ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ଏକ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଥିବା ବେଳେ ଏବେବି ମାମଲାର ଖିଅ ଖୋଜି ପାଇନି ପାରଳାଖେମୁଣ୍ଡି ପୋଲିସ୍-

ଏହି ମାମଲାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ପାରଳାଖେମୁଣ୍ଡି ଡିଏଫଙ୍କୁ ନେଇ ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ ଆଣିଥିବା ଏପର୍ଯ୍ୟନ୍ତ ତଦନ୍ତ ପରିସର ଭୁକ୍ତ ହୋଇ ପାରିନାହାନ୍ତି ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ ବେହେରା

ଚତୁର୍ଦ୍ଧାବିଗ୍ରହଙ୍କ ଆଜି ନୀଳାଦ୍ରି ବିଜେ, ଅପରାହ୍ନ ୪ଟାରେ ପହଣ୍ଡି-

ଆଜି ଶ୍ରୀଜିଉମାନେ ନୀଳାଦ୍ରି ବିଜେ କରିବେ । ରଥ ଉପରେ ଥିବା ମହାପ୍ରଭୁଙ୍କୁ ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରାଇବେ ସେବାୟତମାନେ । ନୀଳାଦ୍ରି ବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।

ମଟନ ଝୋଳ ଖାଇବା ପରିବର୍ତ୍ତେ ଛେଳି ଚୋରି କରି ଛେଚା ଖାଇଲେ-

ଛେଳି ଚୋରି କରି ଭୋଜିରେ ହୋଇଥାନ୍ତା ମଟନ ଝୋଳ ସେଥିପାଇଁ ସରିଥିଲା ସମସ୍ତ ପ୍ରକାର ପ୍ରସ୍ତୁତି ହେଲେ ଧରାପଡ଼ିଯିବା ପରେ ନିଧୁମ୍ ଛେଚିଲେ ଗ୍ରାମବାସୀ ।

ପ୍ରେସ ଲେଖା ଥିବା ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ସହ ନଗଦ ୧୩ ହଜାର ୧୨୦ ଟଙ୍କା ଜବତ, ୫ ଗିରଫ

ସୋହେଲା ପୋଲିସ ପକ୍ଷରୁ ଚେକିଂ କରାଯାଉଥିବା ସମୟରେ ସିଜି ୦୪ ଏନଏଚ ୯୯୯୮ ନମ୍ବର ବିଶିଷ୍ଟ ଇନୋଭା ଏବଂ ସିଜି ୦୪ ଏଲଡି ୫୬୬୫ ନମ୍ବର ବିଶିଷ୍ଟ ସ୍ୱିଫ୍ଟ ଡିଯାଏର ରେ ୨୩୩ କେଜି ଗଞ୍ଜେଇ ଜବତ କରିଥିଲା

ବାହୁଡ଼ା ଯାତ୍ରା ପାଇଁ ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ: ସଚେତନ କଲା ପୋଲିସ

ଆସନ୍ତାକାଲି ଠାରୁ ପୁରୀରେ ୪୮ ଘଂଟିଆ କର୍ଫ୍ୟୁ ଲାଗୁ ହେବ ଅର୍ଥାତ ଆସନ୍ତାକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ଯାଏଁ ପୁରୀରେ ଲାଗୁ ହେବ କର୍ଫ୍ୟୁ ।

ବାହୁଡ଼ିବେ ମହାପ୍ରଭୁ, ପ୍ରସ୍ତୁତ ହେଉଛି କାଳିଆର ପ୍ରୀୟ ପୋଡପୀଠା-

ଜନ୍ମ ବେଦୀରୁ ରତ୍ନ ବେଦୀକୁ ଗଲା ବେଳେ ମାଉସୀ ମା’ ହାତରୁ ପୋଡ ପିଠା ଖାଇ ଯିବାର ପରମ୍ପରା ରହିଛି । ଯାହାକୁ ନେଇ ଏବେ ଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତ ହେଉଛି ମହାପ୍ରଭୁଙ୍କ ପ୍ରୀୟ ପୋଡପୀଠା ।

ଚନ୍ଦ୍ରଶେଖରପୁର ଏଟିଏମରୁ ୪୦୦୦୦ ଟଙ୍କା ଲୁଟ କରିଥିବା ଅଭିଯୁକ୍ତ ଗିରଫ

ଗତ ସପ୍ତାହରେ ଭୁବନେଶ୍ୱରର ଏକ ଏଟିଏମ କିଓସ୍କରେ ଜଣେ ମହିଳାଙ୍କଠାରୁ ୪୦,୦୦୦ ଟଙ୍କା ନଗଦ ଥିବା ବ୍ୟାଗ ଛଡ଼ାଇ ନେଇଥିବା ଲୁଟେରାକୁ କମିଶନରେଟ ପୋଲିସ ଗିରଫ କରିଛି । ପୋଲିସ ଅଭିଯୁକ୍ତର ପରିଚୟ ପ୍ରକାଶ କରିନାହିଁ।

ପରିବହନ ମନ୍ତ୍ରୀଙ୍କ ଆଲୋଚନା ପରେ ରାଜ୍ୟରେ ସୋମବାରଠାରୁ ଚାଲିବ ସମସ୍ତ ବସ୍: ବସ ମାଲିକ ସଂଘ

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ଆଲୋଚନା ପରେ ରାଜ୍ୟରେ ସୋମବାରଠାରୁ ସବୁ ଘରୋଇ ବସ ଚାଲିବ ବୋଲି ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ଶାଢି ବୋଝେଇ ବୋଲେରୋରେ ଗଞ୍ଜେଇ ଚାଲାଣ: କଳାହାଣ୍ଡି

ରାଜ୍ୟରେ ଜାରି ରହିଛି ଭିନ୍ନଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ । ଗତକାଲି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୋଲିସ୍ ଏକ ଶାଢି ବୋଝେଇ ବୋଲେରୋରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ମହିଳା ମିଶନ ଶକ୍ତିକୁ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ ଘୋଷଣା-

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମିଶନ ଶକ୍ତିକୁ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ ଘୋଷଣା କରିଛନ୍ତି । ସେଥିରେ ୩୩୮ ବ୍ଲକ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୧୬୯ କୋଟି, ୮୪.୫୦ କୋଟି ଆବର୍ତ୍ତନ ପାଣ୍ଠି, ମିଶନ ଶକ୍ତି ଋଣର ସୁଧ ରିହାତି ପାଇଁ ୨୦୦ କୋଟି ଟଙ୍କାର ପ୍ୟାକେଜର ବ୍ୟୟ ଅଟକଳ ସ୍ଥିର ହୋଇଛି ।

1 42 43 44 45 46 121