ଭୁବନେଶ୍ୱର XIMBରେ ୨୩ଜଣ କରୋନା, କ୍ୟାମ୍ପସକୁ ସିଲ୍ କଲା ବିଏମସି

ଭୁବନେଶ୍ୱରର ଏକ ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ସିଲ କଲା ବିଏମସି । 20 ରୁ ଅଧିକ କୋଭିଡ ପଜିଟିଭ ଚିହ୍ନଟ ପରେ ସିଲ । ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ଜାଭିୟର ଇନଷ୍ଟିଟ୍ୟୁଟ

ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ, ମା ଗୁରୁତର , ଫିକା ପଡିଲା ରକ୍ତ ସମ୍ପର୍କ

ଅନୁଗୁଳ ଜିଲ୍ଲା ଦୁର୍ଗାପୁରୁ ଗ୍ରାମରେ ପାରିବାରିକ କଳହରୁ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ  ।  ମା ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି  । ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁରୁ ଗ୍ରାମରେ ପାରିବାରିକ

ଶ୍ରୀମନ୍ଦିର ବିକାଶ ପାଇଁ 1 ଲକ୍ଷ ଟଙ୍କାର ଚେକ୍ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ସହ ଧର୍ମପତ୍ନୀ ସବିତା କୋବିନ୍ଦ ମଧ୍ୟ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଦର୍ଶନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ଉନ୍ନତି ପାଇଁ ଏକ ଲକ୍ଷ ଟଙ୍କାର ଚେକ ମଧ୍ୟ ପ୍ରଦାନ କରିଛନ୍ତି

କୋଇଲା ଚୋରି ହୋଇ ଚାଲାଣ କରାଯାଉଥିବା ବେଳେ ଏସ୍‌ଟିଏଫ୍‌ର ଚଢ଼ାଉ, ଜଣେ ଗିରଫ

ତାଳଚେର ହିଙ୍ଗୁଳା ମାଇନ୍ସରୁ କୋଇଲା ଚୋରି ହୋଇ ଚାଲାଣ କରାଯାଉଥିବା ଯାଞ୍ଚବେଳେ ଏସ୍‌ଟିଏଫ୍ ହାତରେ ଗିରଫ ହେଲେ ଯୁବକ । ସେ ହେଲେ ଅନୁଗୋଳ କଙ୍କରେଇ ଅଞ୍ଚଳର ଅଜୟ ପ୍ରଧାନ। ଏନେଇ ଅନୁଗୋଳ ଇଣ୍ଡଷ୍ଟ୍ରିଆଲ୍

ଜମ୍ମୁ କଶ୍ମୀର ସୋପିଆନରେ ଏନକାଉଣ୍ଟର, ଟଳିଲେ ୩ ଆତଙ୍କୀ

କିଛି ଦିନର ନିରବତା ପରେ ଜମ୍ମୁ କଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ମାନେ ଚଳପ୍ରଚଳ କରୁଛନ୍ତି । ଭାରତର ସର୍ବଧାରଣ ସଂପତ୍ତି ହେଉ କି ବ୍ୟକ୍ତିଗତ ଧନ-ଜୀବନ କ୍ଷତି ପହଂଚାଇବା ପାଇଁ ଆତଙ୍କବାଦୀମାନେ ସବୁବେଳେ

ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀରେ ପହଂଚିଲେ ରାଷ୍ଟ୍ରପତି , ଶ୍ରୀଜିଉଙ୍କ ଦର୍ଶନ କରିବେ

ଓଡ଼ିଶାର ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହ ପତ୍ନି ସବିତା କୋବିନ୍ଦ ବି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ।

କଟକ ଏସସିବିରୁ ଡିସଚାର୍ଜ ହେବ ଜଗା

କଟକ ଏସସିବି ମେଡିକାଲରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରିବ ଜଗା । ଏସସିବିରେ ଚିକିତ୍ସାଧୀନ ଥିବା ଜଗାକୁ ଫୁଲବାଣୀ ନେବାକୁ ନିଷ୍ପତି ହୋଇଛି । ଏଥିପାଇଁ ଫୁଲବାଣୀ ମେଡିକାଲର ୨ ଜଣିଆ ଟିମ

ପୋଷ୍ଟ ମାଷ୍ଟରଙ୍କ ସହ ଅନ୍ୟ ୨ ଜଣଙ୍କ ନାଁରେ CBI ମାମଲା, ଡାକ ଘରେ ୯୩ ଲକ୍ଷ ଟଙ୍କା ହେରଫେର୍

ନିଲମ୍ବିତ ପୋଷ୍ଟ ମାଷ୍ଟରଙ୍କ ସହ ଅନ୍ୟ ୨ ଜଣଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଛି । ଡାକ ଘରେ ଜମା ହୋଇଥିବା ୯୩.୧୯ ଲକ୍ଷ ଟଙ୍କା ହେରଫେର୍ ନେଇ ଅଭିଯୋଗ ହୋଇଥିଲା ।

ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାରଙ୍କ ବିଚାର ବିମର୍ଶ , ରାଜ୍ୟରେ ଫେରିପାରେ ରାତ୍ରିକାଳୀନ କର୍ଫ୍ୟୁ

ଦେଶ ପରେ ବର୍ତ୍ତମାନ ରାଜ୍ୟ ମଧ୍ୟ କରୋନା ସଂକ୍ରମିତଙ୍କ ମାମଲାରେ ଭୟାବହତା ଆଡକୁ ଗତି କରୁଛି । ବଢୁଥିବା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟସରକାର ସମସ୍ତ ଅଫିସରେ କରୋନା କଟକଣାକୁ କଡାକଡି ପାଳନ କରିବାରୁ

ଜିଏସଟି ଫାଙ୍କିବା ଅଭିଯୋଗରେ ଟ୍ରକ୍‌କୁ ୫ଲକ୍ଷ ୯୦ହଜାର ଟଙ୍କା ଫାଇନ୍

ଜିଏସଟି ଫାଙ୍କିବା ଅଭିଯୋଗରେ ହାରଭେଷ୍ଟର ବୋଝେଇ ଟ୍ରକକୁ ଫାଇନ୍ । ୫ ଲକ୍ଷ ୯୦ ହଜାର ଟଙ୍କା ଫାଇନ ଆଦାୟ କଲେ ବାଣିଜ୍ୟକର ବିଭାଗ ଏନଫୋର୍ସମେଣ୍ଟ ଟିମ୍ । ସୋନପୁରରୁ ଆନ୍ଧ୍ରପ୍ରଦେଶର ରାଜ ମହେଦ୍ରୀ

1 75 76 77 78 79 114