ଓଡ଼ିଶାର ମହାନ ଜନ ନାୟକ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଅପ୍ରେଲ ୧୭ ତାରିଖ ଦିନ ସ୍ଥାନୀୟ ଲକ୍ଷ୍ମୀ ନାରାୟଣ କଲ୍ୟାଣ ମଣ୍ଡପ
Category: Regional
କୁତ୍ରା ବ୍ଲକରେ ଚୈତ୍ର ପୂର୍ଣ୍ଣିମା ପର୍ବ ପାଳିତ
ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ କନଦୈଇମୁଡା ଗ୍ରାମ ପଞ୍ଚାୟତ ତେଳିଘଡା ଆମ୍ବ ବଗିଚା ଠାରେ ସାରହୁଳ ଖାଦି ପର୍ବ ଚୈତ୍ର ପୂର୍ଣ୍ଣିମା ପର୍ବ ମହତ୍ସବ ୨୦୨୨ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ
ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗସ୍ତ –
କନ୍ଧମାଳ ଜିଲ୍ଲାକୁ ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ଭେଟ୍ କୋଲ୍ ଘାଟି ନିକଟରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଛି ।
ଜମିବାଡି ବିବାଦକୁ କେନ୍ଦ୍ର କରି ବୋମାମାଡ
ଜମିବାଡି କଳହକୁ କେନ୍ଦ୍ର କରି ବୋମାମାଡ । ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ସାରସକଣାରେ ବୋମା ମାଡ ହୋଇଥିବା ଅଭିଯୋଗ ହୋଇଛି ।
ମାଓ ଦମନ ରଣନୀତି ନେଇ ପୋଲିସ ଡିଜି ସୁନୀଲ ବଂଶଲଙ୍କ ନୂଆପଡା ଗସ୍ତ
ଦିନିକିଆ ନୂଆପଡା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ । ମହାନିର୍ଦ୍ଦେଶକ ଦାୟିତ୍ୱ ନେବା ପରେ ପ୍ରଥମ ଥର କରି ସେ ନୂଆପଡା ଗସ୍ତରେ ଯାଇଥିଲେ ।
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ ପୁଣି ହାତୀ ଆତଙ୍କ ଘର ଭାଙ୍ଗିବା ସହିତ ଛେଳିକୁ କଚାଡି ମାରିଛନ୍ତି
ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି । ଝାଡଖଣ୍ଡୀ ହାତୀ ଘର ଭାଙ୍ଗିବା ସହିତ ଛେଳିକୁ କଚାଡି ମାରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ ।
ଦୁଇ ଅଟୋ ମଧ୍ୟରେ ଧକ୍କା, ଜଣେ ମୃତ ଓ ୭ ଆହତ
ଦୁଇ ଅଟୋ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଅଟୋରେ ଥିବା ମହିଳାଙ୍କ ମୃତ୍ୟୁ ହୋଇଛି ଓ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଏପରି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ବୁଢାନେଲଡି ନିକଟରେ ।
ନୂଆପଡା ଜିଲ୍ଲାରେ ବାଘର ଆତଙ୍କ
ନୂଆପଡା ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ବାଘ ଆତଙ୍କ । ଗାଈକୁ ଟାଣିନେଲା ଓ ରକ୍ତ ଶୋଷି ନେଲା ମହାବଳ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମହିଳା ଆରଆଇ ଭିଜିଲାନ୍ସ ଜାଲରେ ଧରାପଡିଲେ-
୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଦୁଧାରୀ ଆରଆଇ କ୍ଷୀରାବ୍ଧି ତନ୍ମୟା ସ୍ୱାଇଁ । ମୃତ୍ୟୁ ପଞ୍ଜୀକରଣ ପାଇଁ ଲାଞ୍ଚ ନେଉଥିବା ବେଳେ ବିଭାଗୀୟ ଅଧିକାରୀ ତାଙ୍କୁ ଧରିଛନ୍ତି ।
ରାଜ୍ୟରେ ବଡ ଧରଣର ଜିଏସ୍ଟି ରେଡ୍ : ୧୧ଟି ଜିଲ୍ଲାର ୧୪ ହୋଲସେଲର ଓ ୩୨ ସୋରୁମରେ ଏକକାଳୀନ ଜିଏସଟି ଚଢାଉ-
ରାଜ୍ୟରେ ବଡ ଧରଣର ଜିଏସ୍ଟି ରେଡ୍ କରାଯାଉଛି । ୧୧ଟି ଜିଲ୍ଲାର ୧୪ ହୋଲସେଲର ଓ ୩୨ ସୋରୁମରେ ଏକକାଳୀନ ଜିଏସଟି ଚଢାଉ କରାଯାଉଛି ।

