କରୋନା ସଂକ୍ରମଣ ଭିତରେ ବଢିବାରେ ଲାଗିଛି ଶିକାର ଯାହାଫଳରେ ଧିରେ ଧିରେ ଲୋପ ପାଇବାକୁ ବସିଲାଣି ପ୍ରାକୃତିକ ସୌନ୍ଦର୍ଯ୍ୟ ଏହାରି ଭିତରେ କପିଳାସ ଅଭୟାରଣ୍ୟରେ ଜଶେ ଶିକାରକୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛି ବନବିଭାଗ ।
Category: Regional
କଟକ ମଙ୍ଗୁଳି ଛକ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଜଣଙ୍କର ମୃତ୍ୟୁ-
କଟକ ମଙ୍ଗୁଳି ଛକରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରେଲରକୁ ପଛରୁ ପିକଅପ୍ ଭ୍ୟାନ୍ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛନ୍ତି ।
ରାଜ୍ୟର ସମସ୍ତ ଜିଲ୍ଲାରେ ଲକଡାଉନରେ ଆଂଶିକ କୋହଳ, ପୂର୍ବ ଭଳି ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ।
ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ। ଲକଡାଉନ୍ ସମୟରେ କମ୍ ସଂକ୍ରମଣ ହାର ଥିବା ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ।
ମାଓ ଶିବିରରେ କରୋନା ଭୟ, ୧୯ଜଣ ଦୁର୍ଦ୍ଦାନ୍ତ ନକ୍ସଲ ଆତ୍ମ ସମର୍ପଣ କଲେ-
ସାରା ଦେଶ ଭଳି ମାଓ ଶିବିରରେ ବି କରୋନା ସଂକ୍ରମଣ ବ୍ୟାପିଛି । ମାସକ ମଧ୍ୟରେ ବିଜାପୁର ଓ କୋତ୍ତାଗୁଡେମ ଜିଲ୍ଲାରେ ୧୦ରୁ ଅଧିକ ମାଓବାଦୀ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ।
ଚୋରା ବିଦେଶୀ ମଦ ବିକ୍ରି କାରବାର ବୃଦ୍ଧି, ଅତର୍କିତ ଚଢ଼ାଉରେ ୯୩ ଲିଟର ବିଦେଶୀ ମଦ ଜବତ ଏବଂ ଜଣେ ଗିରଫ-
ବର୍ତ୍ତମାନ କରୋନା ମହାମାରୀକୁ ନେଇ ଆତଙ୍କିତ ଅବସ୍ଥାରେ ଗତି କରୁଥିବା ବେଳେ ଲକଡାଉନ ରେ ବୃଦ୍ଧି ପାଉଛି ଚୋରା ବିଦେଶୀ ମଦ ବିକ୍ରି କାରବାର ।
ପାଗଳ ପ୍ରେମିକର ଅଭାବନୀୟ କାଣ୍ଡ,ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇଦେଲେ –
ଏକ ତରଫା ପ୍ରେମରୁ ପାଗଳ ପ୍ରେମିକ ଘଟାଇଛି ଅଭାବନିୟକାଣ୍ଡ । ଏପରିକି ବିବାହ କରିବାକୁ ଦାବି କରି ବିଫଳ ହେବାରୁ ଏହି ହତାସ ପ୍ରେମିକ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇଦେଇଛି ।
ପିସିଆର ଗାଡ଼ିକୁ ପଛ ପଟୁ ଧକା ଦେଲା ମାଲ ବୋଝେଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ୫ ପୋଲିସ କର୍ମଚାରୀ-
ପିସିଆର ଗାଡ଼ିକୁ ପଛ ପଟୁ ଧକା ଦେଲା ଏକ ମାଲ ବୋଝେଇ ଟ୍ରକ । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି ।
ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ସିଲଭର ସିଟିରୁ ମାରଣାସ୍ତ୍ର ଜବତ: –
ଆଜି କଟକରୁ 11 ଟି ଦେଶି ବନ୍ଧୁକ ଏବଂ 51 ରାଉଣ୍ଡ ଗୁଳି ଜବତ କରି କଟକ ଠାରେ ଏକ ପ୍ରମୁଖ ବେଆଇନ ଅସ୍ତ୍ରଶସ୍ତ୍ର ଗୋଷ୍ଠି ଉପରେ ଚଢାଉ କରି ଏସବୁ ଜବତ କରିଥିବା ପୋଲିସ କହିଛି।
ଚଳିତ ବର୍ଷ କରୋନା କଟକଣାରେ ପାଳନ ହେଲା ଶେଷ ରଜ, ଆମିଷ ବଜାରରେ ଜମୁଛି ଭିଡ଼-
କରୋନା କଟକଣା ସତ୍ତ୍ୱେ ଗାଁ ଠୁ ସହର ହୋଇ ଉଠିଛି ଚଳଚଞ୍ଚଳ । ଦ୍ବିତୀୟ ରଜ ସଂକ୍ରାନ୍ତି ଯୋଗୁଁ ବି ଆମିଷର ମଜା କେହି ନେଇ ପାରିନାହାନ୍ତି। ଏଣୁ ଶେଷ ରଜ ବୁଧବାର ଓ ଆମିଷ ବାରିରେ ପଡ଼ୁଥିବାରୁ ଆମିଷପ୍ରେମୀ ଏନେଇ ଉତ୍ସାହିତ ଅଛନ୍ତି।
ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସାତୋଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା,ୟେଲୋ ୱାର୍ଣ୍ଣି ଜାରି
ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପ ପ୍ରଭାବରେ ମଧ୍ୟମ ଧରଣର ବୃଷ୍ଟିପାତ ସହିତ ପୃଥକ ପୃଥକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଏହା ପରେ ମୌସୁମୀ ପ୍ରବାହ ହେତୁ ପୃଥକ ଭାବରେ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ ସୂଚନା ଦିଆଯାଇଛି।

