ପଶ୍ଚିମବଙ୍ଗରେ ପରିବର୍ତ୍ତନ ଆବଶ୍ୟକ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେଶର ଅଥର୍ନୀତି ସମ୍ଭାଳୁଥିବା ପଶ୍ଚିମବଙ୍ଗର ଯୁବକମାନେ ରୋଜଗାର ନପାଇବା କାରଣରୁ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ଯୁବକଙ୍କୁ ରୋଜଗାର ଦେବା ପାଇଁ ଏଠାରେ ସରକାରଙ୍କୁ ପରିବତର୍ନ କରି ମୋଦି ସରକାରଙ୍କୁ ଆଣାଯିବା

ଆଉ ୨୪ ଘଣ୍ଟା ରହିବ କୋହଲା ପାଗ ସହ ରାଜ୍ୟର ଅନେକ ସ୍ଥାନରେ ହାଲୁକା ବର୍ଷା,

ଆଜି ସକାଳୁ ଓଡ଼ିଶାର କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କୋହଲା ପାଗ ଦେଇଛି । ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ର ସୁଚନା ମୂତାବକ ଆସନ୍ତା

ଝିଅକୁ କମେଣ୍ଟ ମାରିବା ଘଟଣାରେ ଚାଲିଗଲା ବାପାର ଜୀବନ ,ଭାଇ ଗୁରୁତର

ଝିଅକୁ କମେଣ୍ଟ ନମାରିବାକୁ ବାରଣ କରିବାରୁ ଚାଲିଗଲା ବାପାର ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡ଼ାସୋଡା ଗାଁରେ । ସୁଚନା ଅନୁସାରେ ସେହି ଗ୍ରାମର ପୂର୍ଣ୍ଣଚନ୍ଦ୍ର

ଦିନ ଦି’ ପହରରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ୧ ଲକ୍ଷ ଟଙ୍କା ଲୁଟୁନେଲେ ଦୁର୍ବୃତ୍ତ

ରାଜଧାନୀରେ ଦିନକୁ ଦିନ ଅପରାଧ ବଢିଚାଲୁଥିବା ବେଳେ ଦିନ ଦି’ ପହରରେ ଲୁଟ୍ କରୁଛନ୍ତି ଦୁର୍ବୁତ୍ତ । ସୁଚନା ଅନୁସାରେ ଗତ କାଲି ରାତି ପ୍ରାୟ ୧୦ ବେଳେ ବଡମ୍ବା ଥାନା ଗୋପାଳପୁର ପେଟ୍ରୋଲ

ଆଜି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା , ଆସିଛନ୍ତି ଶହେରୁ ଅଧିକ ନାଗାସାଧୁ

ଆଜି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା । ବିଶ୍ୱଶାନ୍ତି ଓ ଜଗତ କଲ୍ୟାଣପାଇଁ କରାଯାଉଥିବା ଏହି କୁମ୍ଭ ମେଳାରେ କଟକଣା ଲାଗିଛି । ଯାହାଫଳରେ ଏଥର କେବଳ ପୁଜାର୍ଚ୍ଚନା କରାଯିବ

ବାହାଘର ଭୋଜି ଖାଇ ୮୦ ଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଭଦ୍ରକ ଜିଲ୍ଲାର ବାହାଘରରେ ନିମନ୍ତ୍ରିତ ଅତିଥିମାନେ ଭୋଜି ଖାଇ ଅସୁସ୍ଥ ହୋଇଛନ୍ତି  । ସେମାନଙ୍କ ମଧ୍ୟରେ ବିବାହ ହେଉଥିବା ବର ସମେତ ୮୦ ଜଣ ଅତିଥି ଖାଦ୍ୟ ଖାଇବାପରେ  ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନାନୁସାରେ,

ବନ୍ତ ରେ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ।

ତୈଳ ଦରବୃଦ୍ଧି ପ୍ରତିବାଦରେ ଆଜି ଚାଲିଥିବା ଓଡ଼ିଶା ବନ୍ଦ ବନ୍ତ ଓ ଆଗରପଡା ରେ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ରାଜକିଶୋର ସାଇଁ, ବିଟିପୁର ସରପଞ୍ଚ ସତ୍ୟବାନ୍ ଦାସ, ରବିନାରାୟଣ

ପାରାଦିପ ରେ ମହିଳା ଭଲିବଲ୍ ପ୍ରତିଯୋଗିତା ଉଦ୍ଘାଟିତ।

ପାରାଦ୍ବୀପ କୁଜଙ୍ଗ ବ୍ଲକ ମଙ୍ଗରାଜପୁର ଗ୍ରାମର ନେତାଜୀ ଆଥଲେଟିକ ଆସୋସିଏସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ମହିଳା ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ରାଜ୍ୟ ଭଲିବଲ ସଙ୍ଘର କାର୍ଯ୍ୟକାରୀ ସଭାପତି

ପାରାଦ୍ବୀପରେ ଓଡ଼ିଶା ବନ୍ଦ ପାଳିତ ।

ପେଟ୍ରୋଲ ଓ ଡିଜେଲ ଦର ର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ର ୬ ଘଣ୍ଟିଆ ବନ୍ଦ ପାଳନ ସମ୍ପୂର୍ଣ୍ଣ ପ୍ରଭାବ ଶୂନ୍ୟ ରହିଛି ବନ୍ଦର ନଗରୀ ପାରାଦ୍ବୀପ ରେ। ପାରାଦ୍ବୀପ ବଡପଡିଆ,

ଭଦ୍ରକ ରେ ପଡିଛି ଓଡିଶା ବନ୍ଦର ପ୍ରଭାବ

ତୈଳ ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି. କଂଗ୍ରେସର ଓଡିଶା ବନ୍ଦ ଡାକରାର ପ୍ରଭାବ ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲାରେ । ସହରର ବନ୍ତ ଛକ