ଆଜି କରୋନାରେ ଆଉ ଜଣେ ସାମ୍ବାଦିକ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୈନିକ ଖବରକାଗଜ ସମ୍ବାଦର ଗଞ୍ଜାମ ଜିଲ୍ଲା ଖବରଦାତା ପ୍ରଦୀପ କିଶୋର ସାହୁ ବିୟୋଗ ଘଟିଛି
Category: News
ଭୁବନେଶ୍ବରରେ ଆରମ୍ଭ ହେବ କରୋନା ଟିକା ନିର୍ମାଣ କାର୍ଯ୍ୟ
ରାଜ୍ୟସରକାର ଘୋଷଣା କରିଛନ୍ତି ଯେ ରାଜ୍ୟରେ ବହୁ ପ୍ରତୀକ୍ଷିତ ଟିକା ଉତ୍ପାଦନ ୟୁନିଟ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।
୧୦ରୁ ୨୪ ଯାଏଁ ରାଜସ୍ଥାନରେ ଶକ୍ତ ‘ଲକ୍ଡାଉନ୍’ ନିଷ୍ପତ୍ତି, ବିବାହ କାର୍ଯ୍ୟକ୍ରମ ମନା
କରୋନା ସଂକଟ ଯୋଗୁଁ ରାଜସ୍ଥାନ ସରକାର ରାଜ୍ୟରେ ଆସନ୍ତା ୧୦ ତାରିଖ ଠାରୁ ଲକଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଆଇପିଏଲ୍ର ବାକି ମ୍ୟାଚ୍ ଇଂଲଣ୍ଡରେ ଆୟୋଜନ ହୋଇପାରେ: –
ଆଇପିଏଲ୍ର ବାକି ମ୍ୟାଚ୍ ଇଂଲଣ୍ଡରେ ଆୟୋଜନ ହୋଇପାରେ
ମୁଖ୍ୟମନ୍ତ୍ରୀ କରୋନା ମହାମାରୀର ମୁକାବିଲା କରିବା ପାଇଁ ୩ଟି ଜିଲ୍ଲାକୁ ୭.୬୨ କୋଟି ଟଙ୍କା ମଞ୍ଜୁର କଲେ –
ଦିନକୁ ଦିନ ରାଜ୍ୟରେ ଅଣାୟତ ହେବାରେ ଲାଗିଛି କରୋନା ପରିସ୍ଥିତି । ତେବେ ଏହି କଠିନ ପରିସ୍ଥିତିର ମୁକାବିଲା କରିବା ପାଇଁ ତିନି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଅର୍ଥ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ସର୍ତକ କରାଇଲା, ମଣିଷ ପରେ ଏବେ ପଶୁପକ୍ଷୀଙ୍କ ପାଖରେ କରୋନା ଆଶଙ୍କା
ଅଭୟାରଣ୍ୟ ଜାତୀୟ ଉଦ୍ୟାନକୁ କରୋନା ପଶିବା ଆଶଙ୍କା ରହିଛି । ସଂକ୍ରମିତ ମନୁଷ୍ୟଙ୍କ ଠାରୁ କରୋନା ବ୍ୟାପିବା ଆଶଙ୍କା ରହିଛି
ସୁପ୍ରିମକୋର୍ଟ କରୋନାର ତୃତ୍ୱୀୟ ଲହର ସଂକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାରଙ୍କୁ କହିଲେ
ସମ୍ପୁର୍ଣ୍ଣ ଭାରତ କରୋନାର ଦ୍ୱିତ୍ୱୀୟ ଲହର ସହିତ ସସଗ୍ରାମ କରୁଥିବା ବେଳେ ଆଜି କରୋନାର ସାମ୍ଭାବ୍ୟ ତୃତ୍ୱୀୟ ଲହର ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତୁତ ରହିବାକୁ ଆଜି ସୁପ୍ରିମକୋର୍ଟ କହିଛନ୍ତି ।
କୋରାପୁଟ ପୋଲିସ ୧୦୦ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କଲା-
ଆଜି ପୁଣି ଥରେ କୋରାପୁଟ ପୋଲିସ ଜବତ କରିଛି ୧୨୫ କେଜି ଗଞ୍ଜେଇ ଚାଲାଣ ସମୟରେ ଜବତ କରିଛି ।
କେନ୍ଦ୍ରୀୟ ଟିମ୍ ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାର ତଦନ୍ତ ପାଇଁ ଯିବେ
ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ସମ୍ପର୍କରେ କେନ୍ଦ୍ରୀୟ ଟିମ ଅନୁଧ୍ୟାନ କରିବ । ଏନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ୪ ଜଣିଆ ଟିମ ପଶ୍ଚିମବଙ୍ଗ ଯିବ ବୋଲି ଜଣାଯାଇଛି
ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳାଙ୍କ ମୃତଦେହ-
ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳାଙ୍କ ମୃତଦେହ

