ରାଜ୍ୟରେ ପୁଣି ବଢୁଛି କରୋନା ଭୟ । କୋଭିଡ ଗାଇଡଲାଇନ ପାଳନ ନେଇ ଗଣଶିକ୍ଷା ବିଭାଗର ପଦକ୍ଷେପ । ବିଭାଗର ଅତିରିକ୍ତ ସଚିବଙ୍କ ପକ୍ଷରୁ ସମସ୍ତ ଡିଇଓଙ୍କୁ ଚିଠି । କୋଭିଡ କଟକଣା ପାଇଁ
Category: National
କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ନେଇ ସିଏମ୍ସି ପକ୍ଷରୁ ଗଠନ ହେଲା ସ୍ୱତନ୍ତ୍ର ଟିମ
ଦୀର୍ଘ ୧୧ ମାସ ପରେ ମହାମାରୀ କରୋନାର ଆଉ ଏକ ଲହରୀ ଦେଶରେ ବ୍ୟାପିବାରେ ଲାଗିଛି । ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସିଏମ୍ସି ଓ କମିଶନରେଟ୍ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ
ସମ୍ବଲପୁର ଅନାଥ ଆଶ୍ରମର ତିନିଜଣ ଶିଶୁଙ୍କୁ କୋଳେଇ ନେଲେ ତାମିଲନାଡୁର ଦମ୍ପତି
ସମ୍ବଲପୁରର ଅନାଥ ଆଶ୍ରମର ତିନିଜଣ ପିଲାଙ୍କୁ ତାମିଲନାଡୁର ଦମ୍ପତି କୋଳେଇ ନେଇଛନ୍ତି । ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ (ଡିଏସଡବ୍ଲୁଓ)ଙ୍କ ଅନୁମୋଦନ କ୍ରମେ ତାମିଲନାଡୁର ଏକ ଦମ୍ପତି ସେମାନଙ୍କୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି
୪ ଲକ୍ଷରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ “ମୋ ସ୍କୁଲ” ସହ ଯୋଡ଼ି ହେଲେ
ମୋ ସ୍କୁଲ ଅଭିଯାନ’ରେ ଯୋଡି ହେଲେ ୪ ଲକ୍ଷରୁ ଉର୍ଦ୍ଧ ପୁରାତନ ଛାତ୍ର ଛାତ୍ରୀ । ସ୍କୁଲ ସଂଖ୍ୟା ୨୬ ହଜାର ଛୁଇଁ ଥିବାବେଳେ ୨୮ ଟି ଜିଲ୍ଲାର ୩୩ କୋଟି ଟଙ୍କାର ପ୍ରକଳ୍ପକୁ
ପଶ୍ଚିମବଙ୍ଗରେ ପରିବର୍ତ୍ତନ ଆବଶ୍ୟକ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଦେଶର ଅଥର୍ନୀତି ସମ୍ଭାଳୁଥିବା ପଶ୍ଚିମବଙ୍ଗର ଯୁବକମାନେ ରୋଜଗାର ନପାଇବା କାରଣରୁ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ଯୁବକଙ୍କୁ ରୋଜଗାର ଦେବା ପାଇଁ ଏଠାରେ ସରକାରଙ୍କୁ ପରିବତର୍ନ କରି ମୋଦି ସରକାରଙ୍କୁ ଆଣାଯିବା
ଆଉ ୨୪ ଘଣ୍ଟା ରହିବ କୋହଲା ପାଗ ସହ ରାଜ୍ୟର ଅନେକ ସ୍ଥାନରେ ହାଲୁକା ବର୍ଷା,
ଆଜି ସକାଳୁ ଓଡ଼ିଶାର କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କୋହଲା ପାଗ ଦେଇଛି । ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ର ସୁଚନା ମୂତାବକ ଆସନ୍ତା
ଲୁହାପଥର ଖଣିର ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ, ଅଳ୍ପ ସମୟ ମଧ୍ୟରେ ବିଭିନ୍ନ ମଞ୍ଜୁରୀ ପ୍ରଦାନ କରିଥିବାରୁ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶୁଭେଚ୍ଛା
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ମିଳିତ ଭାବରେ ଓଡିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି
ଆଜି ସକାଳୁ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ କଙ୍ଗନା
ଆଜି ସକାଳୁ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ବଲିଉଡ ଅଭିନେତ୍ର୍ରୀ କଙ୍ଗନା ରଣାୱତ । ପତିତପାବନଙ୍କୁ ଦର୍ଶନ କରିବା ପରେ ବାଇଶି ପାହାଚ ଓ ସାତ ପାହାଚ ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି
ଭାରତ-ଚୀନ୍ ସୀମା ବିବାଦ ଶେଷ ହେବ, ଲଦାଖରେ ଏପ୍ରିଲ ମାସରୁ ଫେରିବ ପୂର୍ବସ୍ଥିତି: ପ୍ରତିରକ୍ଷାମନ୍ତ୍ରୀ
ଭାରତ-ଚୀନ୍ ସୀମା ବିବାଦକୁ ନେଇ ଆଜି ସଂସଦରେ ଅଭିଭାଷଣ ରଖିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଲଦାଖରେ ପୁଣି ଥରେ ପୂର୍ବ ସ୍ଥିତି ଫେରିବାକୁ ଯାଉଛି । ଏଥିପାଇଁ ଉଭୟ ଦେଶ ରାଜି ହୋଇଥିବା
ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଓଡିଶା ସରକାରଙ୍କ ଠାରୁ ଏପର୍ଯ୍ୟନ୍ତ କେନ୍ଦ୍ର କୌଣସି ପ୍ରସ୍ତାବ ଗ୍ରହଣ ହୋଇନି- କେନ୍ଦ୍ର ଗୃହ ଉନ୍ନୟନ ମନ୍ତ୍ରୀ
ମେଟ୍ରୋ ଟ୍ରେନ ଚଳାଚଳ ନେଟୱାର୍କ ପାଇଁ ଓଡିଶା ସରକାରଙ୍କ ଠାରୁ ଏପର୍ଯ୍ୟନ୍ତ କେନ୍ଦ୍ର କୌଣସି ପ୍ରସ୍ତାବ ଗ୍ରହଣ କରିନାହିଁ। ବୁଧବାର ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ପଚାରିଥିବା ଏକ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟସଭାରେ

