ଭିଜିଲାନ୍ସ ଜାଲରେ ଗୋଟିଏ ପରେ ଗୋଟିଏ ସରକାରୀ ବାବୁ ଛନ୍ଦି ହୋଇ ପଡୁଥିବା ବେଳେ ଏବେ ପୁଣି ଆଉ ଏକ ସରକାରୀ ବାବୁ ପଡିଛନ୍ତି ଭିଜିଲାନ୍ସ ଜାଲରେ । ନୂଆପଡ଼ା ଜିଲ୍ଲା ଖରିଆର ରେଞ୍ଜର
Category: State
୧୦୦ ଯାତ୍ରୀଙ୍କୁ ନେଇ ଯାଉଥିଲା ବସ୍, ଯମୁନା ଏକ୍ସପ୍ରେସ୍ୱେରେ ଓଲଟିଲା, ୧୪ ଆହତ
ପ୍ରାୟ ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ୍ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲା ଦେଇ ଯାଇଥିବା ଯମୁନା ଏକ୍ସପ୍ରେସ୍ୱେରେ ଓଲଟିପଡ଼ିଛି । ଏହି ଦୁର୍ଘଟଣାରେ ୧୪ ଜଣ ଆହତ ହୋଇଛନ୍ତି
ଟ୍ରଲରକୁ ଧକ୍କା ଦେଲା ଟ୍ରକ୍ ଦୁର୍ଘଟଣା ରେ ଜଣେ ମୃତ
ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ପାଣିପୋଷି ଛକ ନିକଟରେ ଏକ ଦୁର୍ଘଟଣା ରେ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ପାଣିପୋଷି ଛକ ନିକଟରେ ଏକ ଟ୍ରଲରକୁ ଏକ ଟ୍ରକ୍ ଦ୍ରୁତ ଗତିରେ
ବରିଷ୍ଠ IFS ଅଧିକାରୀ ଶିଶିର କୁମାର ରଥ ହେଲେ ନୂଆ PCCF
ବରିଷ୍ଠ ଆଇଏଫଏସ ଅଧିକାରୀ ଶିଶିର କୁମାର ରଥଙ୍କୁ ନୂଆ ପିସିସିଏଫ ଭାବେ ନିଯୁକ୍ତି ମିଳିଛି । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଶିଶିର କୁମାର ରଥଙ୍କୁ ଏହି ପଦବୀରେ ନିଯୁକ୍ତି ମିଳିଛି । ଜଙ୍ଗଲ ବିଭାଗର
ବାହାର ରାଜ୍ୟକୁ ଲମ୍ବିଛି ଚେର, ଚାଲାଣ ବେଳେ କୋରାପୁଟରୁ 5 ଲକ୍ଷର ଗଞ୍ଜେଇ ଜବତ
ବାହାର ରାଜ୍ୟକୁ ଲମ୍ବିଛି ଚେର । ଆନ୍ଧ୍ରପ୍ରଦେଶ ସୀମାନ୍ତରୁ ବିହାର ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ବେଳେ କୋରାପୁଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 5 ଲକ୍ଷ ଟଙ୍କା ହେବ ବୋଲି
ଟ୍ରାକ୍ଟର ଓଲଟି ଜଣେ ମୃତ, ଦୁଇ ଆହତ
ଗଜପତି ଜିଲ୍ଲା ମୋହନା ଥାନା ଜିରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ନିକଟରେ ଟ୍ରାକ୍ଟର ଓଲଟି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ
ଅଳିଆଗଦାରୁ ଦୁଇ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର
ବଅଁରପାଳରେ ଘଟିଛି ଏକ ଅଭାବନୀୟ ଘଟଣା। ରାସ୍ତାକଡ଼ରୁ ଠାବ ହୋଇଛି ୨ ନବଜାତଙ୍କ ମୃତଦେହ । ମହୀଧରପୁର ଉପରସାହି ନିକଟ ରାସ୍ତାକଡ଼ରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । କେହି ଦୁଇ ନବଜାତଙ୍କୁ ଫିଙ୍ଗିଥିବା
ଆଜିଠୁ ଆରମ୍ଭ ଜେଇଇ ମେନ ; ଓଡିଆ ସମେତ ୯ ଟି ଆଂଚଳିକ ଭାଷାରେ ହେବ ପରୀକ୍ଷା
ଆଜି ଠାରୁ ଜେଇଇ ମେନ ପରୀକ୍ଷା ଆରମ୍ଭ ହେଉଛି । ଏହି ପରୀକ୍ଷା ଦେଶର ୩୩୧ଟି ସହରରେ ହେଉଥିବା ବେଳେ ଏହା ୧୮ତାରିଖ ପର୍ଯ୍ୟନ୍ତ ଚାଲିବ । ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ସର୍ବଭାରତୀୟସ୍ତରରେ
ପାହାଡ଼ ଉପରୁ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର
ସାନଖେମୁଣ୍ଡି ଅଞ୍ଚଳର ରତନଈ ପୀଠ ପାହାଡ଼ ଉପରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ ଉଦ୍ଧାର ହୋଇଛି । ମହିଳାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ କୌଣସି ରାସାୟନିକ ସାର ଦେଇ
୧୮ରେ ପୁରୀ ଜଗନ୍ନାଥ ମନ୍ଦିରରେ ମକଡ୍ରିଲ, ଆଜି ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ଯାଂଚ କରିବା ପାଇଁ ମକଡ୍ରିଲ କରିବେ ୫ଜଣିଆ ଏନଏସଜି ଟିମ
ରାଜ୍ୟରେ ଦିନକୁ ଦିନ ଅପରାଧ ବଢୁଥିବା ବେଳେ ଦୁବୁର୍ତ୍ତଙ୍କ ନଜରରେ ଏବେ ମନ୍ଦିର , ମାର୍କେଟ ଓ ହୋଟେଲ୍ । ଯେଉଁଠାରେ ଅଧିକ ଜନସମାଗମ ଦେଖିବାକୁ ମିଳେ । ତେବେ ମନ୍ଦିରରେ ଯଦି ହଠାତ୍

