ ତଥା ବରିଷ୍ଠ ବଲିଉଡ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ-

ଲୋକପ୍ରିୟ ତଥା ବରିଷ୍ଠ ବଲିଉଡ ଅଭିନେତା ଦିଲ୍ଲୀପ କୁମାରଙ୍କୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଶ୍ୱାସ ନେବାରେ ଅସୁବିଧା ହେତୁ ଦିଲ୍ଲୀପ କୁମାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସାଂସଦ- ବିଧାୟକ ମୁହାଁମୁହିଁ: କରୋନା କେୟାର ସେଣ୍ଟରର ଫିତାକଟାକୁ ନେଇ , ସାଂସଦ କହିଲେ ରାଜନୀତି କରନି-

କରୋନା ଶହ ଶହ ଜୀବନ ନେଲାଣି ହେଲେ ଫିତା କଟାକୁ ନେଇ ଲୋକ ପ୍ରତିନିଧିଙ୍କ ଫୁଲ୍ ରାଜନୀତି । ଉଦଘାଟନ କାହିଁକି ବିଧାୟକ କରିଦେଲେ ସାଂସଦ କଲେନି ତାହାକୁ ନେଇ ଏକ ହାଇଡ୍ରାମା ଦେଖିଛନ୍ତି ଅନୁଗୁଳବାସୀ ।

ରାଜଧାନୀରେ ସାମାନ୍ୟ ପାଟିତୁଣ୍ତରୁ ନିର୍ମମ ଭାବେ ପଥର ଛେଚି ହତ୍ୟା

ଭୁବନେଶ୍ୱରରେ ସାମାନ୍ୟ ପାଟିତୁଣ୍ଡରୁ ଜଣେ ଯୁବକଙ୍କୁ ଅତିନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତଙ୍କ ନାଁ ଶେଖ ଅବଦୁଲ।

ଏସସିବିରେ ଆଉ ଜଣେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ-

କରୋନା ପରେ ଏବେ ଚିନ୍ତା ବଢ଼ାଉଛି ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା । ପୂର୍ବରୁ ଏସସିବିରେ ୩ ଜଣ ସନ୍ଦିଗ୍ଧ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଏବେ ଆଉ ଜଣେ ସନ୍ଦିଗ୍ଧ ବ୍ଲାକ ଫଙ୍ଗସ ରୋଗୀ ଭର୍ତ୍ତି ହୋଇଛନ୍ତି ।

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ ନିତି ଆୟୋଗ ସୂଚକାଙ୍କକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ-

2020-21 ପାଇଁ SDGରେ ରାଜ୍ୟଗୁଡିକର ପ୍ରଦର୍ଶନ ଉପରେ NITI ଆୟୋଗଙ୍କ ରିପୋର୍ଟ ବାହାରିଛି। ତେବେ ଏଥିରେ ଓଡିଶା ପୁର୍ବ ବର୍ଷ ତୁଳନାରେ ଚାରୋଟି ସ୍ଥାନ ତଳକୁ ଖସି 19 ତମ ସ୍ଥାନରେ ରହିଛି।

1 58 59 60 61 62 109