ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଚୋରା କଫସିରଫ୍ କାରବାର-

ଲକ୍ଷ ଲକ୍ଷ ଟଙ୍କାର କଫସିରଫ୍ ଚୋରାଚାଲାଣ କରାଯାଉଛି ତାହା ପୁଣି ରାଜ୍ୟର ପ୍ରମୁଖ ସହରରେ ଆଉ ରାଜ୍ୟ ପୋଲିସ୍ ର ନାକ ତଲେ ବେଧଡକ୍ ଭାବରେ ଜାରି ରହିଛି କଫସିରଫ୍ କାରବାର ।

ପୁରୀ ମନ୍ଦିର ପ୍ରଶାସନଙ୍କ ନିଷ୍ପତି: ଆସନ୍ତା ୧୬ରୁ ପୁରୀ ଶ୍ରୀମନ୍ଦିର ଖୋଲିବ-

ଆସନ୍ତା ୧୬ରୁ ପୁରୀ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତି ନେଇଛି ପୁରୀ ମନ୍ଦିର ପ୍ରଶାସନ । ତେବେ ପ୍ରଥମେ ଅଗଷ୍ଟ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀ ବାସିଙ୍କୁ ଦର୍ଶନ ସୁଯୋଗ ମିଳିବ ।

ଇଡି ଜେରା କରିବ କୋଟିପତି ପିଏସ୍‌ଙ୍କୁ –

ଆୟ ବର୍ହିଭୁତ୍ତ ସମ୍ପତ୍ତି ଠୁଳ ମାମଲାରେ ଓଡିଶା ଭିଜିଲାନ୍ସର ଜାଲରେ ଫସିବା ପରେ, ଓଏସଏସସି ର ପର୍ସନାଲ ସେକ୍ରେଟାରି ବିରଞ୍ଚି ନାରାୟଣ ସାହୁଙ୍କୁ ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅର୍ଥ ହେରଫେରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଯାଞ୍ଚ କରିବେ।

ରାଜ୍ୟରେ ଅଗଷ୍ଟ ୯ରୁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

ରାଜ୍ୟରେ ଅଗଷ୍ଟ ମାସରୁ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ସ୍କୁଲ ଓ କଲେଜ ଖୋଲିବା ଆରମ୍ଭ ହୋଇଛି ।

ଓଡ଼ିଶା ଆସିବା ପାଇଁ ଆଉ ଆବଶ୍ୟକ ହେବ ନାହିଁ କୋଭିଡ୍ ନେଗେଟିଭ୍ ରିପୋର୍ଟ-

ରାଜ୍ୟରେ ତିନି ମାସର କରୋନା କଟକଣା ବା ଲକଡାଉନ୍ ପର୍ଯ୍ୟାୟ ପରେ ଏବେ ଆରମ୍ଭ ହୋଇଛି ଅନଲକ୍ ପର୍ଯ୍ୟାୟ । ପୂର୍ବ ଅପେକ୍ଷା କରୋନା କଟକଣାକୁ କୋହଳ କରାଯାଇଛି ।

ଖୁବ୍‌ଶୀଘ୍ର ରାଜ୍ୟରେ ଆରମ୍ଭ ହେବ ସେରୋସର୍ଭେ : ନିର୍ଦ୍ଦେଶିକା ICMR –

ରାଜ୍ୟର ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଉଛି । ଏହାରି ମଧ୍ୟରେ ତୃତୀୟ ଲହରର ମଧ୍ୟ ଭୟ ବଢିଛି ।

ରାଜଧାନୀ ଭୁବନେଶ୍ୱରରେ ବଢୁଛି ଡେଙ୍ଗୁ ଆତଙ୍କ, ଗୋଟିଏ ଦିନରେ ୫୦ ଆକ୍ରାନ୍ତ ଚିହ୍ନଟ-

କରୋନା ଆତଙ୍କ ଥମିନଥିବା ବେଳେ ଏବେ ରାଜଧାନୀ ବାସୀଙ୍କୁ ଡରାଇଛି ଡେଙ୍ଗୁ । ରାଜଧାନୀ ଭୁବନେଶ୍ୱରରେ ଏବେ ଏକ ପ୍ରକାର ଡେଙ୍ଗୁ ଆତଙ୍କ ଦେଖିବାକୁ ମିଳିଛି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସୂଚନା ଦେଲେ, ଦେଶରେ ୨୪ଟି ନକଲି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଓଡ଼ିଶାରେ ଦୁଇଟି

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ଦ୍ୱାରା ୨୪ ଟି ବିଶ୍ୱବିଦ୍ୟାଳୟକୁ ନକଲି ଘୋଷଣା କରାଯାଇଛି ।

1 64 65 66 67 68 177