ଗୋଆର ବାମ୍ବୋଲିନ ଷ୍ଟାଡିୟମରେ ଚାଲିଥିବା ଆଇଏସଏଲର ଏକ ମୁକାବିଲାରେ ଗୋଲ ବର୍ଷା ଦେଖିବାକୁ ମିଳିଛି । ଓଡିଶା ଏଫସି ଓ ଇଷ୍ଟବେଙ୍ଗଲ ମଧ୍ୟରେ ଅନୁଷ୍ଠିତ ଏହି ମୁକାବିଲାରେ ୧୧ ଗୋଲ ସ୍କୋର ହୋଇଥିଲା ।
Category: National
ଇସ୍ରୋ ଚଳିତ ବର୍ଷ ସଫଳତାର ସହ ପ୍ରଥମ ସ୍ପେସ୍ ମିଶନ ଲଞ୍ଚ୍ କଲା
ଇସ୍ରୋ ଆଜି ବର୍ଷର ପ୍ରଥମ ମିଶନକୁ ସଫଳତାର ସହିତ ଲଞ୍ଚ୍ କରିଛି। ଇସ୍ରୋ ଶ୍ରୀହାରିକୋଟା ସ୍ପେସପୋର୍ଟରୁ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଆମାଜୋନିଆ-୧ ଏବଂ ୧୮ ଉପଗ୍ରହକୁ ଅନ୍ୟ ଉପଗ୍ରହକୁ ନେଇଯିବା ପାଇଁ PSLV-C51
ଜମ୍ମୁରେ କଂଗ୍ରେସର ‘ଅସନ୍ତୁଷ୍ଟ ନେତା’ ଏକତ୍ର ହେଲେ: ରାହୁଲଙ୍କ ବୟାନ ଉପରେ ହୋଇପାରେ ଚର୍ଚ୍ଚା-
କଂଗ୍ରେସ ପାର୍ଟିର ଅନ୍ତଃଦ୍ୱନ୍ଦ୍ୱ ପୁଣିଥରେ ଦେଖିବାକୁ ମିଳିଛି । ଯଦିଓ ଏହା ପୂରାପୁରି ସାମ୍ନାକୁ ଆସି ନାହିଁ ତଥାପି ଦଳରେ କିଛି ନେତା ଅସନ୍ତୁଷ୍ଟ ଥିବା ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିଛି । ଉତ୍ତର
ସୋସିଆଲ ମିଡିଆ ଓ OTT ପ୍ଲାଟଫର୍ମ ପାଇଁ କଡା ଗାଇଡ୍ଲାଇନ, 24 ଘଣ୍ଚାରେ ହଟିବ ଆପତ୍ତିଜନକ କଣ୍ଟେଣ୍ଟ
ଦେଶରେ ସୋସିଆଲ ମିଡିଆ ଓ OTT ପ୍ଲାଟଫର୍ମ ପାଇଁ ଆସିବ ଗାଇଡ୍ଲାଇନ । ଗାଇଡ୍ଲାଇନ୍ ନେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ପ୍ରକାଶ ଜାଭଡେକର ପ୍ରେସ୍ମିଟରେ ସୂଚନା ଦେଇଛନ୍ତି । ଅଭିଯୋଗ ଆସିଲେ ତଦନ୍ତ
ଚେନ୍ନାଇର ପକ୍ଷୀପ୍ରେମୀ ଯୋଶେଫ ଦୈନିକ ୭୫ କେଜିର ଆହାର ୪ ହଜାର ପକ୍ଷୀଙ୍କୁ ଦେଉଛନ୍ତି –
ପୋଷିଛନ୍ତି ୪ ହଜାର ରୁ ଅଧିକ ଶୁଆ । ଦିନକୁ ସେମାନଙ୍କ ପାଇଁ ଖର୍ଚ୍ଚ ହେଉଛି ୭୫ କେଜି ଚାଉଳ । ଆୟ ର ଅଧା ଖାଇଦେଉଛନ୍ତି ପକ୍ଷୀ । ତଥାପି ହସ ଖୁସି
ଅଶ୍ୱିନ ଟେଷ୍ଟ କ୍ରିକେଟରେ ୪୦୦ ୱିକେଟ ପୂରଣ କଲେ-
ଚତୁର୍ଥ ଭାରତୀୟ କ୍ରିକେଟର ଭାବେ ଟେଷ୍ଟ କ୍ରିକେଟରେ ୪୦୦ ୱିକେଟ ପୂରଣ କରିଛନ୍ତି ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ତୃତୀୟ ଟେଷ୍ଟର ଇଂଲଣ୍ଡର
ସୁରକ୍ଷାବାହିନୀ ଲଗାତାର ତିନି ଦିନ ଧରି ମାଓ ବିରୋଧୀ ଅଭିଯାନରେ ସାତୋଟି କ୍ୟାମ୍ପ ଧ୍ୱଂସ କଲେ –
ସୁରକ୍ଷାକର୍ମୀଙ୍କ ପକ୍ଷରୁ ଲଗାତାର ତିନି ଦିନ ଧରି ଛତିଶଗଡ଼ ରାଜ୍ୟର ନାରାୟଣପୁର ଓ କାଙ୍କେରରେ ଆଦି ସ୍ଥାନେରେ କରାଯାଇଥିବା ମାଓ ବିରୋଧୀ ଅପରେସନରେ ମିଳିଛି ବଡ ସଫଳତା । ଅପରେସନ ସଙ୍ଗମ ନାଁରେ କରାଯାଇଥିବା
କୋହଲିଙ୍କ ନେତୃତ୍ୱରେ ୨୨ତମ ବିଜୟ ଭାରତକୁ ଘରୋଇ ପଡ଼ିଆରେ ମିଳିଲା,
ଭାରତୀୟ କ୍ରିକେଟ ଟିମ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଇଂଲଣ୍ଡ ବିପକ୍ଷରେ ଗୁରୁବାର ୩ୟ ଟେଷ୍ଟ ମ୍ୟାଚରେ ୧୦ ୱିକେଟ୍ରେ ବିଜୟୀ ହୋଇଛି । ଏଥି ସହିତ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ
୪୩୨ କେଜିର ଗଞ୍ଜେଇ ବାଲି ଟ୍ରକ୍ରୁ ମିଳିଲା, ଡ୍ରାଇଭର ଗିରଫ
ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଚୋରାଚାଲାଣ ବଢୁଥିବା ବେଳେ କୋରାପୁଟ ଲମତାପୁଟରେ ବାଲି ବୋଝେଇ ଟିପରରେ ୪୩୨କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷଟଙ୍କା ହେବ । ସୂଚନା
କାର୍ତ୍ତିକ ଭାରତ-ଇଂଲଣ୍ଡ ଟି-୨୦ ସିରିଜରେ କମେଣ୍ଟେଟର ଭାବେ ଡେବ୍ୟୁ କରିବେ –
ତାମିଲନାଡୁ ରଣଜୀ ଦଳର ଅଧିନାୟକ ତଥା ଭାରତୀୟ ଦଳର ୱିକେଟ ରକ୍ଷକ ବ୍ୟାଟସମାନ ଦିନେଶ କାର୍ତ୍ତିକ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ଏବଂ ଇଂଲଣ୍ଡ ଟି-୨୦ ସିରିଜରେ କମେଣ୍ଟେଟର ଭାବେ

