ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ନୁଆ ନିୟମ ଆଣିଛନ୍ତି I ଏଣିକି ଗଞ୍ଜାମ ଜିଲ୍ଲାରେ ବାହାଘର ଆୟୋଜନ ପୂର୍ବରୁ ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ ହେବ । କାହାର ରିପୋର୍ଟ ପଜିଟିଭ୍ ଆସିଲେ ବିବାହ ପାଇଁ ଅନୁମତି ମିଳିବ ନାହିଁ
Category: State
ଏଣିକି କରୋନା ରୋଗୀ ଭୁବନେଶ୍ୱରର ବଡ ହୋଟେଲରେ ରହିବେ, ମିଳିବ ଉତ୍ତମ ଚିକିତ୍ସା-
ଦିଲ୍ଲୀ ଓ ମୁମ୍ବାଇରେ ଭଳି ଏବେ ରାଜଧାନୀରେ କରୋନା ରୋଗୀ ବଡ ବଡ଼ ହୋଟେଲରେ ରହିବେ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ ।
ଏସସିବିରୁ କୋଭିଡ ଡ୍ୟୁଟି ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ,
କରୋନା ଡ୍ୟୁଟି ପାଇଁ କଟକ ବଡ ମେଡିକାଲରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ନୟାଗଡରେ ଏକ ଗଛରେ ପିଟି ହୋଇଯାଇଛି ବସ୍ ।
ଏନକାଉଣ୍ଟର ଶେଖ୍ ବାବୁ କଟକରେ କମିଶନରେଟ ପୋଲିସ ଦ୍ୱାରା ଗିରଫ-
ଦୁର୍ଦ୍ଧନ୍ତ ଅପରାଧୀ ଶେଖ୍ ବାବୁକୁ ଏନକଉଣ୍ଟର କରି ଗିରଫ କରିଛି କମିଶନରେଟ ପୋଲିସ ।
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୮ ବଖରା ଘର, ନଷ୍ଟ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଜଳି ପୋଡି ପାଉଁଶ ହେଇଗଲା 9ଟି ପରିବାରର 18 ବଖରା । ଏପରିକି ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଛି ଗଂଜାମ ଜିଲ୍ଲା ରାଧାକୃଷ୍ଣପୁର ଗାଁରେ। ମଙ୍ଗଳବାର ଗ୍ରାମର
ପୋଲିସ୍ ହାତରେ ଧରା ହେଲେ ୮ ଦୁବୁର୍ତ୍ତ, ପଣ୍ଡ ହେଲା ଡ଼କାୟତଙ୍କ ସବୁ ଯୋଜନା
ପଣ୍ଡ ହେଲା ଡ଼କାୟତିଙ୍କ ସବୁ ଯୋଜନା । ଡ଼କାୟତି କରିବା ପୂର୍ବରୁ ପୋଲିସ୍ ହାତରେ ଧରାପଡ଼ିଲେ ୮ଜଣ ଡ଼କାୟତ । ଗତକାଲି ପିପିଲି ନିର୍ବାଚନ ମଣ୍ଡଳୀରେ ପୁଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଘନଘନ ପାଟ୍ରୋଲିଂ
ଜଗତର ନାଥ ଜଗନ୍ନାଥଙ୍କ ବନକ ଲାଗି ନୀତି ଆଜି, ସର୍ବସାଧାରଣଙ୍କ ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ
ଆଜି ଚୈତ୍ର କୃଷ୍ଣ ତୃତୀୟ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ବନକଲାଗି’ ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ପରେ ଅପରାହ୍ଣ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪
ଜଣେ ଯାତ୍ରୀଙ୍କୁ କଣ୍ଡକ୍ଟର ଧକ୍କା ଦେଇଥିବା ଅଭିଯୋଗ, ଗୁରୁତର ମେଡିକାଲରେ ଭର୍ତ୍ତି
ଭୁବନେଶ୍ୱରର ହଂସପାଳରେ ‘ମୋ ବସ୍’ର କଣ୍ଡକ୍ଟର ଧକ୍କା ଦେବାପରେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଯାତ୍ରୀ ଜଣକ ହେଲେ ନିର୍ମଳେନ୍ଦୁ ପରିଡା ଅଭିଯୋଗ କରିଛନ୍ତି ଯେ ବସ୍ କର୍ମଚାରୀ ତାଙ୍କୁ ଚାଲୁଥିବା ବସରୁ
କରୋନା ଭୟ, ପୁଣି ଏକ ଘରୋଇ କଲେଜରୁ ୩୨ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ
ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ ଥିବା ବେଳେ ଏବେ ଛାତ୍ରଛାତ୍ରୀଙ୍କ ପାଇଁ ସବୁଠାରୁ ଅଧିକ ଭୟ ବଢାଇଛି କରୋନା । ଭୁବନେଶ୍ୱର ପରେ ଏବେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ମଧ୍ୟ ଏକ ଘରୋଇ
ମାମୁଁ-ଭାଣିଜୀକୁ ମିଠା ଲୋଭ ଦେଖାଇ ଦୁଷ୍ମର୍ମ ଉଦ୍ୟମ-
ମାମୁଁ-ଭେଣିଜୀ ସମ୍ପର୍କରେ କଳଙ୍କ, ହୋଲିରେ ମିଠା ଖାଇବାକୁ ଲୋଭ ଦେଖାଇ ନାବାଳିକା ଭାଣିଜୀକୁ ଦୁଷ୍କର୍ମ ଉଦ୍ୟମ କଲା ସଇତାନ୍ ମାମୁଁ । ଏଭଳି ଲଜ୍ଜ୍ୟାକର ଘଟଣା ଘଟିଛି କଟକ ବାଙ୍କି ଅଞ୍ଚଳରେ । ସୂଚନା

