ପ୍ରଥମ ବିଜୟଅଜିତ ଚାମ୍ପିଅନ୍ସ ଟ୍ରଫି ମାର୍ଚ୍ଚ ୧୨ରୁ ଆରମ୍ଭ ହେବ-

ଦିବଂଗତ ଓଡ଼ିଆ ସିନେ ତାରକା ବିଜୟ ମହାନ୍ତି ଓ ଅଜିତ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୁବନେଶ୍ୱର ବ୍ଲାଷ୍ଟର୍ସ ଆନୁକୂଲ୍ୟରେ ‘‘ବିଜୟଅଜିତ ଚାମ୍ପିଅନ୍ସ ଟ୍ରଫି’’ ନାମରେ ଏକ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତା ଆୟୋଜିତ ହେବ

ପ୍ଳାଷ୍ଟିକ୍ ପାର୍କ ପାରାଦୀପରେ ନିର୍ମାଣ ହେବ, ଇଣ୍ଡିଆନ୍ ଅଏଲ୍ ଓ ଇଡକୋ ମଧ୍ୟରେ MOU ସ୍ୱାକ୍ଷରିତ-

ପାରାଦୀପରେ ନିର୍ମାଣ ହେବ ପ୍ଳାଷ୍ଟିକ୍ ପାର୍କ । ଏଥିପାଇଁ ଆଜି ଇଣ୍ଡିଆନ୍ ଅଏଲ ଓ ଇଡକୋ ମଧ୍ୟେରେ ଏକ ଏମଓୟୁ ସ୍‌ବାକ୍ଷରିତ ହୋଇଛି । ଆଜି ଏକ ଭର୍ଚୁଆଲମିଟିଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ

ଦେଢ କିଲୋରୁ ଅଧିକ ବ୍ରାଉନସୁଗାର ଜଳେଶ୍ବରରୁ ଜବତ, ଜଣେ ଗିରଫ-

ରାଜ୍ୟରେ ଦିନକୁ ଦିନ ବ୍ରାଉନ୍ ସୁଗରର କାରବାର ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ବର ଏସ୍‌.ଟି.ଏଫ୍‌ର ୪ ଜଣିଆ ଟିମ୍ ଚଢାଉ କରି ଜଳେଶ୍ବର ଥାନା ଅଞ୍ଚଳରୁ ଦେଢ କିଲୋରୁ ଅଧିକ ବ୍ରାଉନସୁଗାର ଜବତ କରିଛନ୍ତି

କମିଶନରେଟ ପୁଲିସ୍ ମହାଶିବରାତ୍ରି ପାଇଁ ଟ୍ରାଫିକ କଟକଣା ଜାରି କଲା

ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୁଲିସ୍ । ମାଉସୀ ମା\’ ପାର୍ଶ୍ୱରୁ ରଥରୋଡ଼କୁ ୪ ଚକିଆ ଯାନ ଛଡ଼ାଯିବ ନାହିଁ। ରବି ଟକିଜ ପଟରୁ ଆସୁଥିବା

ଏପ୍ରିଲ ମାସରୁ ରବିବାର ଆଉ ସ୍କୁଲରେ କ୍ଲାସ ହେବନାହିଁ –

ଏପ୍ରିଲ ମାସରୁ ଆଉ ରବିବାର ହେବନାହିଁ କ୍ଲାସ  । କେବଳ ହେବ ରିଭିଜନ କ୍ଲାସ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  । ବର୍ତ୍ତମାନ ପ୍ରଚଣ୍ଡ ଖରା ଯୋଗୁଁ

ଧାନକିଣାରେ ଅନିୟିତତା ନେଇ ଉତ୍ୟକ୍ତ ଚାଷୀଙ୍କ ରାଜପଥରେ ଧାନ ଢାଳି ରାସ୍ତା ଅବରୋଧ-

ଧାନକିଣାରେ ଅନିୟିତତା  ନେଇ ତାତିଲେ ଚାଷୀ । ଟୋକନ ମିଳିଛି, ଟୋକନରେ ଧାନ ଦେବାର ତାରିଖ ମଧ୍ୟ ରହିଛି  ।  କିନ୍ତୁ ଧାନ ନେଉ ନାହିଁ ସେବା ସମବାୟ ସମିତି  । ଏହାର ପ୍ରତିବାଦରେ

ମୃତ୍ୟୁ ଏମିତି ବି ଆସେ : ଟ୍ରକ ଧକ୍କାରେ ଭାଇଭଉଣୀ ମୃତ, ବାପାମାଆ ଗୁରୁତର

ଗଞ୍ଜାମ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  । ଟ୍ରକ ଧକ୍କାରେ ଭାଇଭଉଣୀ ମୃତ ଓ ବାପା ମାଆ ଗୁରୁତର । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି  । ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ସାବଳିଆରେ ଏକ

କଳାହାଣ୍ଡିରେ ବ୍ୟବସାୟୀଙ୍କଠୁ 15 ଲକ୍ଷ ଟଙ୍କାର ସୁନାଗହଣା ଲୁଟିଲେ ଲୁଟେରା-

କଳାହାଣ୍ଡିରେ ଲୁଟେରା ଆତଙ୍କ  ।  ଜୁନାଗଡ଼ କଲମପୁର ଛକ ନିକଟରେ ଥିବା ସୁନା ଦୋକାନରୁ 15 ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗହଣା ଲୁଟ ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ କଲମପୁର ଛକ ସୁନା

ପ୍ରସ୍ତୁତ ହେଲା ଶ୍ରୀମନ୍ଦିର ପାଇଁ 202 କୋଟି ଟଙ୍କାର ବଜେଟ, ରଥଯାତ୍ରା ପାଇଁ 11 କୋଟି ବ୍ୟୟବରାଦ-

202 କୋଟି ଟଙ୍କା ବଜେଟ ପ୍ରସ୍ତୁତ କଲା ଶ୍ରୀମନ୍ଦିର ଅର୍ଥ ସବ କମିଟି  । ଆଗାମୀ ପରିଚାଳନା କମିଟିରେ ହେବ ଅନୁମୋଦିତ  । ଏନେଇ ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି 

ଶିମିଳିପାଳ ଜଙ୍ଗଲର ଲାଗିଥିବା ନିଆଁ ପ୍ରସଙ୍ଗ ଦିଲ୍ଲୀରେ ପହଁଚିଲା –

ମାସେ ହେବା ଜଙ୍ଗଲରେ ନିଆଁ ଲାଗିବ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡ କରଙ୍କୁ ଭେଟି ସବିଶେଷ ତଥ୍ୟ ଦେଇଛନ୍ତି ଓଡ଼ିଶା ବିଜେପିର ୯ ଜଣ ସାଂସଦ। କେନ୍ଦ୍ରରୁ ଗୋଟିଏ

1 87 88 89 90 91 121