କଙ୍ଗନା କରୋନା ପଜିଟିଭ ହେଲେ , କହିଲେ ଧାରଣା ନଥିଲା ମୋ ଦେହରେ ସଂକ୍ରମଣ ଥିଲା

ବଲିଉଡ ଷ୍ଟାର ଅଭିନେତ୍ରୀ କଙ୍ଗନା ରଣାୱତ କରୋନା ପଜିଟିଭ୍ ହୋଇଛନ୍ତି।ସେ କହିଛନ୍ତି ମୋ ଶରୀରରେ ଏହି ଜୀବାଣୁ ବାସ କରୁଥିବା ମୋର କୌଣସି ଧାରଣା ନଥିଲା।

ଭାରତ-ଇଂଲଣ୍ଡ ଏକଦିବସୀୟ ସିରିଜ ; ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୬୬ ରନରେ ହରାଇଲା ଭାରତ

ପୁଣେରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚକୁ ୬୬ ରନରେ ଜିତିଲା ବିରାଟ ବାହିନୀ । ଶିଖର ଧାଓ୍ବନ ଓ କୃଣାଲ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ ପରେ ବୋଲରଙ୍କ

ତୃତୀୟ ଭାରତୀୟ ବ୍ୟାଟସମାନ ଭାବେ ସୂର୍ଯ୍ୟ କୁମାର ଯାଦବ ଟି-୨୦ ଡେବ୍ୟୁରେ ଅର୍ଦ୍ଧଶତକ ହାସଲ କଲେ

ତୃତୀୟ ଭାରତୀୟ ବ୍ୟାଟସମାନ ଭାବେ ସୂର୍ଯ୍ୟ କୁମାର ଯାଦବ ଟି-୨୦ ପର୍ଦାପଣରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଗତକାଲି ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଟି-୨୦ କ୍ରିକେଟରେ ଡେବ୍ୟୁ କରିବା ସହ ଅର୍ଦ୍ଧଶତକ ହାସଲ

ଆଜି ଭାରତ-ଇଂଲଣ୍ଡ ତୃତୀୟ T20: ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଭାରତ ଓ ଇଂଲଣ୍ଡ ମଧ୍ୟରେ  ଆଜି ଟି-୨୦ ଶୃଙ୍ଖଳାର ୩ୟ ମୁକାବିଲା ହେବ । ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ୫ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ୩ୟ ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ

ଇଣ୍ଡିଆନ ସୁପର ଲିଗ : ଆଜି ଫାଇନାଲରେ ମୁମ୍ବାଇ ଏଫସିକୁ ଭେଟିବ ଏଟିକେ ମୋହନ ବାଗାନ ଏଫସି

ଆଜି ଇଣ୍ଡିଆନ ସୁପର ଲିଗର ଫାଇନାଲ ମ୍ୟାଚରେ ମୁମ୍ବାଇ ସିଟି ଏଫସି ଏବଂ ଏଟିକେ ମୋହନ ବାଗାନ ଏଫସି ମଧ୍ୟରେ ମୁକାବିଲା ହେବ । ଟୁର୍ନାମେଣ୍ଟର ସର୍ବଶ୍ରେଷ୍ଠ ବୁଲାଯାଉଥିବା ଏହି ଦୁଇଟି ଟିମ ଆଜି

ରୋଡ ସେଫଟି ୱାର୍ଲଡ ସିରିଜ ୨୦୨୧:

ଆଜି ଇଂଲଣ୍ଡ ଲିଜେଣ୍ଡକୁ ଭେଟିବ ଭାରତୀୟ ଲିଜେଣ୍ଡରୋଡ଼ ସେଫଟି ୱାର୍ଲଡ ସିରିଜ ୨୦୨୧ ର ଆଜିର ମ୍ୟାଚରେ ଇଂଲଣ୍ଡ ଲିଜେଣ୍ଡକୁ ଭେଟିବେ ଭାରତୀୟ ଲିଜେଣ୍ଡ । ଏହି ମ୍ୟାଚ ରାୟପୁରର ସହିଦ ବୀର ନାରାୟଣ

ରିଷି କପୁରଙ୍କ ସାନଭାଇ ତଥା ଲୋକପ୍ରିୟ ଅଭିନେତା ରାଜୀବ କପୁରଙ୍କ ୫୮ ବର୍ଷ ବୟସରେ ଦେହାନ୍ତ

ରିଷି କପୁରଙ୍କ ସାନଭାଇ ତଥା ଲୋକପ୍ରିୟ ଅଭିନେତା ରାଜୀବ କପୁରଙ୍କ ମଙ୍ଗଳବାର ମୁମ୍ବାଇରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । କିଛି ସମୟ ପୂର୍ବରୁ ତାଙ୍କର ହୃଦଘାତ

ମୁଖ୍ୟମନ୍ତ୍ରୀ ଦୌଡରେ ଅଭିଷେକ ବଚ୍ଚନ !

ଅଭିଷେକ ବଚ୍ଚନ ପୂର୍ବ ଅପେକ୍ଷା ପ୍ରଫେସ୍ନାଲ ଲାଇଫରେ ସାମାନ୍ୟ ବ୍ୟସ୍ତ ରହିଛନ୍ତି । ସୁଜୋୟ ଘୋଷଙ୍କ ଏକ୍ସାଇଟିଂ ପ୍ରୋଜେକ୍ଟ ବବ୍ ବିଶ୍ୱାସକୁ ନେଇ ଅଭିଷେକ ବେଶ ଚର୍ଚ୍ଚାରେ ରହିଛନ୍ତି । ହେଲେ ଫେବ୍ରୁଆରୀ ୨୨ରୁ