ଡାକ ବିଭାଗର ଠକାମୀ ଅଭିଯୋଗରେ ଦୁଇ କର୍ମ ଚାରିଙ୍କୁ ଅଟକ ରଖିଲେ ହିତାଧିକାରୀ

ଭଦ୍ରକ ଜିଲ୍ଲା, ବନ୍ତ ବ୍ଲକ, ରାମପୁର ପଞ୍ଚାୟତ, ଅଧିନସ୍ତ ଅଳାଉତି, ଜାମଝାଡ଼ି ଗ୍ରାମରେ ଅବସ୍ଥିତ ପୋଷ୍ଟ ଅଫିସରେ ଠକାଇ ନେଇ, ଦୁଇଜଣ ପୋଷ୍ଟାଲ କର୍ମ ଚାରି ଙ୍କୁ ଦୀର୍ଘ ପାଞ୍ଚ ଘଣ୍ଟା ଧରି ଅଟକ

ଆଜି ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ: ମୁଖ୍ୟମନ୍ତ୍ରୀ

ଟ୍ରେନ୍ ଦୁଘର୍ଟଣା ନେଇ ରାଜ୍ୟରେ ଦିନିକିଆ ଶୋକ ପାଳନ । ଆଜି ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ ହେବ । ଶୋକ ପାଳନ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ଅମଲା ସଂଘ

ବରଗଡ଼, ମିଶନ ଗ୍ରେଡ ପେ ୪୨ ଶହ ଲାଗୁ କରିବା ଦାବିରେ ଅମଲା ସଂଘ ତରଫରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । ଜୁନ ୧ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ

ନୂଆପଡା ରେ ପୁଣି ବାଘ ଆତଙ୍କ

ନୂଆପଡା ଜିଲ୍ଲା ସଦର ରେଞ୍ଜ କୁକୁଡାଟାଲ ଗାଁ ପାଖ ମୁଶରଙ୍ଗି ଜଙ୍ଗଲ ପଥର ଉପରେ ଏକ ବାଘ ବସିଥିବାର ଦେଖି ଲୋକ ଭୟଭୀତ ହୋଇପଡିଛନ୍ତି। ପୂର୍ବରୁ ସେହି ପଥର ଉପରେ ଦୁଇଟି ବାଘ ବସିଥିବା

ମହମ୍ମଦ ସଲିମ ପ୍ରିମୀୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ

ବରଗଡ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ପ୍ରଥମ ମହମ୍ମଦ ସଲିମ ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଅଛି। ବରଗଡ ବ୍ଲୁ ଡ଼ାଇମଣ୍ଡ କ୍ରିକେଟ୍ କ୍ଲବ ଆନୁକୁଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଆଜି

ଜ଼ିଲ୍ଲା ସ୍ତରୀୟ ମିଳିତ ଅମଲା ସଂଘ ପକ୍ଷରୁ ବିକ୍ଷୋପ ପ୍ରଦର୍ଶନ ଓ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସକାଳ ୮ଟା ରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଅମଲା ମଞ୍ଚର ଅଧ୍ୟକ୍ଷ୍ୟ ଚିତ୍ତରଞ୍ଜନ ତରାସିଆଙ୍କ ନେତୃତ୍ବରେ ଜ଼ିଲ୍ଲା ହେଡ଼ କ୍ଵାଟର

କନକ ଦୁର୍ଗାଙ୍କ ମନ୍ଦିର ପ୍ରତିଷ୍ଠା ଓ ମୁତ୍ୟାଲୁମ୍ମାଙ୍କ ଯାତ୍ରାରେ ଯୋଗ ଦେଲେ ସାଂସଦ ଓ ବିଧାୟକ

ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଣମଣା ପଂଚାୟତର ଟାକିରିଆ ବ୍ରହ୍ମପୁର ଠାରେ ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ମା କନକ ଦୁର୍ଗାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ଯୋଗ ଦେଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର

ପରିତ୍ୟକ୍ତ କୂଅରୁ ବାରହା ଛୁଆ ଉଦ୍ଧାର

ବେଲଗୁଣ୍ଠା ବ୍ଳକ୍ ବିଞ୍ଚଣା ଗ୍ରାମର ବିଲମାଳ ମଧ୍ୟରେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ବାରହା ଛୁଆକୁ ଉଦ୍ଧାର କରାଯାଇଥିବା ଗାଙ୍ଗପୁର ବନପାଳ ଜୀବାନନ୍ଦ ତ୍ରିପାଠି ପ୍ରକାଶ କରୁଛନ୍ତି I ସୂଚନା ପ୍ରକାରେ ସବୁଦିନ

କଟକ ମହାନଗର ନିଗମ ତରଫରୁ ମୋ ୱାର୍ଡ ଅଭିଯାନ କାର୍ଯ୍ୟକ୍ରମ

କଟକ ଆଜି ଦେଖି ବାକୁ ମିଳିଛି ୱାର୍ଡ ନମ୍ବର ପାଞ୍ଚ,କଟକ ମହାନଗର ନିଗମ ତରଫରୁ ମୋ ୱାର୍ଡ ର ଅଭିଯାନ ର ସିଡିଏ ସେକ୍ଟର ସାତରେ ଆୟୋଜନ କରାଯାଇଥିଲା I ଏଥିରେ ସିଡିଏ ସେକ୍ଟର

ଭିଜିଲାନ୍ସ ଜାଲରେ ଡିଏଫଓ ଅଫିସର ବରିଷ୍ଠ କିରାଣୀ ସଞ୍ଜୟ କୁମାର ବାଗ

ଭିଜିଲାନ୍ସ ଜାଲରେ ଡ଼ିଏଫଓ ଅଫିସର ବରିଷ୍ଠ କିରାଣୀ ସଞ୍ଜୟ କୁମାର ବାଗ l ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ପେନସନ କରାଇ ଦେବା ବାବଦକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ

1 16 17 18 19 20 121